କରୋନା ମୁକ୍ତ ହେଲେ ଅଭିଷେକ ବଚ୍ଚନ

ମୁମ୍ବାଇ, (କେପିଏନ୍ଏସ୍) : ବଲିଉଡ଼ ଅଭିନେତା ଅଭିଷେକ ବଚ୍ଚନ ଦୀର୍ଘ ୨୯ ଦିନ ଧରି ଚିକିତ୍ସିତ ହେବା ପରେ କରୋନା ମୁକ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ସେ ଟ୍ୱିଟ୍ କରି ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ତାଙ୍କ ପିତା ଅମିତାଭ ବଚ୍ଚନ ଏହା ପୂର୍ବରୁ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରି ସାରିଛନ୍ତି ।

Leave A Reply

Your email address will not be published.