Browsing Category
ଓଡିଶା
ବଲାଙ୍ଗିର ବ୍ଲକ୍ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି…
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବ୍ଲକ୍ ଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିରର ଆୟୋଜନ କ୍ରମେ ବ୍ଲକ୍ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା!-->…
Read More...
Read More...
ଜିଲ୍ଲା ସ୍ତରୀୟ ସତର୍କତା ଓ ଅନୁଧ୍ୟାନ କମିଟିର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସତର୍କତା ଓ ଅନୁଧ୍ୟାନ କମିଟିର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା!-->…
Read More...
Read More...
୧ ଜୁନ୍ ରୁ ୩୦ ଜୁନ୍ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ “ଖେତ ବଚାଓ ଅଭିଯାନ”
ପ୍ରତ୍ୟେକ ଗାଁ ଓ ପଞ୍ଚାୟତରେ ପହଞ୍ଚିବ ‘ଖେତ ବଚାଓ ଅଭିଯାନ’; ସମନ୍ୱିତ ପ୍ରୟାସ ଉପରେ ଜୋର‘ସ୍ୱଳ୍ପ ସାର, ଉପଯୁକ୍ତ ସାର, ଉଚିତ ପରାମର୍ଶ’ ମାଧ୍ୟମରେ କୃଷିଜମି ସୁରକ୍ଷା ଉପରେ ଜୋରକୃଷକଙ୍କ ପାଇଁ ପାଣିପାଗ, ମୃତ୍ତିକା ଓ ବଜାର ଆଧାରିତ ପରାମର୍ଶ; ‘ଖେତ ବଚାଓ ଅଭିଯାନ’ ହେବ ସହାୟକ: ଶିବରାଜ!-->…
Read More...
Read More...
କାଳ ବୈଶାଖୀ ତାଣ୍ଡବ : ୪୮ ଘଣ୍ଟା ପରେ ମଧ୍ୟ ସ୍ଥିତି ସ୍ଵାଭାବିକ ହୋଇନାହିଁ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟା । ସୋନପୁର ସହରକୁ ଗ୍ରାସ କଲା କାଳ ବୈଶାଖୀ । ଚାହୁଁ ଚାହୁଁ କିଛି ସମୟ ଭିତରେ ସବୁ ହୋଇଗଲା ଓଲଟ ପାଲଟ । ଭାଙ୍ଗିଲା ଶହ ଶହ ଗଛ, ଉଡ଼ିଲା ବାଇକ୍, ଟିଣ ଛାତ, ଭାଙ୍ଗିଗଲା ଶହ ଶହ ଲାଇଟ୍ ପୋଲ । କାଳ ବୈଶାଖୀ ହେବାର ଦୁଇ!-->…
Read More...
Read More...
ସିପିଆଇଏମ୍ର ଆଇନ୍ ଅମାନ୍ୟ ଆନ୍ଦୋଳନ ଓ ବିଶାଳ ବିକ୍ଷୋଭ
ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ମୋଦି ସରକାରଙ୍କ ନିର୍ଦ୍ଦେଶରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇଏମ୍ ପଲିଟବ୍ୟୁରୋ ସଦସ୍ୟ କମ୍ରେଡ୍ ପିନାରାୟୀ ବିଜୟନ ବାସଭବନ ଉପରେ ଇଡି ଲଗାଇ ରେଡ୍ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି!-->…
Read More...
Read More...
ଓଏଏସ୍ କୃତକାର୍ଯ୍ୟ ଶୀତଲ କୁଶଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡିଶାରେ ୧୩୪ ନମ୍ବର ରେଙ୍କରେ କୃତକାର୍ଯ୍ୟ ହୋଇଥିବା ତଥା ବିନା କୋଚିଂରେ ସଫଳତା ପାଇଥିବା ସୋନପୁର ସହରର ସୁଶ୍ରୀ ଶୀତଲ କୁଶଳଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ହୋଟେଲ ମୁନ କନଫରେନ୍ସ ହଲ୍ ଠାରେ!-->…
Read More...
Read More...
ଟିଟିଲାଗଡ଼ରେ ବଡ଼ଭାଇ ନେଲା ସାନଭାଇର ଜୀବନ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଦ ପିଇ ମାତାଲ ହୋଇ ଝଗଡ଼ା ହେବା ପରେ ବଡଭାଇ ନେଲା ସାନ ଭାଇର ଜୀବନ । ଏହି ଘଟଣା ଟିଟିଲାଗଡ ନେହେରୁ ନଗର ସ୍ଥିତ ୱାର୍ଡ ନମ୍ବର ପାଞ୍ଚର ହୋଇଥିବା ବେଳେ ଏହି ଘଟଣାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି । ଟିଟିଲାଗଡ ନେହେରୁ ନଗର ସ୍ଥିତ ୱାର୍ଡ ନମ୍ବର!-->…
Read More...
Read More...
ମୁନୁଙ୍ଗା ହଂସଙ୍କ ପରଲୋକ
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ନିବାସୀ ତଥା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସଙ୍କ ଜେଜେମାଆ ମୁନୁଙ୍ଗା ହଂସ (୭୬)ଙ୍କ ଆଜି ଅପରାହ୍ନ ପ୍ରାୟ ୨.୨୦ ମିନିଟରେ!-->…
Read More...
Read More...
ରାଉରକେଲା ବିଜୁ ମହିଳା ଜନତା ଦଳ ତରଫରୁ ନାରୀ ଅଧିକାର ଅଭିଯାନ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ବିଜେଡ଼ି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ୱରେ ରାଉରକେଲା ବିଜୁ ମହିଳା ଜନତା ଦଳ ତରଫରୁ, କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ସମୟରେ!-->…
Read More...
Read More...
ଗ୍ରାମୀଣ କଳା ଓ ସଂସ୍କୃତି ମହୋତ୍ସବ–୨୦୨୬ : ଗ୍ରାମୀଣ ଐତିହ୍ୟ ସୁରକ୍ଷା ଉପରେ ଗୁରୁତ୍ୱ
ବାଲେଶ୍ୱର, (କେପିଏନ୍ଏସ୍ ): ବାଲେଶ୍ୱର ଜିଲ୍ଲାରେ ଅନୁଷ୍ଠିତ ବ୍ରହ୍ମା କନ୍ୟା ଫାଉଣ୍ଡେସନ୍ ପକ୍ଷରୁ ଗ୍ରାମୀଣ କଳା ଓ ସଂସ୍କୃତି ମହୋତ୍ସବ–୨୦୨୬ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଗ୍ରାମୀଣ କଳା, ଲୋକସଂସ୍କୃତି ଓ!-->…
Read More...
Read More...