Browsing Category

ଦେଶ ବିଦେଶ

ନୂଆ କୃଷି ନିୟମକୁ ବିରୋଧ କରୁଥିବା କୃଷକମାନେ ଆଜି ଠାରୁ ଜନ୍ତର ମନ୍ତର୍‌ରେ ଆନ୍ଦୋଳନ ଆରମ୍ଭ କରିବେ

ନୂଆଦିଲ୍ଲୀ : କେନ୍ଦ୍ରର ୩ଟି କୃଷି ନିୟମକୁ ବିରୋଧ କରୁଥିବା କୃଷକମାନେ ଆଜି ଠାରୁ ଜନ୍ତର ମନ୍ତରରେ ଆନ୍ଦୋଳନ ଆରମ୍ଭ କରିବେ । ଅଗଷ୍ଟ ୯ ପର୍ଯ୍ୟନ୍ତ ସର୍ବାଧିକ ୨୦୦ କୃଷକଙ୍କ ଦ୍ୱାରା ପ୍ରଦର୍ଶନ ପାଇଁ ଦିଲ୍ଲୀ ଉପ ରାଜ୍ୟପାଳ ଅନିଲ ବୈଜଲ ଅନୁମତି ଦେଇଛନ୍ତି । ଦିଲ୍ଲୀ ପୋଲିସ ସୂତ୍ରରୁ ପ୍ରକାଶ
Read More...

ୟୁପିର ୧୪ଟି ସହରରେ ୭୦୦ ବୈଦ୍ୟୁତିକ ବସ୍ ଚାଲିବ

ଲଖନଉ : ବୃଦ୍ଧି ପାଉଥିବା ପ୍ରଦୂଷଣକୁ ହ୍ରାସ କରିବା ଏବଂ ପରିବେଶର ଉନ୍ନତି ପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାର ୧୪ଟି ସହରରେ ବୈଦ୍ୟୁତିକ ବସ୍ ଚଳାଇବାକୁ ଯାଉଛନ୍ତି । ରାଜ୍ୟବାସୀଙ୍କୁ ଆରାମଦାୟକ ତଥା ଶସ୍ତା ଭ୍ରମଣ ସୁବିଧା ଯୋଗାଇବା ପାଇଁ ଏହି ବସ୍ ଗୁଡିକର ଭଡା ସାଧାରଣ ବସ୍ ସହିତ ସମାନ
Read More...

ଜାମ୍ମୁ କାଶ୍ମୀରର ଶୋପିଆନରେ ଦୁଇ ଜଣ ଲସ୍କର ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଦୁଇଜଣ ଲସ୍କର-ଏ-ତାଇବା ଆତଙ୍କବାଦୀ ନିହତ ହୋଇଛନ୍ତି । ସୁରକ୍ଷା ବାହିନୀ ହାତରେ ଏହା ଏକ ବଡ ସଫଳତା । ଖବର ଅନୁଯାୟୀ, ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ
Read More...

ଯଦି ଏହି ଟିକା ବାହୁ ଉପରେ ପ୍ରୟୋଗ କରାଯାଏ, ତେବେ ଆପଣ ବାହୁବଲୀ ହୋଇଯିବେ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଜି ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମରେ ମତ ରଖିଛନ୍ତି । ଏହି ସମୟରେ ସେ ଦେଶର ସମସ୍ତ ଲୋକଙ୍କୁ ଗଣମାଧ୍ୟମ କର୍ମଚାରୀଙ୍କ ସମେତ କରୋନା ଟିକା ନେବାକୁ ଅନୁରୋଧ କରିଥିଲେ । ପିଏମ ମୋଦୀ କହିଛନ୍ତି ଯେ, ଯଦି ଏହି ଟିକା ବାହୁ
Read More...

ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଅନେକ ଅଂଚଳରେ ବନ୍ୟା ପରି ପରିସ୍ଥିତି : ଅନେକ ରେଳ ଲାଇନ ବି ଅଚଳ

ମୁମ୍ବାଇ : ମୁମ୍ବାଇରେ ପ୍ରବଳ ବର୍ଷା ସାଧାରଣ ଜୀବନକୁ ବହୁତ ପ୍ରଭାବିତ କରିଛି । ମୁମ୍ବାଇର ତଳି ଅଂଚଳରେ ରହୁଥିବା ଲୋକେ ଘୋର୍‌ ବର୍ଷା ଯୋଗୁଁ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶନିବାର ରାତି ସାରା ମାୟାନାଗରୀ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା । ଯେଉଁଥିପାଇଁ ଅନେକ ତଳି ଅଂଚଳରେ
Read More...

