Yearly Archives

2026

ଜଟିଳ ରକ୍ତକର୍କଟ ରୋଗୀଙ୍କ ପାଇଁ ଜରୁରୀକାଳୀନ ପ୍ଲେଟଲେଟ ଦାନ କଲେ ଡଃ. ନିରୋଜ କୁମାର ପୋଥାଳ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମାନବିକତା ଓ ସେବା ମନୋଭାବର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛନ୍ତି ମୟୂରଭଞ୍ଜର ନିୟମିତ ରକ୍ତଦାତା ଡଃ. ନିରୋଜ କୁମାର ପୋଥାଳ । ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଜଟିଳ ରକ୍ତକର୍କଟ ରୋଗରେ ଚିକିତ୍ସାଧୀନ ୨୩ ବର୍ଷୀୟ ଯୁବକ ହିତେଶ କୁମାର ନାଥଙ୍କ ପାଇଁ…
Read More...

ସଫେଇ କର୍ମଚାରୀ ଆୟୋଗର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ଜୟପାଟଣା ଗସ୍ତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସଫେଇ କର୍ମଚାରୀ ଆୟୋଗର ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସାମଗ୍ରିକ ବିକାଶ ପାଇଁ ଆୟୋଗ ବଦ୍ଧପରିକର ବୋଲି ଦର୍ଶାଇ ଥିଲେ । ସଫେଇ କର୍ମଚାରୀ ଆୟୋଗର ଉପାଧ୍ୟକ୍ଷ…
Read More...

ବାନ୍ଦୁପଲା କ୍ଲଷ୍ଟରରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ପରୀକ୍ଷା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାନ୍ଦୁପଲା କ୍ଲଷ୍ଟର ଅନ୍ତର୍ଗତ ଲେତେରମାଲ, ଚଲକି, ଖୁଜେନପାଲି, ଅନ୍ତର୍ଲା, ସରଗୁଲ, ଭଣ୍ଡାରବାଞ୍ଜି, ସନ୍ଧିବାହାଲି, ବାନ୍ଦୁପଲା, ହୀରାପୁର, ଜଇଁତରା, ନୂଆପଡା, ଜାମିଲିଶର, ବାଙ୍କେଲ, କର୍ଲା, ପ୍ରାଥମିକ ଓ ଉଚ୍ଚ…
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚଳିତ ଶିକ୍ଷାବର୍ଷ ୨୦୨୬–୨୭ର ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ)ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା…
Read More...

ଟିକ୍ରାପଡା ଦୁର୍ଗାପୂଜା କମିଟିର ନୂଆଁଖାଇ ଭେଟଘାଟ : ଭାଇଚାରା ଓ ଏକତାର ବାର୍ତ୍ତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂଆଁଖାଇ ଅବସରରେ ଟିକ୍ରାପଡା ଦୁର୍ଗାପୂଜା କମିଟି, ପି.ପି. ଏକାଡେମୀ ଛକ ପକ୍ଷରୁ ନୂଆଁଖାଇ ଭେଟଘାଟ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କମିଟିର ପ୍ରାୟ ଶତାଧିକ ସଦସ୍ୟ ଯୋଗଦେଇଥିଲେ । ବରିଷ୍ଠ ସଦସ୍ୟ…
Read More...

ଦିଲ୍ଲୀପ ବହିଦାରଙ୍କ ତୃତୀୟ ବାର୍ଷିକ ଶ୍ରାଦ୍ଧ ଅବସରରେ ତ୍ରିଭକ୍ତି ଧାରା ଓ ବିବିଧା କବିତା ପୁସ୍ତକ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଓ ସାମାଜିକ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଆୟୋଜିତ ସାରସ୍ୱତ ସମାରୋହରେ କବିୟିତ୍ରୀ ଅମ୍ବିକା ଦାନୀଙ୍କର ଦୁଇ ଗୋଟି ପୁସ୍ତକ ତ୍ରିଭକ୍ତିଧାରା ଓ ବିବିଧା ଉନ୍ମୋଚନ କରାଯାଇଛି । ଏ ଅବସରରେ ରାଧାକୃଷ୍ଣ…
Read More...

ଏସ୍‌ଜିଏଫ୍‌ଆଇ ରାଜ୍ୟ ସ୍ତରୀୟ ସ୍କୁଲ ଟାଇକୋଣ୍ଡୋ ପ୍ରତିଯୋଗିତା : କେନ୍ଦୁଝର ଗଲେ ବଲାଙ୍ଗିରର ୧୮ ଜଣିଆ ଟାଇକୋଣ୍ଡୋ ଦଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗ ତରପରୁ ଏସ୍‌ଜିଏଫ୍‌ଆଇ ରାଜ୍ୟ ସ୍ତରୀୟ ସ୍କୁଲ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଜିଲ୍ଲାର ୧୮ ଜଣିଆ ଖେଳାଳି ଦଳ ଆଜି କେନ୍ଦୁଝର ଅଭିମୁଖେ ଯାତ୍ରା କରିଛନ୍ତି । ଆସନ୍ତା ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର…
Read More...

ଭଗବାନ ଭରସାରେ ଚୁଡାପାଲି ସ୍ୱାସ୍ଥ୍ୟ କେନ୍ଦ୍ର – ନରସିଂହ

ବିଶେଷଜ୍ଞ ଡାକ୍ତରଙ୍କ ସେବା ପାଉ ନାହାନ୍ତି ସାଧାରଣ ଲୋକେସୁଧାର ନ ଆସିଲେ ହେବ ଆନ୍ଦୋଳନ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସ୍ଥିତ ଚୁଡାପାଲିରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସେହି ଅଂଚଳର ଲୋକଙ୍କୁ ଠିକ୍‌ ଭାବରେ ସ୍ୱାସ୍ଥ୍ୟସେବା ଯୋଗାଇ ପାରୁନାହିଁ ।…
Read More...

କୁଷ୍ଠାଶ୍ରମରେ ପୁଅର ଜନ୍ମଦିନ ପାଳିଲେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜିକାଲିର ଚାକଚକ୍ୟ ଓ ଆଡ଼ମ୍ବରପୂର୍ଣ୍ଣ ଜୀବନଶୈଳୀ ମଧ୍ୟରେ ଜନ୍ମଦିନ ଭଳି ଖୁସିର ମୁହୂର୍ତ୍ତକୁ ବିଳାସପୂର୍ଣ୍ଣ ହୋଟେଲ କିମ୍ବା ଡିଜେ ଗୀତ ନାଚ ଓ କେକ ନ କାଟି ନିରାଡମ୍ବର ଭାବେ ପୁଅ ଚେତକର ଜନ୍ମ ଦିନ କୁଷ୍ଠାଶ୍ରମରେ ପାଳନ କଲେ ବୀରମହାରାଜପୁର…
Read More...

ଇନଟାକର ସାଧାରଣ ପରିଷଦ ବୈଠକ ତଥା ଚାପ୍ଟର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଇଣ୍ଡିଆନ୍ ନ୍ୟାସନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ୍ କଲଚରାଲ୍ ହେରିଟେଜ୍ (ଇନଟାକ) ସୋନପୁର ଚ୍ୟାପ୍ଟର ଆବାହକ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଚ୍ୟାପ୍ଟରର ସାଧାରଣ ପରିଷଦ ବୈଠକ ଏବଂ ନୂଆଁଖାଇ ଭେଟଘାଟ ତଥା ଚାପ୍ଟର ପ୍ରତିଷ୍ଠା ଦିବସ…
Read More...