Browsing Category

ବିଚିତ୍ରା

ପତ୍ରାପାଲିର ଦୁଲଣା ରେଗାଡଙ୍କୁ ସହାୟତାର ହାତ ବଢାଇଲା ସେବା ଚେରିଟେବୁଲ୍ ଟ୍ରଷ୍ଟ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମରେ ରୁହନ୍ତି ଦୁଲଣା ରେଗାଡ । ତାଙ୍କର ଦୁଃଖ ଦୁର୍ଦ୍ଦଶାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ସ୍ବାମୀ ପରିତ୍ୟକ୍ତ ତଥା କିଛି ମାତ୍ରାରେ ମାନସିକ ବିକାରଗ୍ରସ୍ତ ତିନୋଟି
Read More...

ଟିଟିଲାଗଡ଼ର ଶୋଭିତ ପଟେଲ ଓଜେଇଇ ବିଟେକ୍‌ ଟପ୍ପର

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ର ଶୋଭିତ ପଟେଲ ଓଜେଇଇ ବିଟେକ୍‌ ପରୀକ୍ଷାରେ ଟପ୍ପର ହୋଇଛନ୍ତି । ୮୯.୨ ପ୍ରତିଶତ ମାର୍କ ରଖି ଟପ୍ପର ହେବା ସହ ଟିଟିଲାଗଡ଼ ତଥା ବଲାଙ୍ଗିର ଜିଲ୍ଲାର ଗୌରବ ବୃଦ୍ଧିରେ ଯୋଗଦାନ କରିଛନ୍ତି ଶୋଭିତ । ଟିଟିଲାଗଡ଼ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ
Read More...

ଖୁସି ଖବର : ଏନ୍‌ଏସିରେ ଅଫିସ୍‌ ସହାୟକ ଭାବେ ଯୋଗଦେଲେ କିନ୍ନର ମାୟା

କୁଚିଣ୍ଡା : କିନ୍ନରମାନଙ୍କ ପାଇଁ ଖୁବ୍‌ ଖୁସି ଖବର । ସରକାରୀ ଚାକିରୀ କ୍ଷେତ୍ରରେ କିନ୍ନରମାନଙ୍କୁ ସାମିଲ୍‌ କରାଯିବା ପାଇଁ କିନ୍ନର ମହାସଂଘ ପକ୍ଷରୁ ରୀତିମତ ଦାବୀ କରାଯାଉଛି । ତେବେ ବର୍ତ୍ତମାନ ଏ ଦିଗରେ ଏକ ଖୁସି ଖବର ସାମ୍ନାକୁ ଆସିଛି । କୁଚିଣ୍ଡା ଏନ୍‌ଏସି. ଅଫିସରେ ଅଫିସ୍‌ ସହାୟକ
Read More...

ହୀରା ଭଳି ଚମକିବ ଓ ଶକ୍ତ ରହିବ ଦାନ୍ତ, ଏହି ପ୍ରଭାବଶାଳୀ ଘରୋଇ ଉପଚାର କରନ୍ତୁ

ସମସ୍ତେ ମୁହଁରେ ହସକୁ ଭଲ ପାଆନ୍ତି । ଚେହେରା କେବଳ ହସ ଫୁଟିବା ସହିତ ନୁହେଁ, ବରଂ ହସ ଚେହେରାକୁ ଉଜ୍ଜ୍ୱଳ ମଧ୍ୟ କରିଥାଏ । ମୁହଁର ସୌନ୍ଦର୍ୟ୍ୟରେ ମୁଖ୍ୟ ଅଂଶ ହେଉଛି ଦାନ୍ତ । ଉଜ୍ଜ୍ୱଳ ଦାନ୍ତ କେବଳ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ବରଂ ଆପଣଙ୍କ ଚେହେରାରେ ସୌନ୍ଦର୍ୟ୍ୟ ମଧ୍ୟ ଆଣିଥାଏ ।
Read More...

ଅଶ୍ଳୀଳ ଫଟୋ ସୁଟ୍‌ ହେତୁ ଅଭିନେତ୍ରୀ ପୁନମ ପାଣ୍ଡେ ଗିରଫ୍‌

ମୁମ୍ବାଇ : ଅଶ୍ଳୀଳ ଫଟୋ ସୁଟ୍‌ ପାଇଁ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ପୁନମ ପାଣ୍ଡେ ଗିରଫ୍ । ସୂଚନା ଅନୁସାରେ କିଛି ଦିନ ତଳେ ଗୋଆ ସମୁଦ୍ର ବେଳାଭୂମିରେ ପୁନମ ଅଶ୍ଳୀଳ ଫଟୋ ସୁଟ୍ କରୁଥିବା ନେଇ ନଭେମ୍ବର ୩ ତାରିଖରେ ଗୋଆ ଫରୱାର୍ଡ ପାର୍ଟିର ମହିଳା ଶାଖା ପୁନମଙ୍କ ନାମରେ ଦକ୍ଷିଣ ଗୋଆର
Read More...

