Browsing Category
ଦେଶ ବିଦେଶ
ତାଲିବାନ ଚଢ଼ଉ କଲା ଆଫଗାନିସ୍ତାନର ୨ଟି ସହରରେ ଥିବା ଭାରତୀୟ ଦୂତାବାସରେ : ବ୍ୟାପକ ଭଙ୍ଗାରୁଜା
ଆଫଗାନିସ୍ତାନ : ତାଲିବାନ ଚଢ଼ଉ କରିଛି ଆଫଗାନିସ୍ତାନର ୨ଟି ସହରରେ ଥିବା ଭାରତୀୟ ଦୂତାବାସରେ । ଏହା ସହ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛି । କାନ୍ଦାହାର ଏବଂ ହେରାତ ସ୍ଥିତ ଭାରତୀୟ ଦୂତାବାସ ବନ୍ଦ ଥିବା ବେଳେ ତାଲିବାନ ଆତଙ୍କବାଦୀ ତାଲା ଭାଙ୍ଗି ପଶିଥିଲେ ଏବଂ କୌଣସି ଦସ୍ତାବିଜ ଅଛି କି!-->…
Read More...
Read More...
ଜମ୍ମୁ କଶ୍ମୀରରେ ପୁଣି ଆତଙ୍କୀ-ସୁରକ୍ଷାକର୍ମୀ ମୁହଁମୁହିଁ : ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ଟଳିଲେ
ଶ୍ରୀନଗର : ଜମ୍ମୁ କଶ୍ମୀରରେ ପୁଣି ଆତଙ୍କୀ-ସୁରକ୍ଷାକର୍ମୀ ମୁହଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ । ଅବନ୍ତିପୁରାର ନାଗବେରନ୍ ତ୍ରାଲ ଅଞ୍ଚଳର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିବା ବେଳେ ସୁରକ୍ଷାକର୍ମୀ ଗୁଳିରେ ୩ ଜଣ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ!-->…
Read More...
Read More...
ମହାରାଷ୍ଟ୍ରର ୧୪ ବର୍ଷର ଝିଅ ଦୀକ୍ଷା ପାଇବେ ‘ନାସା’ ଫେଲୋସିପ୍
ମହାରାଷ୍ଟ୍ର : ମହାରାଷ୍ଟ୍ରର ୧୪ ବର୍ଷର ଝିଅ ଦୀକ୍ଷା ସିନ୍ଦେ ପାଇବେ 'ନାସା' ଫେଲୋସିପ୍ । ତେବେ ସେ 'ବ୍ଲାକ୍ ହୋଲ୍ ଆଣ୍ଡ ଗଡ୍' ଉପରେ ଏକ ସିଦ୍ଧାନ୍ତ ଲେଖି ଦେଶର ନାମ ଉଜ୍ୱଳ କରିଛନ୍ତି । ଦୀକ୍ଷାଙ୍କୁ ଆମେରିକାର ଗବେଷଣା କେନ୍ଦ୍ର 'ନାସା' 'ଏମ୍ଏସ୍ଆଇ ଫେଲୋସିପ୍ ଭର୍ଚୁଆଲ!-->…
Read More...
Read More...
ବିଦ୍ୟାଳୟ ଖୋଲିବା ପୂର୍ବରୁ ସତର୍କ ଘଣ୍ଟି : ଅନେକ ରାଜ୍ୟରେ ପିଲାମାନେ କରୋନା ପଜିଟିଭ୍ ହେଉଛନ୍ତି
ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣର ମନ୍ଥରତା ଦେଖି ରାଜ୍ୟଗୁଡ଼ିକ ବିଦ୍ୟାଳୟ ଖୋଲିବା ଆରମ୍ଭ କରିଛନ୍ତି । ବିହାର, ପଞ୍ଜାବ, ହରିୟାଣା, ଗୁଜୁରାଟ, ଉତ୍ତରପ୍ରଦେଶ, ଛତିଶଗଡ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ସରକାର ସିନିୟର ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲିଛନ୍ତି । କାଁ ଭାଁ କେଉଁଠି!-->…
Read More...
Read More...
ଦେଶରେ ଗତ ୨୪ ଘଣ୍ଟାରେ ୩୮ ହଜାର ୩୫୩ ଆକ୍ରାନ୍ତ ଚିହ୍ନଟ : ୪୯୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ
ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୩୮ ହଜାର ୩୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ଜଣାପଡିଛି । ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୦ ଲକ୍ଷ ୩୬ ହଜାର ୫୧୧ ରେ ପହଞ୍ଚିଛି । ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪!-->…
Read More...
