pr

ବଲାଙ୍ଗିର ସାମ୍ବାଦିକ ଭବନରେ ପତାକା ଉତ୍ତୋଳନ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ବାଦିକ ସଂଘରେ ୭୪ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି । କୋଭିଡ଼ ନିୟମକୁ ପାଳନ ପୂର୍ବକ ସୀମିତ ସଦସ୍ୟଙ୍କ ମଧ୍ୟରେ ପତାକା ଉତ୍ତୋଳନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ଆନଂଦ ଚଂଦ୍ର ସାହୁ, ସାଧାରଣ ସଂପାଦକ ବଳରାମ ମିଶ୍ର, ସାଂଗଠାନିକ ସଂପାଦକ ଶରତ ଚଂଦ୍ର ମିଶ୍ର, ସଂପାଦକ ରଣଜିତ ବେହେରା, ସଦସ୍ୟ ସଂଦୀପ କୁମାର କୁଅଁର ପ୍ରମୁଖ ଉପସ୍ଥିତ ରହି ଦେଶ ସ୍ୱାଧୀନରେ ଯେଉଁ ଭୂମିପୁତ୍ରମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା, ସେମାନଙ୍କ ସଂପର୍କରେ ଆଲୋଚନା କରିଥିଲେ ।

nrusinghnath
Leave A Reply

Your email address will not be published.