Browsing Category

ଦେଶ ବିଦେଶ

ଆଫଗାନିସ୍ତାନରେ ନିଜ ନାଗରିକଙ୍କୁ ସଜାଗ ରହିବାକୁ କହିଲା ଭାରତ : ଆଡ଼ଭାଇଜରି ଜାରି

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଉଦ୍‌ବେଗଜନକ ଅସୁରକ୍ଷିତ ପରିସ୍ଥିତି ପରେ ଭାରତ ଶନିବାର ଦିନ ଆଫଗାନିସ୍ତାନରେ ରହୁଥିବା ନିଜ ନାଗରିକମାନଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ କହିଛି ଏବଂ ଅପହରଣ ହେବାର ଆଶଙ୍କା ରହିଛି ବୋଲି ଚେତାବନୀ ଦେଇଛି । ଏକ ନୂତନ ଆଡ଼ଭାଇଜରିରେ ଭାରତୀୟ ଦୂତାବାସ
Read More...

ପ୍ରେମର ଦୁଃଖଦ ପରିଣତି : ପ୍ରେମିକାଙ୍କ ଆତ୍ମହତ୍ୟା ପରେ ପ୍ରେମିକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ

ଇନ୍ଦୋର : ଇନ୍ଦୋରରେ ପ୍ରେମିକ-ପ୍ରେମିକା ଶେଷରେ ମୃତ୍ୟୁକୁ ଆପଣେଇ ନେଲେ। ନାନା ବିବାଦ ମଧ୍ୟରେ ପ୍ରେମିକା ଜଣକ ନିଜକୁ ଟାଙ୍ଗି ଆତ୍ମହତ୍ୟା କରିଥିବା ବେଳେ ପରଦିନ ପ୍ରେମିକାଙ୍କ ମୃତ୍ୟୁ ଖବର ଶୁଣି ପ୍ରେମିକ ମଧ୍ୟ ଟ୍ରେନ ଆଗରେ ଡେଇଁ ପଡି ଆତ୍ମହତ୍ୟା କରିଥିଲେ । ତେବେ ପୋଲିସ ଏକ ମାମଲା
Read More...

ଟୋକିଓ ଅଲିମ୍ପିକ୍ସ୍‌ରେ ରୌପ୍ୟ ପଦକ ହାସଲ କଲେ ମୀରାବାଈ ଚାନୁ

ଟୋକିଓ : ଟୋକିଓ ଅଲିମ୍ପିକ୍ସ୍ ୨୦୨୦ର ପ୍ରଥମ ଦିବସରେ ମହିଳା ୪୯ କିଲୋ ଭାରତ୍ତୋଳନ ପ୍ରତିଯୋଗିତାରେ ଶନିବାର ଦିନ ରୌପ୍ୟ ପଦକ ହାସଲ କରିଛନ୍ତି ମୀରାବାଈ ଚାନୁ । ଭାରତ ପାଇଁ ଅଲିମ୍ପିକ୍ସ୍‌ ପଦକ ହାସଲ କରିବାରେ କର୍ଣ୍ଣାମ୍‌ ମାଲ୍ଲେଶ୍ୱରୀଙ୍କ ପରେ ଚାନୁ ହେଉଛନ୍ତି ଦ୍ୱିତୀୟ ।
Read More...

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍‌ ନ୍ୟୁଜିଲାଣ୍ଡକୁ ହରାଇଲା ୩-୨ରେ

ଟୋକିଓ : ଦ୍ୱିତୀୟ ଦିନରୁ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଦଳ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍‌ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ହରାଇଛି । ଦଳ ପକ୍ଷରୁ ହରମନପ୍ରୀତ ସିଂ ଦୁଇଟି ଗୋଲ ଦେଇଥିବା ବେଳେ ଗୋଟିଏ ସମୟରେ ଭାରତ ୩-୧ରେ ଆଗୁଆ ଥିଲା । ତେବେ ତୃତୀୟ
Read More...

ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୩୫,୩୪୨ କରୋନା ଆକ୍ରାନ୍ତ ଚିହ୍ନଟ : ୪୮୩ମୃତ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫,୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୩ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୨,୯୩,୦୬୨ରେ ପହଞ୍ଚିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୪,୧୯,୪୭୦ରେ
Read More...

