Browsing Category
ଦେଶ ବିଦେଶ
ମୌସୁମୀ ଅଧିବେଶନ : ବିରୋଧୀ ଦଳର ସାଂସଦମାନେ ଲୋକସଭାରେ ପାମ୍ପଲେଟ୍ ଉଡ଼ାଇଲେ, ପେଗାସସ୍ ପ୍ରସଙ୍ଗକୁ ନେଇ ଉତ୍ତେଜନା
ନୂଆଦିଲ୍ଲୀ : ଆଜି ସଂସଦର ମୌସୁମୀ ଅଧିବେଶନର ଅଷ୍ଟମ ଦିନ । ଆଜି ବି ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳର ସାଂସଦଙ୍କ ହଂଗାମା ଜାରି ରହିଛି । ପେଗାସସ୍ ଗୁପ୍ତଚର ଦୁର୍ନୀତି, କରୋନାର ଦୁଃଖଦ ପ୍ରସଙ୍ଗରେ ବିରୋଧୀଙ୍କ ଆଭିମୁଖ୍ୟ ତୀକ୍ଷ୍ଣ ରୂପ ନେଇଛି । ଏଥି ସହିତ କଂଗ୍ରେସ ସମେତ ୧୪ ଟି ବିରୋଧୀ!-->…
Read More...
Read More...
ସ୍ୱାମୀଙ୍କ ହତ୍ୟାକାରୀଙ୍କ ସହିତ ବିବାହ କଲେ, ପରେ ଚଳଚ୍ଚିତ୍ର ଷ୍ଟାଇଲ୍ରେ ପ୍ରତିଶୋଧ ନେଲେ
ଇସ୍ଲାମାବାଦ : ପ୍ରତିଶୋଧ ନେବା ପାଇଁ ସ୍ୱାମୀଙ୍କ ହତ୍ୟାକାରୀକୁ ଜଣେ ମହିଳା ବିବାହ କରି ଏପରି କିଛି କରିଛନ୍ତି, ଯାହାକୁ ଲୋକେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପ୍ରତିଶୋଧ ନେବାକୁ ହିିଁ ମହିଳା ଜଣକ ଏପରି ଜାଲ ବୁଣିଥିଲେ । ସେ ତିନି ବର୍ଷ ଧରି ସ୍ୱାମୀଙ୍କ ହତ୍ୟାକାରୀଙ୍କଠାରୁ ପ୍ରତିଶୋଧ!-->…
Read More...
Read More...
ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଲୋକଙ୍କୁ ନକଲି ପୋଲିସ୍ ନୋଟିସ୍ ପଠାଇ ଠକେଇ : ଧରାପଡ଼ିଲା ଗ୍ୟାଙ୍ଗ୍
ନୂଆଦିଲ୍ଲୀ : ଦେଶରେ ଗୁପ୍ତରେ ଇଣ୍ଟରନେଟରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଲୋକଙ୍କ ସଂଖ୍ୟା ବହୁତ । ଏଭଳି ପରିସ୍ଥିତିରେ ଅନେକ ଗ୍ୟାଙ୍ଗ ଇଣ୍ଟରନେଟରେ ସକ୍ରିୟ ଅଛନ୍ତି, ଯେଉଁମାନେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଲୋକଙ୍କୁ ପ୍ରତାରଣା କରନ୍ତି । ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏହି ଠକେଇ!-->…
Read More...
Read More...
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩,୬୫୪ ନୂତନ କରୋନା ସଂକ୍ରମଣ ଚିହ୍ନଟ : ୬୪୦ଜଣ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ
ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩,୬୫୪ ନୂତନ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଓ ୬୪୦ଜଣ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୧୪,୮୪,୬୦୫ ଓ ମୃତ୍ୟୁସଂଖ୍ୟା ୪,୨୨,୦୨୨ରେ ପହଞ୍ଚିଛି!-->…
Read More...
Read More...
ବାସଭରାଜ ବୋମ୍ମାଇ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ : କର୍ଣ୍ଣାଟକ ବିଜେପି ବିଧାନସଭା ଦଳ ମଙ୍ଗଳବାର ଦିନ ବାସଭାରାଜ ବୋମ୍ମାଇଙ୍କୁ ନୂତନ ନେତା ଭାବରେ ମନୋନୀତ କରିଛି ଏବଂ ସେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହେବେ । କିଛି ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶ୍ରୀ ବୋମ୍ମାଇ ବିଦାୟୀ ମୁଖ୍ୟମନ୍ତ୍ରୀ ବି.ଏସ୍!-->…
Read More...
