ଯମୁନାବାହାଲ ଗ୍ରାମରେ କଂସ ଦରବାର ସମାପନ
ଭବାନୀପାଟଣା, (କେପିଏନ୍ଏସ୍) : ଭବାନୀପାଟଣା ଅନ୍ତର୍ଗତ ଯମୁନାବାହାଲ ଗ୍ରାମର କଲୋନୀପଡ଼ାରେ ଶ୍ରୀ ଗଣେଶ ପୂଜା ଅବସରରେ ଧନୁଯାତ୍ରାର ପରମ୍ପରାକୁ ନେଇ କଂସ ଦରବାର ଆୟୋଜିତ ହୋଇଯାଇଛି । ଏଥିରେ ଦାଦପୁର ସରପଞ୍ଚ ଗୀତାଞ୍ଜଳି ସାହୁଙ୍କ ପ୍ରତିନିଧି ଭାବେ କୁନା ସାହୁ ମୁଖ୍ୟ ଅତିଥି ଏବଂ!-->…
Read More...
Read More...