ଚତୁର୍ଦ୍ଦଶୀ ଉଦଯାପନୀ ସମାରୋହରେ ଯୋଗ ଦେଲେ ଜିଲ୍ଲା ପରିଷଦ ସଭ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ଡୁଡୁକାଶିରା ଗାଁରେ ଚତୁର୍ଦ୍ଦଶୀ ଉଦଯାପନୀ ସମାରୋହରେ ଯୋଗଦାନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟା ଅନାମିକା ହୋତା ।

Leave A Reply

Your email address will not be published.

error: Content is protected !!