କାର୍‌ଗିଲ୍‌ ଯୋଦ୍ଧା ପ୍ରତାପ ରଥ ସେବାକୁ ହିଁ ଜୀବନର ବ୍ରତ ମଣନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ କାର୍‌ଗିଲ୍‌ ଯୋଦ୍ଧା ପ୍ରତାପ ରଥ ସେବାକୁ ହିଁ ଜୀବନର ବ୍ରତ ମଣନ୍ତି । ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘର ସାଧାରଣ ସଂପାଦକ ଶ୍ରୀ ରଥ ସୈନିକ ଭାବେ ଦେଶ ପାଇଁ ଯେମିତି ସମର୍ପିତ ଥିଲେ, ଅବସର ନେବା ପରେ ସମାଜ ପାଇଁ ସେମିତି ସମର୍ପିତ
Read More...

ଆଖିରୁ ପାଣି ବୋହୁଥିଲେ ଏହି ଘରୋଇ ଉପଚାର କରନ୍ତୁ : ଶୀଘ୍ର ମିଳିବ ଆରାମ

କ୍ରମାଗତ ଭାବରେ କାର୍ଯ୍ୟ କରିବା ବେଳେ ଅନେକ ଥର ଏଭଳି ସମସ୍ୟା ଦେଖାଦିଏ । ହଠାତ୍ ଆଖିରୁ ପାଣି ବାହାରିବା ଆରମ୍ଭ ହୁଏ । ସମସ୍ୟା ଏମିତି ହୋଇଯାଏ ଯେ କୌଣସି କାମ କରିବା କଷ୍ଟକର ହୋଇଯାଏ । ଏଭଳି ପରିସ୍ଥିତିରେ ଅନେକ ଲୋକ ସଫା ପାଣିରେ ବାରମ୍ବାର ଆଖି ଧୋଇଥାନ୍ତି । କିନ୍ତୁ ସମସ୍ୟା ଦୂର ହୋଇ
Read More...

ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ

ମୁ‌ମ୍ବାଇ : ଜଣାଶୁଣା ସିନେମା ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ ଘଟିଛି । ସେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା । ପୂଜା ଭଟ୍ଟ ଫରାଜଙ୍କ ମୃତ୍ୟୁ ନେଇ ଟୁଇଟର୍‌ରେ ସୂଚନା ଦେଇଛନ୍ତି । ମେହେ‌ନ୍ଦି, ଫରେବ୍‌, ଦୁଲହନ୍‌ ବନୁ ମେ
Read More...

ଶୀତଦିନେ ଏହି ୫ଟି ଖାଦ୍ୟ ଖାଆନ୍ତୁ : ନିରୋଗ ରହିବା ସହ ପେଟର ଚର୍ବି ବି କମିଯିବ

ଶୀତ ଋତୁ ଆରମ୍ଭ ହୋଇଛି । ଏପରି ପରିସ୍ଥିତିରେ ଯେଉଁମାନେ ଓଜନ ହ୍ରାସ କରନ୍ତି ସେମାନଙ୍କୁ ବହୁତ ସଂଘର୍ଷ କରିବାକୁ ପଡିବ । ଶୀତଦିନେ ଆମର ଖାଦ୍ୟ ବଢ଼ିଥାଏ ଏବଂ ଶାରୀରିକ ପରିଶ୍ରମ କମ୍ ହୋଇଯାଏ । ଯେଉଁଥି ପାଇଁ ଆମର ଓଜନ ଦ୍ରୁତ ଗତିରେ ବଢ଼ିବା ଆରମ୍ଭ କରେ । ଯଦି ଆପଣ ଓଜନ ହ୍ରାସ କରିବାକୁ
Read More...

ଏହି ପାଞ୍ଚଟି ଭୁଲ୍‌ ବ୍ଲଡ ସୁଗାର୍‌ ବଢ଼ାଇଥାଏ, ଜାଣ‌ନ୍ତୁ ସେଇ ଭୁଲ୍‌

ଶୃଂଖଳାବିହୀନ ଜୀବନ ଶୈଳୀ ଏବଂ ଅନିୟମିତ ଖାଦ୍ୟ ପାନୀୟ ହେତୁ ଆଜିକାଲି ଲୋକେ ଅଧିକରୁ ଅଧିକ ମଧୁମେହ ରୋଗର ଶିକାର ହେଉଛନ୍ତି । ଏପରି ପରିସ୍ଥିତିରେ ବ୍ଲଡ ସୁଗାର୍‌ ରୋଗୀମାନଙ୍କୁ ନିଜ ପାଇଁ ବିଶେଷ ଯତ୍ନ ନେବାକୁ ପଡ଼ିବ । କାଁ ଭାଁ କରାଯାଇଥିବା ଟିକିଏ ଅବହେଳା ମଧ୍ୟ ଅନେକ ପ୍ରମୁଖ ରୋଗର
Read More...