Browsing Category

ଓଡିଶା

ରାତ୍ରିକାଳୀନ ଚେକିଂ ଜୋରଦାର କରିଛି ଧଉଳି ପୋଲିସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଧଉଳି ଥାନା ପକ୍ଷରୁ ରାତ୍ରିକାଳୀନ ଚେକିଂ ଜୋରଦାର କରିଛି ଧଉଳି ପୋଲିସ । ଉକ୍ତ ଚେକିଂକୁ ଲିଙ୍ଗିପୁର ଛକ ଦେଇ ଉତ୍ତରା ଯାଉଥିବା ବାଇକ, କାର, ଅଟୋ ଆଦିକୁ ଅଟକାଇ ଚାଳକମାନେ ମଦ୍ୟପାନ କରି ଗାଡି ଚାଳନା କରୁଛନ୍ତି କି ନାହିଁ ଜାଣିବା ପାଇଁ ମିଟର
Read More...

ନିଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ବିକ୍ଷୋଭ

ବାଲେଶ୍ୱର, (କେପିଏନ୍‌ଏସ୍‌) : ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ନିଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ ସହିତ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ
Read More...

ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା

ସ୍ଵାସ୍ଥ୍ୟକେନ୍ଦ୍ର ଗୁଡ଼ିକ ଏବେ ଦୟନୀୟ ଅବସ୍ଥାରେ ରହିଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ଗଢ଼ି ଉଠିଥିବା ସହରାଞ୍ଚଳ ଜନ ଆରୋଗ୍ୟ କେନ୍ଦ୍ର ଯାହାକି ବର୍ତ୍ତମାନର ବିଜେପି ସରକାର ଏହାକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବୋଲି ନାମ ବଦଳାଇଛନ୍ତି । ସମସ୍ତ ସହରାଞ୍ଚଳ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପରିଷଦର ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,
Read More...

ସାନ-ଆଗ୍ରାହାରମ ଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କୋହଲା ଯାତ୍ରା ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡ଼ୁ ସତ୍ୟମ୍ ନୃତ୍ୟସେବା କଳା କେନ୍ଦ୍ର ତରଫରୁ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ମାଙ୍ଗୁରୁପେଟ୍ଟା (ସାନ- ଆଗ୍ରାହାରମ) ଗ୍ରାମରେ ଆୟୋଜିତ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ
Read More...

ଦୁର୍ଘଟଣାରେ ପ୍ରାଣ ହରାଇଥିବା ପି. ରାଜା ରାଓଙ୍କ ପରିବାରଙ୍କୁ ସହାୟତା ରାଶି ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୌରପାଳିକା ଅନ୍ତର୍ଗତ ନିଉ ପୋଲିସ କଲୋନୀ ଅଞ୍ଚଳର ସାଇନଗର ଦ୍ୱିତୀୟ ଲେନ୍ ନିବାସୀ ପି. ରାଜା ରାଓଙ୍କର କିଛି ଦିନ ପୂର୍ବେ ସଡ଼କ ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁଃଖଦ ଘଟଣାରେ ମର୍ମାହତ ହୋଇ ଛତ୍ରପୁର ବିଧାୟକ
Read More...

ଗଞ୍ଜାମ ଜିଲ୍ଲାର ଆସିକା ଏସଡ଼ିପିଓ ସନ୍ତୋଷ ଜେନା ନିଲମ୍ବିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଆସିକା ଏସଡ଼ିପିଓ ସନ୍ତୋଷ ଜେନାଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ଵରୁପ ନିଲମ୍ବିତ କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ଗତ ୧୨ ତାରିଖରେ ଜାରି ହୋଇଥିବା ପତ୍ର ସଂଖ୍ୟା-୧୬୨୩୬ ପ୍ରକାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ
Read More...

ଟିଟିଲାଗଡ ଉପଜିଲ୍ଲାପାଳଙ୍କୁ ଡିସିଡିଏ ବଲାଙ୍ଗିର ତରଫରୁ ଏକ ଦିନିଆ ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ ସମ୍ବନ୍ଧୀୟ ଦାବିପତ୍ର…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସନ୍ତା ୨୦ ତାରିଖ ଦିନ ଦେଶବ୍ୟାପୀ ଏକ ଦିବସୀୟ ଔଷଧ ଦୋକାନ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଏ ନେଇ ଏକ ସ୍ମାରକପତ୍ର ଟିଟିଲାଗଡ ଉପ ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କୁ ଭେଟି ପ୍ରଦାନ କରଯାଇଛି । ସେହି ଦାବିପତ୍ରରେ ନିମ୍ନଲିଖିତ ମୁଖ୍ୟ
Read More...

ନୂତନ ଏକ୍ସପ୍ରେସ ଟ୍ରେନ କୋରାପୁଟରୁ ପୁରୀ ଭାୟା କେସିଙ୍ଗା

କେସିଙ୍ଗା, (ପ୍ରୀତେଶ ପଟେଲ ) : କେସିଙ୍ଗା ବାସୀଙ୍କ ବହୁତ ବର୍ଷର ସ୍ୱପ୍ନ କେସିଙ୍ଗାରୁ ରାଜଧାନୀ ପାଇଁ ସିଧାସଳଖ ଟ୍ରେନ ଆସନ୍ତା ୨୪ ମେ ରେ ପୂରଣ ହେବ । ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚାଲିବ ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ । କେନ୍ଦ୍ର ରେଳ ମନ୍ତ୍ରାଳୟ ଏହାକୁ ଅନୁମୋଦନ ଦେଇଛନ୍ତି । ଏହି
Read More...

ଅନ୍ତଃ ଜିଲ୍ଲା ସିଏମ ଟ୍ରଫି ଫୁଟବଲ ଉଦଘାଟିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଗାନ୍ଧୀଷ୍ଟାଡିୟମ୍ ଠାରେ ୧୪ ବର୍ଷରୁ କମ ବାଳକ ଓ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ମୁଖ୍ୟମନ୍ତ୍ରୀ ଟ୍ରଫି ଶୁଭ ଉଦଘାଟନ ହୋଇଯାଇଛି । ଫୁଟବଲ ଆସୋସିଏସନ ଅଫ ଓଡିଶା, କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାର, ଜିଲ୍ଲା ପ୍ରଶାସନ
Read More...