Browsing Category

ଓଡିଶା

ଜୁହାର୍ ପରିବାର ତରଫରୁ ଦହି ପାଣି ବଣ୍ଟନ

ବିଶାଖାପାଟଣା, (କେପିଏନ୍‌ଏସ୍‌) : ବିଶାଖାପାଟଣା ରେଲୱେ କର୍ତ୍ତୃପକ୍ଷଙ୍କ ସହଯୋଗରେ ପ୍ରଥମ ଥର ଜୁହାର ପରିବାର ବିଶାଖାପାଟଣା ଦ୍ଵାରା "ଦହି ପାଣି ବଣ୍ଟନ କାର୍ଯ୍ୟକ୍ରମ" ବିଶାଖାପାଟଣାର ରେଳଷ୍ଟେସନରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଠା ଚିତ୍ତରଞ୍ଜନ ପଣ୍ଡା, ସଭାପତି ମନୋଜ
Read More...

ଉତ୍କଳ ମହିଳା ବିକାଶ ପରିଷଦର ରୌପ୍ୟ ଜୟନ୍ତୀ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : "ଉତ୍କଳ ମହିଳା ବିକାଶ ପରିଷଦ”ର ରୌପ୍ୟ ଜୟନ୍ତୀ ସମାରୋହ ଅତ୍ୟନ୍ତ ଆଡମ୍ବରପୂର୍ଣ୍ଣ ଓ ଭାବବିହ୍ୱଳ ପରିବେଶରେ ସୁଶ୍ରୀ ସଂଯୁକ୍ତା ମିଶ୍ରଙ୍କ ସଭାପତିତ୍ୱ ଓ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ମହତ୍ୱପୂର୍ଣ୍ଣ ସମାରୋହରେ ମୁଖ୍ୟ ଅତିଥି ଭାବେ
Read More...

ଟିଟିଲାଗଡ ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଶୁଣିଲେ କର୍ମୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ୧୩୪ତମ ମନ୍‌ କି ବାତ୍‌ ଶୁଣିବା ପାଇଁ ଟିଟିଲାଗଡ ବିଜେପି କାର୍ଯ୍ୟାଳୟରେ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଜେପି କର୍ମୀମାନେ ଆସି ଯୋଗ ଦେଇଥିଲେ । ଏହି ଅବସରରେ
Read More...

ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଦ୍ୱାରା ଏକ ସ୍ୱତନ୍ତ୍ର ସଂଘନ ସଂଶୋଧନ ସଚେତନତା ପଦଯାତ୍ରା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଦ୍ୱାରା ଏକ ସ୍ୱତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇ ଆର୍‌) ସଚେତନତା ପଦଯାତ୍ରା ଏବଂ ଏକ ସ୍ୱତନ୍ତ୍ର ପ୍ରଚାର ରଥ ଦ୍ୱାରା ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା ପୂର୍ବକ 'ସ୍ୱତନ୍ତ୍ର ସଂଘନ
Read More...

ଭଞ୍ଜନଗରରେ ଅବସ୍ଥାପିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଉନ୍ନତିମୂଳକ ଦିଗରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲାର ଭଞ୍ଜନଗରରେ ଅବସ୍ଥାପିତ ସର୍ବ ପୁରାତନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ବିଭିନ୍ନ ସମସ୍ୟା ନେଇ ଗତି କରି ଆସୁଅଛି । ୧୯୬୦ମସିହାରେ ନିର୍ମିତ ଏହି ମହାବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ
Read More...

ପୋଲିସ୍, ମାଜିଷ୍ଟ୍ରେଟ୍‌ଙ୍କ ସମନ୍ୱୟ ରକ୍ଷା ସହ ଲୋକଙ୍କ ବିବିଧ ସମସ୍ୟାର ଆଶୁ ସମାଧାନ କରିବାକୁ ନିଷ୍ପତ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୋଲିସ୍, ମାଜିଷ୍ଟ୍ରେଟ୍‌ଙ୍କ ସମନ୍ୱୟ ରକ୍ଷା ନିମିତ୍ତ ଏକ ଜରୁରୀକାଳୀନ ବୈଠକ ଗଞ୍ଜାମ ଜିଲ୍ଲା ପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ପୋଲିସ୍, ମାଜିଷ୍ଟ୍ରେଟ୍‌ଙ୍କ ସମନ୍ୱୟ ରକ୍ଷା ହେବା ସାଂଗକୁ ଜନସାଧାରଣଙ୍କ
Read More...

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ଗାଁ ଗାଁରେ ଏକ୍ସରେ ଦ୍ୱାରା ଟିବି ରୋଗର ନିରାକରଣ ନିମନ୍ତେ ଚିକିତ୍ସା ସେବା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତା ୨୦୩୦ ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହି ପରିପ୍ରେକ୍ଷିରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ଟିବିରେ ଆକ୍ରାନ୍ତଙ୍କ ଚିକିତ୍ସା ସହ ନୂତନ ରୋଗୀଙ୍କୁ ଯଥା ସମ୍ଭବ ଆଗୁଆ ଚିହ୍ନଟ କରି
Read More...

ପୂର୍ବତନ ଚେୟାରମ୍ୟାନ୍‌ଙ୍କ ବାସଭବନକୁ ଠାକୁରାଣୀଙ୍କ ଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭକ୍ତବତ୍ସଳା ଲୀଳାମୟୀ ମା' ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଖୁବ୍ ଉତ୍ସବ ମୁଖର ଭାବେ ସମାହିତ ହୋଇଆସୁଅଛି । ଚଳିତ ୫ ତାରିଖରେ ଛତ୍ରପୁର ଠାକୁରାଣୀ ଯାତ୍ରା ଉଦ୍‌ଯାପିତ ହେବ ବୋଲି ଯାତ୍ରା କମିଟିର ମ୍ୟାନେଜର୍ ସି.ଏଚ୍. ଦୟାନନ୍ଦ ରେଡ୍ଡୀ
Read More...

ଆସ୍କା ଅଞ୍ଚଳରେ ୧୫ବର୍ଷୀୟ ନାବାଳିକାକୁ ଗର୍ଭବତୀ କରି ଯୁବକ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟ ନାବାଳିକାକୁ ଗର୍ଭବତୀ କରିବା ଘଟଣାର ତଦନ୍ତ କରି କମାଗଡ଼ ଗ୍ରାମର ଜଣେ ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଆସ୍କା ଥାନା ଇଲାକାର କମାଗଡ଼ ଗ୍ରାମର ଚନ୍ଦନ
Read More...

ଆଗଲପୁର ରାଣୀବନ୍ଧର ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ କରିବା ପାଇଁ ଦାବି    

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ଥିବା ରାଣୀବନ୍ଧକୁ ସରକାରୀ ସ୍ତରରୁ ଅମୃତ ସରୋବର ନାମରେ ମାନ୍ୟତା ପାଇ ଆସିଥିବା ଅନୁଦାନ ରାଶିକୁ କାର୍ଯ୍ୟରେ ଲଗାଯାଇ ଉନ୍ନତିକରଣ, ଆଲୋକୀକରଣ, ବୃକ୍ଷ ରୋପଣ, ପଥର ପେଚିଂ, ପାହାଚ ଘାଟ, ଘାସ ରୋପଣ, ମାଟି ଉନ୍ନତି ତଥା
Read More...