Browsing Category
ଓଡିଶା
ଛତୁଆ ପ୍ୟାକେଟ୍ରେ ପୋକ ସାଲୁବାଲୁ
ବରଗଡ, (ମୁନ୍ନା ସାହୁ) : ସରକାରଙ୍କ ପୋଷଣ ଯୋଜନାରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଦିଆଯାଉଥିବା ଛତୁଆରେ ମିଶୁଛି ବାଲି ଓ ଗୋଡି । ନିମ୍ନମାନର ଛତୁଆ ପ୍ରସ୍ତୁତ କରି ବଣ୍ଟନ କରାଯାଉଥିବା ଭଳି ସଂଗୀନ ଅଭିଯୋଗ ବରଗଡ଼ ସହରରୁ ଆସିଛି । ହାତରେ ନିମ୍ନମାନର ଛତୁଆ ଧରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ!-->…
Read More...
Read More...
ବହୁଦିନର ଆଶା ହେଲା ପୂରଣ
ରତାଖଣ୍ଡି-ଆଟଗାଁ ରାସ୍ତାର ତେଲନଦୀରେ ନିର୍ମାଣହେବ ଉଚ୍ଚ କ୍ଷମତା ସମ୍ପନ୍ନ ପୋଲ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଓ ଗୁଡଭେଲା ବ୍ଲକର ଲୋକଙ୍କ ବହୁଦିନର ଦାବି ପୂରଣ ହେବାକୁ ଯାଉଛି । ଦେଓଗାଁ ବ୍ଲକର ଗୌରଗୋଠ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରତାଖଣ୍ଡିଠାରୁ ଗୁଡଭେଲା!-->!-->!-->…
Read More...
Read More...
ଅବସର ପ୍ରାପ୍ତ ସମବାୟ କର୍ମଚାରୀଙ୍କ ଅନଶନ ପଞ୍ଚମ ଦିନରେ
ନିଦାବିଷ୍ଣୁ ସାଜିଛି ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଅବସର ପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ଗତ ତା-୨୬/୦୫/୨୦୨୬ରୁ ଆରମ୍ଭ ହୋଇଥିବା ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଆଜି ପଞ୍ଚମ!-->!-->!-->…
Read More...
Read More...
କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଓସିଏସ୍ କୃତକାର୍ଯ୍ୟ କନକ ଜୈନ ଏବଂ ସଙ୍ଗୀତା ସେଠୀଙ୍କୁ ସମ୍ବର୍ଦ୍ଧନା
କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡିଶା ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୪ ଫଳାଫଳରେ କୃତିତ୍ୱ ହାସଲ କରିଥିବା କଳାହାଣ୍ଡି ଜିଲ୍ଲା କେସିଙ୍ଗାର କନକ ଜୈନ ଏବଂ ସଙ୍ଗୀତା ସେଠୀଙ୍କୁ କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ଅପରାହ୍ନରେ ସମ୍ବର୍ଦ୍ଧିତ!-->…
Read More...
Read More...
ଟାଉନ ଭିତରେ ମାତାଲ ଫରେଷ୍ଟର ବାବୁଙ୍କ ହଙ୍ଗାମା
ବଲାଙ୍ଗିର, (କେପିଏନ୍ଏସ୍) : ବର୍ତ୍ତମାନ ବଲାଙ୍ଗିର ସହରରରୁ ଆସିଛି ଏକ ବଡ଼ ଖବର । ସହରର ପାଟଣା ଛକରେ ଜଣେ ଫରେଷ୍ଟର ବାବୁଙ୍କୁ ମାତାଲ ଅବସ୍ଥାରେ ଉଦ୍ଧାର କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ । ମଦ ପିଇ କାର୍ ଚଲାଉଥିଲେ । ଆଉ ଲୋକଙ୍କ ଉପରକୁ ଚଢ଼ାଇ ଦେଉଥିଲେ । ଜଣେ ବାଇକ ଆରୋହୀ ଆହତ!-->…
Read More...
Read More...
ନୂତନ ଗଞ୍ଜାମ ଏସ୍ପି ଭାବେ ହରିଶ ବି.ସିଙ୍କ ଦାୟିତ୍ଵ ଗ୍ରହଣ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂତନ ଗଞ୍ଜାମ ଏସ୍ପି ଭାବେ ହରିଶ ବି.ସି. ଶୁକ୍ରବାର ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଦାୟିତ୍ୱ ଗ୍ରହଣ କରିଛନ୍ତି ।୨୦୨୦ ମସିହାରେ ଆଇପିଏସ୍ ଅଧିକାରୀ ଶ୍ରୀ ବି.ସି. ପ୍ରଥମେ ରାୟଗଡ଼ା ଜିଲ୍ଲାରେ ଅବସ୍ଥାପିତ ହୋଇଥିଲେ । ଦ୍ୱିତୀୟ ପର୍ୟ୍ୟାୟରେ!-->…
Read More...
Read More...
ଆଜି ଠାରୁ ବିଏଲ୍ଓ ମାନେ ଘରକୁ ଘର ବୁଲି ବାଣ୍ଟିବେ ପରିଗଣନା ଫର୍ମ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜି ଠାରୁ ବିଏଲ୍ଓ ମାନେ ଘରକୁ ଘର ବୁଲି ପରିଗଣନା ଫର୍ମ ବାଣ୍ଟିବେ ବୋଲି ଗଞ୍ଜାମ ଜିଲ୍ଲା ପ୍ରସାଶନ ପକ୍ଷରୁ କୁହାଯାଇଛି । ମଇ ୩୦ ତାରିଖରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ପରିଗଣନା ଫର୍ମ ବଣ୍ଟନ, ଜିଲ୍ଲାରେ ୩୧୨୪ ବିଏଲ୍ଓ, ୩୧୧ ସୁପରଭାଇଜର,!-->…
Read More...
Read More...
ପେଟ୍ରୋଲ ଢାଳି ବାଇକ୍ରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଆଙ୍କଶପୁର ଶୁଣ୍ଢି ସାହିରେ ପେଟ୍ରୋଲ ଢାଳି ଦୁର୍ବୃତ୍ତ ମାନେ ବାଇକ୍ରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଆଙ୍କଶପୁର ଶୁଣ୍ଢି ସାହିରେ ରହୁଥିବା ସୁକାନ୍ତ ସାହୁଙ୍କ ବାଇକକୁ!-->…
Read More...
Read More...
ସ୍ୱେଚ୍ଛାସେବୀ ସଂଗଠନ ସେବା ପ୍ରତିନିଧିଦଳ ପକ୍ଷରୁ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରାରେ ପଣା ବିତରଣ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସବୁବେଳେ ସବୁ ସ୍ଥାନରେ ସମାଜସେବା କରି ପ୍ରଶଂସା ସାଉଁଟୁଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସେବା ପ୍ରତିନିଧିଦଳ ଛତ୍ରପୁର ଅଧିଷ୍ଠାତ୍ରୀ ମା' ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରାରେ ପଣା ବିତରଣ କରି ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଯାତ୍ରାରେ!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଘନ ସଂଶୋଧନ କାର୍ଯ୍ୟକ୍ରମ
ସଫଳତା ପାଇଁ ସହଯୋଗ ଲୋଡିଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାରେ ସଫଳ କରିବା ପାଇଁ ଶୁକ୍ରବାର ଦିନ ଜିଲ୍ଲାପାଳ ଡ.!-->!-->!-->…
Read More...
Read More...