csstore

ରୋତ୍‌ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ଆଗଲପୁର, (ବିମଲ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୋତ୍‌ ହାଇସ୍କୁଲର ପ୍ରଧାନ ଶିକ୍ଷକ ଚମରା ଚୌହାନ ଅବସର ଗ୍ରହଣ କରିଛନ୍ତି । ତେବେ ଏହି ଅବସରରେ କୋଭିଡ୍‌ ଗାଇଡ ଲାଇନ ଅନୁପାଳନ ପୂର୍ବକ ଏକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶେଷଦେବ ସାହୁ, ସମ୍ମାନିତ ଅତିଥି ଭାବେ ସମିିତି ସଭ୍ୟ ପିତବାସ ପଟେଲ, ଓଷ୍ଟା ସଭାପତି ପ୍ୟାରୀଲାଲ ପଟେଲ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ଶିକ୍ଷକ ଓ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.