ଚୀନରେ ଭୟଙ୍କର ବନ୍ୟା

ବେଜିଂ : ଚୀନରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ହୋଇଥିବା ଖବର ମଳିଛି । ତେବେ ଏଠାରେ ଏତେ ବର୍ଷା ହୋଇଛି ଯେ ତାହାକୁ ଗତ ୧ ହଜାର ବର୍ଷରେ ସର୍ବାଧିକ ବର୍ଷା ବୋଲି କୁହାଯାଉଛି । ରେକର୍ଡ ୪୫୭.୫ ମିଲିମିଟର ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଚୀନରେ ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି
Read More...

ପୁଅ ସହିତ ଅଶ୍ଳୀଳ ନୃତ୍ୟ କରିବା ମହଙ୍ଗା ପଡ଼ିଲା, ଭିଡିଓ ଭାଇରାଲ ହେବା ପରେ ମହିଳା ଆୟୋଗ ଏଫ୍ଆଇଆର୍ ଦାବୀ କଲା

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିବାକୁ ଯାଇ ଜଣେ ମହିଳା ଲଜ୍ଜାଜନକ ଭାବରେ ସମସ୍ତ ସୀମା ଅତିକ୍ରମ କରିଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କିଛି ଭିଡିଓରେ ନିଜ ନାବାଳକ ପୁଅ ସହିତ ମହିଳା ଜଣକ ଅଶ୍ଳୀଳ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି ।
Read More...

ହଠାତ୍ କୂଅରୁ ବାହାରିଲା ଗରମ ପାଣି : ତଦନ୍ତ ପାଇଁ ନମୁନା ପଠାଇଲା ପ୍ରଶାସନ

ବୁଲଢ଼ାଣା : ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାର ଏକ କୂଅରୁ ଗରମ ପାଣି ବାହାରିବା ଘଟଣା ସାମ୍ନାକୁ ଆସିଛି । ସେବେଠାରୁ କୂଅ ଏବଂ ଏହାର ମାଲିକ ଏକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଲୋକମାନେ କୂଅର ପାଣି ବାହାର କରି ନିଜ ହାତରେ ଛୁଇଁବା ପାଇଁ ଭିଡ଼ ଜମାଉଥିବା ଲକ୍ଷ୍ୟ କରାଯାଉଛି ।
Read More...

ମମତା ବାନାର୍ଜୀ ଗର୍ଜିଲେ : ବିଜେପି ହଟାଓ, ଦେଶ ବଚାଓ

କୋଲକାତା : ବୁଧବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀ 'ବିଜେପି ହଟାଓ, ଦେଶ ବଚାଓ' ସ୍ଲୋଗାନ ଦେଇ ସମସ୍ତ ବିରୋଧୀ ଦଳଙ୍କୁ ଏକଜୁଟ ହେବାକୁ ନିବେଦନ କରିଛନ୍ତି । ବିଧାନସଭା ନିର୍ବାଚନ ପରେ ତାଙ୍କର ପ୍ରଥମ ରାଲିରେ ସେ କୋଭିଡ ପରିଚାଳନାରେ
Read More...

ପାକିସ୍ତାନରେ ପୂର୍ବତନ କୂଟନୀତିଜ୍ଞଙ୍କ ଝିଅଙ୍କୁ ନିର୍ମମ ହତ୍ୟା

ଇସ୍‌ଲାମାବାଦ : ମଙ୍ଗଳବାର ଦିନ ପାକିସ୍ତାନରେ ପୂର୍ବତନ କୂଟନୀତିଜ୍ଞଙ୍କ ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଖବର ଅନୁଯାୟୀ ଦକ୍ଷିଣ କୋରିଆରେ ପାକିସ୍ତାନର ରାଷ୍ଟ୍ରଦୂତ ରହିଥିବା ଶୌକତ ମୁକାଦମଙ୍କ ଝିଅ ନୁର ମୁକାଦମଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଛି । ହତ୍ୟାକାରୀ ପ୍ରଥମେ
Read More...