csstore

କଣ୍ଟାମାଳ ବ୍ଲକର ଶାନ୍ତିଲତା ସ୍ନାତକୋତ୍ତରରେ ଟପ୍ପର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ବିଳାସପୁର ପଞ୍ଚାୟତ ପଦରପଡା ଗାଁର ମେଧାବୀ ଛାତ୍ରୀ ସୁଶ୍ରୀ ଶାନ୍ତିଲତା ସାହୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର ପରୀକ୍ଷା ଦେଇ ମୋଟ ୭୧.୮୦ ପ୍ରତିଶତ ନମ୍ବର ରଖି ବିଶ୍ୱବିଦ୍ୟାଳୟର ଟପ୍ପର ହୋଇ କଣ୍ଟାମାଳ ବ୍ଲକର ଗୌରବ ବୃଦ୍ଧି କରିଛନ୍ତି । ଅବସରପ୍ରାପ୍ତ ଶିକ୍ଷକ ସରୋଜ ସାହୁଙ୍କ ଝିଅ ଅଟନ୍ତି ଶାନ୍ତିଲତା । ସେ ଏହି ସଫଳତା ପାଇବା ପରେ ତାଙ୍କ ପାଖକୁ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ଆସିବାରେ ଲାଗିଛି ।

jayashree
Leave A Reply

Your email address will not be published.