Read More...
ଅଲଗା ହେଲେ ଆଇଏସ୍ ଦମ୍ପତି ଟିନା ଓ ଅତହର
ନୂଆଦିଲ୍ଲୀ : ୨୦୧୫ର ୟୁପିଏସ୍ସି ଟପ୍ପର ଟିନା ଡାବି ଓ ସିଭିଲ୍ ସର୍ଭିସ୍ରେ ଦ୍ୱିତୀୟ ସ୍ଥାନରେ ରହିଥିବା ଅତହର ଖାନ ପରସ୍ପରକୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ତାଙ୍କର ଏହି ଭଲପାଇବା ବେଶିଦିନ ତିଷ୍ଠି ନପାରି ଗତ ୨୦୨୦ ନଭେମ୍ବର ମାସରେ ଏହି ଆଇଏଏସ୍ ଦମ୍ପତି ପାରସ୍ପରିକ!-->…
Read More...
Read More...
ଆଜି ପ୍ରଧାନମନ୍ତ୍ରୀ ପିଏମ୍-କିଷାନ ଯୋଜନାରେ ନବମ କିସ୍ତି ରାଶି ପ୍ରଦାନ କରିବେ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାଢ଼େ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାରେ ନବମ କିସ୍ତି ପ୍ରଦାନର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ କରାଯିବାକୁ ଥିବା ବେଳେ!-->…
Read More...
Read More...
ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ
ନୂଆଦିଲ୍ଲୀ : ଲୋକପ୍ରିୟ ଅଭିନେତା ତଥା ପ୍ରତିଜ୍ଞା ସିରିଏଲରେ ଠାକୁର ସଜ୍ଜନ ସିଂହ ଚରିତ୍ରରେ ଅଭିନୟ କରୁଥିବା ଅନୁପମ ଶ୍ୟାମଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ୬୩ ବର୍ଷ ବୟସ ହେଉଥିଲା । ଅନୁପମଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।!-->…
Read More...
Read More...
ଗଣେଶ ଉତ୍ସବ ପାଳନ ଉପରେ କଟକଣା : ବିଜେପି ବିଧାୟକଙ୍କ ଅଭିଯୋଗ, ମୁମ୍ବାଇର ପରିସ୍ଥିତି ବଙ୍ଗଳା ଭଳି ହେଲାଣି
ମୁମ୍ବାଇ : ଭାରତୀୟ ଜନତା ପାର୍ଟିର ବିଧାୟକ ନୀତେଶ ରାଣେ କହିଛନ୍ତି ଯେ, ମୁମ୍ବାଇର ପରିସ୍ଥିତି ପଶ୍ଚିମବଙ୍ଗର ଅବସ୍ଥା ସହିତ ସମାନ, ଯେଉଁଠାରେ ଦୁର୍ଗା ପୂଜା ପର୍ବ ନିଷେଧ କରାଯାଇଥିଲା । ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନୂତନ ନିୟମ ଅନୁଯାୟୀ ଗଣେଶ ଉତ୍ସବ ମଣ୍ଡଳଙ୍କ ପାଇଁ ଏହି ପର୍ବ!-->…
Read More...
Read More...
କମାଣ୍ଡାଣ୍ଟ ଝିଅଙ୍କୁ ସେଲ୍ୟୁଟ୍ କଲେ ଇନ୍ସପେକ୍ଟର ପିତା
ମୁସୁରୀ : ବାପାଙ୍କ ପାଇଁ ତାଙ୍କ ବିଭାଗର ଜଣେ ଅଧିକାରୀ ଭାବରେ ତାଙ୍କ ଝିଅ ପହଞ୍ଚିବା ଅପେକ୍ଷା ଅଧିକ ଗର୍ବର ମୁହୂର୍ତ୍ତ ଆଉ କିଛି ହୋଇପାରେନାହିଁ । ଏପରି ଏକ ଭାବପ୍ରବଣ ମୁହୂର୍ତ୍ତ ଆସିଲା, ଯେତେବେଳେ ମୁସୁରୀରେ ଅବସ୍ଥିତ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ଏକାଡେମୀରୁ ଦୁଇଜଣ!-->…
Read More...
Read More...