Read More...
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର : ଏହି ରାଜ୍ୟରେ ମହଙ୍ଗା ଭତ୍ତା ବଢ଼ିଲା
ରାଞ୍ଚି : ଝାଡଖଣ୍ଡର ହେମନ୍ତ ସୋରେନ୍ ସରକାର ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଇଛନ୍ତି । ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଚଳିତ ବର୍ଷ ଜୁଲାଇ ୧ରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିବାକୁ!-->…
Read More...
Read More...
ପ୍ରେମିକ ସହିତ ମିଶି ହତ୍ୟା କଲେ ସ୍ୱାମୀଙ୍କୁ, ପୁଣି ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ପୋଲିସ ଷ୍ଟେସନରେ…
ପାଟନା : ଜଣେ ବିବାହିତା ମହିଳା ନିଜ ପ୍ରେମିକ ସହ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପରେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ପୋଲିସ ଷ୍ଟେସନକୁ ଯାଇ ପହଂଚିଥିବା ଭଳି ଏକ ଅମାନବୀୟ ଖବର ଆସିଛି । ପୁରା ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ପ୍ରେମ!-->…
Read More...
Read More...
ଆଜି କାର୍ଗିଲ ବିଜୟ ଦିବସ : ଭାରତୀୟ ଯବାନଙ୍କୁ ସଲାମ୍
ନୂଆଦିଲ୍ଲୀ : ଭାରତୀୟ ସେନାର ମୁହୁଁତୋଡ଼ ଜବାବ୍ ସାମ୍ନାରେ ପାକିସ୍ତାନ ଭୟଭୀତ ହୋଇ ପଡ଼ିଥିଲା ସେତେବେଳେ । ପାକିସ୍ତାନର ମନ୍ଦ ଚକ୍ରାନ୍ତ ସବୁ ବିଫଳ ହୋଇଥିଲା । ଛତ୍ରଭଂଗ ଦେଇଥିଲା ପାକିସ୍ତାନୀ ସେନା ।
ଆଜି ୨୨ତମ କାରଗିଲ ବିଜୟ ଦିବସ । ବର୍ଷ ୧୯୯୯ ମାର୍ଚ୍ଚ ୩ ତାରିଖରେ କାରଗିଲ!-->!-->!-->…
Read More...
Read More...
ବୋହୂଙ୍କୁ ଏସିଡ୍ ପିଇବାକୁ ଶାଶୁ ବାଧ୍ୟ କରିଥିବା ଅଭିଯୋଗ : ମହିଳା ଆୟୋଗଙ୍କ ହସ୍ତକ୍ଷେପ ପରେ ୬ ମାସ ପରେ ଶାଶୁଙ୍କ…
ନୂଆଦିଲ୍ଲୀ : ଦିଲ୍ଲୀ ମହିଳା ଆୟୋଗ(ଡିସିଡବ୍ଲ୍ୟୁ) ଗୁରୁବାର ଦିନ କହିଛି ଯେ, ଦିଲ୍ଲୀର କିରାଡ଼ିରେ ରହୁଥିବା ଜଣେ ମହିଳା ଚଳିତ ବର୍ଷ ଜାନୁଆରୀ ମାସରେ ତାଙ୍କ ଶାଶୁଙ୍କ ତାଗିଦ୍ ଦ୍ୱାରା ଏସିଡ୍ ପିଇବାକୁ ବାଧ୍ୟ ହୋଇଥିଲେ ଏବଂ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଏକ ସରକାରୀ ଡାକ୍ତରଖାନାରେ!-->…
Read More...
Read More...
କରୋନା ସଂକ୍ରମଣ କ୍ଷେତ୍ରରେ ଅସ୍ଥିରତା ଜାରି : ୨୪ ଘଣ୍ଟାରେ ୪୦,୨୮୪ ନୂତନ ରୋଗୀ ଚିହ୍ନଟ, ୫୪୨ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦,୨୮୪ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ସଂକ୍ରମଣ ହେତୁ ୫୪୨ ଜଣ ଲୋକ ପ୍ରାଣ ହରାଇଛନ୍ତି । କରୋନା ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ପୁଣି ଥରେ କଠୋର ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ଏହା ସହିତ ଦେଶରେ କରୋନା!-->…
Read More...
Read More...