ଜଣ୍ଡିସ ପାଇଁ ହଷ୍ଟେଲ ଛାଡିଲେ ଛାତ୍ରୀ
ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାର ରୋବାଡି ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କରେ ଆତଙ୍କିତ ହୋଇଛନ୍ତି ଛାତ୍ରୀ । ଫଳରେ ଭୟରେ ଅଭିଭାବକ ମାନେ ନିଜ ପିଲାଙ୍କୁ ଘରକୁ ନେଇଯାଉଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୨ ଜଣ ଛାତ୍ରୀ ହଷ୍ଟେଲ ଛାଡିଛନ୍ତି । ୨୦ରୁ!-->…
Read More...
Read More...