Browsing Category
ଦେଶ ବିଦେଶ
ବାଂଲାଦେଶ : ରେକର୍ଡ ସଂଖ୍ୟକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସରକାରଙ୍କୁ ଦେଶବ୍ୟାପୀ ଲକ୍ଡାଉନ୍ ପାଇଁ ବାଧ୍ୟ କଲା
ଢାକା : ବାଂଲାଦେଶର କୋଭିଡ -୧୯ ଯୋଗୁଁ ଗୋଟିଏ ଦିନରେ ରେକର୍ଡ ୧୬୪ ମୃତ୍ୟୁ ଏବଂ ୯,୯୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର ଜୁଲାଇ ୧୪ ପର୍ଯ୍ୟନ୍ତ ଏକ ସପ୍ତାହ ଯାଏ ଦେଶବ୍ୟାପୀ ଲକ୍ଡାଉନ୍ ପାଇଁ ଏକ ପ୍ରକାର ବାଧ୍ୟ ହୋଇଛନ୍ତି । ଅଧିକାରୀଙ୍କ ଅନୁଯାୟୀ, ଦେଶରେ କରୋନା ସଂକ୍ରମଣ ହେତୁ!-->…
Read More...
Read More...
ଆମାଜନ ସିଇଓ ପଦରୁ ଜେଫ୍ ବେଜୋସ୍ ଇସ୍ତଫା ଦେବେ ଆଜି
ନୂଆଦିଲ୍ଲୀ : ଆଜି ଆମାଜନ ସିଇଓ ପଦରୁ ଜେଫ୍ ବେଜୋସ୍ ଇସ୍ତଫା ଦେବେ । ତେବେ ଜୁଲାଇ ୫କୁ ଇସ୍ତଫା ଦେବା ପାଇଁ ବେଜୋସ୍ ବାଛିଛନ୍ତି । କାରଣ ସେ ୧୯୯୪ ମସିହା ଆଜିର ଦିନରେ ଆମାଜନ ପ୍ରତିଷ୍ଠା କରିଥିଲେ । ତେବେ ୫୭ ବର୍ଷିୟା ଜେଫ୍ ବେଜୋସ୍ ଆମାଜନ ମୁଖ୍ୟ ପଦ ଛାଡିବା ପରେ ଏକ୍ଜ୍ୟୁକିଟିଭ୍!-->…
Read More...
Read More...
ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ
ନୂଆଦିଲ୍ଲୀ : ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କ ଇସ୍ତଫା ପରେ ଉତ୍ତରାଖଣ୍ଡର ପରବର୍ତ୍ତୀ ଡୋରି କାହା ହାତରେ ରହିବ, ସେନେଇ ଖୁବ୍ ଚର୍ଚ୍ଚା ଜାରି ରହିଥିବା ବେଳେ ଗତ ୨୦୧୨ ମସିହାରୁ ଧାମି ଲଗାତର!-->…
Read More...
Read More...
ବିଶ୍ୱାସ ନହେଲେ ବି ସତ : ମେକ୍ସିକୋ ସମୁଦ୍ରରେ ନିଆଁ, ଭିଡ଼ିଓ ଭାଇରାଲ୍
ନୂଆଦିଲ୍ଲୀ : ସାଧାରଣତଃ ଜଳ ଏବଂ ନିଆଁ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ବିବେଚନା କରାଯାଇଥାଏ । କିନ୍ତୁ ଏହି ଦୁନିଆରେ କୌଣସି ବି ଅଦ୍ଭୂତ ଘଟଣା ଘଟିପାରେ । କୌଣସି ବି ଘଟଣାକୁ ଅସମ୍ଭବ ବୋଲି କୁହାଯାଇ ନପାରେ ଜଗତରେ ବୋଲି ମହାନ୍ ଦାର୍ଶନିକମାନେ ମତ ଦେଇ ଆସିଛନ୍ତି । ପୁଣି!-->…
Read More...
Read More...
କରୋନା ଭାଇରସ୍ ତୃତୀୟ ତରଙ୍ଗ କେତେ ବିପଦଜନକ : ବିଶେଷଜ୍ଞ ସମ୍ଭାବନା ପ୍ରକାଶ କଲେ
ନୂଆଦିଲ୍ଲୀ : କୋଭିଡ -୧୯ ମହାମାରୀ ମଡେଲିଂ ସହ ଜଡିତ ଏକ ସରକାରୀ କମିଟିର ବୈଜ୍ଞାନିକ କହିଛନ୍ତି ଯେ, ଯଦି କୋଭିଡ ପ୍ରୋଟୋକଲ ଯଥା କରୋନା ନିର୍ଦ୍ଦେଶାବଳୀ ଠିକ୍ ଭାବରେ ପାଳନ କରାନଯାଏ, ତେବେ କରୋନା ଭାଇରସ୍ର ତୃତୀୟ ତରଙ୍ଗ ଅକ୍ଟୋବର-ନଭେମ୍ବର ମଧ୍ୟରେ ଏହାର ଶିଖରରେ ପହଂଚିପାରେ । ଅବଶ୍ୟ!-->…
Read More...
Read More...
ଏସ୍ବିଆଇ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ସମଗ୍ର ଦେଶରେ ଆସନ୍ତାକାଲି ବନ୍ଦ ରହିବ
ନୂଆଦିଲ୍ଲୀ : ଏସ୍ବିଆଇ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ସମଗ୍ର ଦେଶରେ ଆସନ୍ତାକାଲି ବନ୍ଦ ରହିବ । ଏ ନେଇ ବ୍ୟାଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଜୁଲାଇ ୪ ତାରିଖ ଦିନ ୨ ଘଣ୍ଟା ୨୫ ମିନିଟ୍ ପର୍ଯ୍ୟନ୍ତ ଏହାର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ ହେବ!-->…
Read More...
Read More...
ଦେଶରେ କରୋନା ସଂକ୍ରମଣ କମୁଛି, ୫ ଲକ୍ଷରୁ କମ୍ ସକ୍ରିୟ ମାମଲା : ସୁସ୍ଥତା ହାର ୯୭%ରୁ ଅଧିକ
ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ଅଧିକରୁ ଅଧିକ ଦୁର୍ବଳ ହେଉଥିବା ଜଣାପଡିଛି । କରୋନା ଭୂତାଣୁ ସଂକ୍ରମଣର ହାର କ୍ରମାଗତ ଭାବରେ ହ୍ରାସ ପାଉଛି । କରୋନାରୁ ସୁସ୍ଥତା ହାର ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ କରୋନାର ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଉଛି ।!-->…
Read More...
Read More...
ଭାରତ ରତ୍ନ ଡଃ ଭୀମରାଓ ସ୍ମାରକୀ ଏବଂ ସାଂସ୍କୃତିକ କେନ୍ଦ୍ର ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା କଲେ…
ଡଃ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶକୁ ଲୋକପ୍ରିୟ କରିବ ଏହି କେନ୍ଦ୍ର : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ସମ୍ମାନୀୟ ଡଃ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶକୁ ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ କରିବାରେ ନେତୃତ୍ୱ ନେଇଥିବାରୁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ!-->!-->!-->…
Read More...
Read More...
ସିର୍ମାଉର ଦୁର୍ଘଟଣାରେ ମୃତକଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ଶୋକ : ଅନୁକମ୍ପା ରାଶି ଘୋଷଣା
ନୂଆଦିଲ୍ଲୀ, (ପିଆଇବି) : ହିମାଚଳ ପ୍ରଦେଶର ସିର୍ମାଉର ଦୁର୍ଘଟଣାରେ ମୃତକଙ୍କ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ୨!-->…
Read More...
Read More...
ଜୁଲାଇ ପହିଲାରେ ‘ଡିଜିଟାଲ ଇଣ୍ଡିଆ’ ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ‘ଡିଜିଟାଲ ଇଣ୍ଡିଆ’ର ହିତାଧିକାରୀଙ୍କ ସହିତ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ଜୁଲାଇ ୧ ତାରିଖ, ୨୦୧୫ରେ ‘ଡିଜିଟାଲ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଥିଲେ ।!-->…
Read More...
Read More...