ଦେଶରେ ଗତ ୨୪ ଘଣ୍ଟାରେ ୪୧୮୦୬ ଆକ୍ରାନ୍ତ ଚିହ୍ନଟ : ୫୮୧ ମୃତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୪୧୮୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ୫୮୧ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୯ ଲକ୍ଷ ୮୭ ହଜାର ୮୮୦ରେ ପହଞ୍ଚିଛି । ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୪
Read More...

ପି. ଚିଦାମ୍ବରମ୍ ସରକାରଙ୍କ ଉପରେ ଅଭିଯୋଗ କରିଛନ୍ତି, କହିଛନ୍ତି – କେନ୍ଦ୍ରର ଭୁଲ ନୀତି ଯୋଗୁଁ ମହଙ୍ଗା ବଢ଼ିଛି

ନୂଆଦିଲ୍ଲୀ : ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ୍ ମଙ୍ଗଳବାର କହିଛନ୍ତି ଯେ, କେବଳ କେନ୍ଦ୍ର ସରକାରଙ୍କ ଭୁଲ ନୀତି ଏବଂ ଏହାର ଅର୍ଥନୀତିର ଅବ୍ୟବସ୍ଥା ଯୋଗୁଁ ଦେଶରେ ମହଙ୍ଗା ବୃଦ୍ଧି ପାଉଛି । ପୂର୍ବତନ ଅର୍ଥମନ୍ତ୍ରୀ ତୁରନ୍ତ ପେଟ୍ରୋଲ, ଡିଜେଲ ଏବଂ
Read More...

ଦଳିତ ଯୁବକଙ୍କୁ ଗଛରେ ବାନ୍ଧି ଅମାନୁଷିକ ନିର୍ଯ୍ୟାତନା : ୟୁପି ସରକାରଙ୍କୁ ଏନ୍‌ସିଏସ୍‌ସି ନୋଟିସ୍

ଲଖ୍‌ନଉ : ଉତ୍ତରପ୍ରଦେଶର କାନପୁର ଦେହାତ ଜିଲ୍ଲା ଅନ୍ତର୍ଗତ ଆକବରପୁର ଅଞ୍ଚଳର ଏକ ଗାଁରେ ଜଣେ ଦଳିତଙ୍କୁ କେବଳ ଗଛରେ ବାନ୍ଧି ପିଟାଯାଇ ନଥିଲା, ବରଂ ତାଙ୍କୁ ଅମାନୁଷିକ ନିର୍ଯ୍ୟାତନା ମଧ୍ୟ ଦିଆଯାଇଥିଲା । ଏହାକୁ କଡାକଡି ଭାବେ ଗ୍ରହଣ କରି ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ ଏହାର ଅଧ୍ୟକ୍ଷ
Read More...

ଇରାକରେ ମର୍ମନ୍ତୁଦ ଦୁର୍ଘଟଣା : ନାସିରିଆ ସହରର କୋଭିଡ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡରେ ୪୪ ଜଣଙ୍କର ମୃତ୍ୟୁ ଓ ୬୭…

ଇରାକ : ସୋମବାର ଇରାକର ଦକ୍ଷିଣ ସହର ନାସିରିଆର ଅଲ-ହୁସେନ୍‌ କୋଭିଡ ହସ୍ପିଟାଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ୪୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୭ ଜଣ ଆହତ ହୋଇଛନ୍ତି । ନିଆଁକୁ ଆୟତ୍ତ କରାଯାଇଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି
Read More...

ଶେର ବାହାଦୂର ଦେଉବା ନେପାଳର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ନେପାଳର ସର୍ବୋଚ୍ଚ ଅଦାଲତ ଦୁଇ ଦିନ ମଧ୍ୟରେ ନେପାଳ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବା ପାଇଁ ସୋମବାର ଆଦେଶ ଦେଇଛନ୍ତି । ଏହା ସହ ନେପାଳର ସର୍ବୋଚ୍ଚ ଅଦାଲତ ୫ମାସ ମଧ୍ୟରେ ଦ୍ଵିତୀୟ ଥର ଭାଙ୍ଗିଥିବା ଲୋକସଭାକୁ ପୁନଃ
Read More...