Yearly Archives

2026

ମହେନ୍ଦ୍ରତନୟାର ପ୍ରଖର ସ୍ରୋତ ଅତିକ୍ରମ କରି ଗର୍ଭବତୀଙ୍କୁ ଉଦ୍ଧାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍‌ର ବୁରାତାଲ ପଞ୍ଚାୟତ ଅନ୍ତର୍ଗତ ଜାମୁଗଣ୍ଡା ଗ୍ରାମ ବନ୍ୟାଜଳ ଯୋଗୁଁ ବିଚ୍ଛିନ୍ନ ହୋଇଥିବା ବେଳେ ପ୍ରସବ ବେଦନାରେ ଥିବା ଜଣେ ଗର୍ଭବତୀଙ୍କୁ ଓଡ୍ରାଫ୍‌ ଦଳ ଉଦ୍ଧାର କରିଛନ୍ତି । ମହେନ୍ଦ୍ରତନୟା ନଦୀର ପ୍ରଖର…
Read More...

୫ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଦାବିରେ ବଲାଙ୍ଗିରରେ ବ୍ୟାଙ୍କ କର୍ମଚାରୀଙ୍କ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୫ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଦାବିରେ ବଲାଙ୍ଗିରରେ ବ୍ୟାଙ୍କ କର୍ମଚାରୀଙ୍କ ବିକ୍ଷୋଭ । ୟୁଏଫ୍‌ବିୟୁ ବ୍ୟାନରରେ ଷ୍ଟେଟ୍‌ ବ୍ୟାଙ୍କ ବଲାଙ୍ଗିର ଶାଖା ସମ୍ମୁଖରେ ଏକାଠି ହୋଇ ଦାବି ନେଇ ପ୍ରତିବାଦ କରିଛନ୍ତି ବିଭିନ୍ନ ବ୍ୟାଙ୍କର କର୍ମଚାରୀ । ବ୍ୟାଙ୍କ…
Read More...

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ଉତ୍ସାହର ସହିତ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା, ଅଜିତ କୁମାର ପଣ୍ଡା, ରାକେଶ ମଲ୍ଲିକ ପ୍ରମୁଖ ଏହି ଜାତୀୟ ସେବା ଯୋଜନା…
Read More...

ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍‌, ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍‌ ହେଲା ଘାଟି…

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଲଗାଣ ବର୍ଷାରେ କନ୍ଧମାଳର ପ୍ରମୁଖ ଯାତାୟାତ ମାର୍ଗ କଳିