Browsing Category

ଦେଶ ବିଦେଶ

ନୀରଜ ଜିତିଲେ ସ୍ୱର୍ଣ୍ଣ ପଦକ, ୧୦୦ ବର୍ଷ ପରେ ଆଥଲେଟିକ୍ସରେ ଭାରତକୁ ମିଳିଲା ଏହି ସଫଳତା

ଟୋକିଓ : ନୀରଜ ଜିତିଲେ ସ୍ୱର୍ଣ୍ଣ ପଦକ । ଗୋଟିଏ ଦିନରେ ଭାରତକୁ ମିଳିଲା ଡବଲ ମେଡାଲ । ଟୋକିଓରେ ଭାରତୀୟ ଖେଳାଳି ନୀରଜ ଚୋପ୍ରା କମାଲ୍‌ ଦେଖାଇଛନ୍ତି । ଜାଭେଲିନରେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ବାଜିମାତ୍‌ କରିଛନ୍ତି ହରିଆଣାର ପାନିପତ ନିକଟସ୍ଥ
Read More...

ମଧ୍ୟପ୍ରଦେଶ ମନ୍ତ୍ରୀଙ୍କ ଘୋଷଣା : ତାଙ୍କ ପିଲାମାନେ ସଂରକ୍ଷଣର ଲାଭ ଉଠାଇବେ ନାହିଁ

ଭୋପାଳ : ମଧ୍ୟପ୍ରଦେଶ ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ରାମଖିଲାବନ ପଟେଲ ଘୋଷଣା କରିଛନ୍ତି ଯେ, ତାଙ୍କ ପିଲାମାନେ ଓବିସି ସଂରକ୍ଷଣର ଲାଭ ଉଠାଇବେ ନାହିଁ। ଭୋପାଳରେ ପାର୍ଟି କାର୍ୟ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ
Read More...

୧୧ ବର୍ଷ ଧରି ଯୁବତୀ ବଳାତ୍କାରର ଶିକାର ହୋଇ ଆସୁଥିଲେ : ଏବେ ଦୁବାଇରେ ବିକ୍ରୟ ପାଇଁ ପ୍ରସ୍ତୁତି ଚାଲିଥିଲା

ଚଣ୍ଡିଗଡ଼ : ୧୧ ବର୍ଷ ଧରି ଜଣେ ଯୁବତୀ ବଳାତ୍କାରର ଶିକାର ହୋଇ ଆସୁଥିଲେ । ଭୟ ହେତୁ ସହ୍ୟ କରିଥିଲେ ସବୁ ନିର୍ଯ୍ୟାତନା । ଏବେ ଅଭିଯୁକ୍ତ ତାଙ୍କୁ ଦୁବାଇରେ ବିକ୍ରୟ କରିବାକୁ ପ୍ରସ୍ତୁତି ଚଳାଇଥିଲେ । କୌଣସି ପ୍ରକାରେ ସେମାନଙ୍କ କବଳରୁ ମୁକ୍ତ ହୋଇ ପୀଡିତା ପୋଲିସ ପାଖରେ ପହଞ୍ଚିଥିଲେ ।
Read More...

ଟୋକିଓ ଅଲିମ୍ପିକ୍ସରେ ୧୦୦ ମିଟର ଦୌଡରେ ସପ୍ତମ ସ୍ଥାନରେ ରହିଲେ ଦୂତି

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ୧୦୦ ମିଟର ଦୌଡରେ ସପ୍ତମ ସ୍ଥାନରେ ରହିଛନ୍ତି ଓଡ଼ିଶା ଧାବିକା ଦୂତି ଚାନ୍ଦ । ୧୧.୫୪ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଛନ୍ତି ଦୂତୀ ଚାନ୍ଦ । ଫଳରେ ତାଙ୍କ ୨ୟ ରାଉଣ୍ଡକୁ ଯିବାର ଆଶା ବିଫଳ ହୋଇଥିବା ବେଳେ ପ୍ରଥମ ସ୍ଥାନରେ ଜାମାଇକାର ଏସ. ଫ୍ରେସର ରହିଛନ୍ତି
Read More...

ବରିଷ୍ଠ ଓଡ଼ିଆ ଆଇପିଏସ୍‌ ଅଧିକାରୀ ସତ୍ୟନାରାୟଣଙ୍କୁ ଏନ୍‌ସିବି ଡିଜି ଭାବେ ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ : ବରିଷ୍ଠ ଓଡ଼ିଆ ଆଇପିଏସ୍‌ ଅଧିକାରୀ ତଥା ଏନ୍‌ଡିଆର୍‌ଏଫ୍‌ର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନଙ୍କୁ ଏନ୍‌ସିବି ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଶ୍ରୀ ପ୍ରଧାନ ଉଭୟ ଏନ୍‌ଡିଆର୍‌ଏଫ୍‌ ଓ ଏନ୍‌ସିବିର ଡିଜି ରୂପେ ଗୁରୁ ଦାୟିତ୍ୱ ତୁଲାଇବେ । ଶ୍ରୀ ପ୍ରଧାନ ୧୯୮୮
Read More...

ମୀରାବାଇ ଚାନୁଙ୍କୁ ତାଙ୍କ ପ୍ରିୟ ହିରୋ ସଲମାନ ଖାନ ଜଣାଇଲେ ବିଜୟ ପାଇଁ ଅଭିନନ୍ଦନ : କହିଲେ, ଆପଣ ତ’ ପ୍ରକୃତ…

ମୁମ୍ବାଇ : ଜାତୀୟ ଭାରୋତ୍ତୋଳନକାରୀ ସାଇଖୋମ ମୀରାବାଇ ଚାନୁ ୨୦୨୦ ଗ୍ରୀଷ୍ମ ଅଲିମ୍ପିକ୍ସର ପ୍ରଥମ ଦିନରେ ପଦକ ଜିତି ଭାରତକୁ ଗର୍ବିତ କରିଛନ୍ତି । ଟୋକିଓରେ ଅନୁଷ୍ଠିତ ମେଗା-ସ୍ପୋର୍ଟସ ଫେଷ୍ଟରେ ଭାରତର ପଦକ ଖାତା ଖୋଲି ୨୬ ବର୍ଷୀୟା ମହିଳା ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ।
Read More...

ଅଧିକୃତ ପିଓକେ ଅଂଚଳକୁ ପାକିସ୍ତାନ ଖାଲି କରିବା ଉଚିତ : ବୈଦେଶିକ ମନ୍ତ୍ରଣାଳୟର କଡ଼ା ମନ୍ତବ୍ୟ

ନୂଆଦିଲ୍ଲୀ : ପାକିସ୍ତାନର ବେଆଇନ ଭାବେ ଦଖଲ ହୋଇଥିବା କାଶ୍ମୀରରେ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦୃଢ଼ ମନ୍ତବ୍ୟ ଦେଇଛି । ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ଖୋଲାଖୋଲି ଭାବେ ପାକିସ୍ତାନକୁ କହିଛି ଯେ, ପିଓକେ ଅଞ୍ଚଳରେ
Read More...

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଷ୍ଟାର ବକ୍ସର ମେରିକମ୍ ପରାଜିତ

ଟୋକିଓ : ଭାରତୀୟ ଷ୍ଟାର ବକ୍ସର ମେରିକମ୍ ପରାଜିତ ହୋଇଥିବା ଜଣାପଡିଛି । ପ୍ରି କ୍ୱାଟର ଫାଇନାଲରେ ମେରିକମଙ୍କୁ କଲମ୍ବିଆର ଇନଗ୍ରୀଟ ଭାଲେନସିୟା ୨-୩ ରେ ପରାଜିତ କରିଛନ୍ତି । ଏହା ମେରିକମଙ୍କ କ୍ୟାରିଅରର ଶେଷ ଅଲମ୍ପିକ ଥିଲା ।
Read More...

ପଶ୍ଚିମବଙ୍ଗରେ ଅଗଷ୍ଟ ୧୫ ଯାଏ ବଢିଲା ଲକ୍‌ଡାଉନ୍‌

କୋଲକାତା : ପଶ୍ଚିମବଙ୍ଗରେ ଅଗଷ୍ଟ ୧୫ ଯାଏ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟ ସରକାର ରାଜ୍ୟରେ କୋଭିଡ୍‌ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଥିବା ବେଳେ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
Read More...

ଜମ୍ମୁ-କାଶ୍ମୀରରେ ଘନଘୋର ବର୍ଷା : ୫ ମୃତ, ୪୦ ନିଖୋଜ ସୂଚନା

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ଘନଘୋର ବର୍ଷା ଯୋଗୁଁ ଭୂସ୍ଖଳନ ହେବା ସହ ବିଭିନ୍ନ ସ୍ଥାନରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୁଧବାର କିଶତ୍ୱର ଜିଲାର ଗୁଲବର୍ଗ ଅଞ୍ଚଳର ଏକ ଗାଁରେ ପ୍ରଚଂଡ଼ ବର୍ଷା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ନିଖୋଜ ହୋଇଥିବା ସୂଚନା
Read More...