oom

ଲୋକଦୃଷ୍ଟି କଲେଜରେ ପ୍ରଥମ ବର୍ଷର ଛାତ୍ରୀଛାତ୍ରମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସଦର ଖଡ଼ିଆଳ ଲୋକଦୃଷ୍ଟି କଲେଜ ଅଫ୍‌ ଏଡ୍‌ଭାନ୍ସ ଟେକ୍‌ନୋଲୋଜି +୩ ବିଜ୍ଞାନ କଲେଜରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତି ଶ୍ରୀୟା ମଞ୍ଜୁରୀ ପାଣିଗ୍ରାହୀ ଯୋଗ ଦେଇ ଥିବା ବେଳେ କଲେଜ ଅଧ୍ୟକ୍ଷ ତାପସ ରଞ୍ଜନ ପାଣିଗ୍ରାହୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସାଗରୀକା ପାଣିଗ୍ରାହୀ, ଶ୍ଵେତା ମହାପାତ୍ର, ଅଧ୍ୟାପିକା ତୁସବନ୍ତି ରଣା, ଅଧ୍ୟାପିକା ସ୍ଵାଗତିକା ପାଣିଗ୍ରାହୀ, ଅଧ୍ୟାପିକା ଅଶ୍ୱେରା ଜାଲ, ଅଧ୍ୟାପକ ତ୍ରିଲୋଚନ ଜଗତ, ରାଜ ହଂସ, ହେମ ରଞ୍ଜନ ପୋଡ଼, ନରୋତମ ବାଗ ସାଙ୍ଗକୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.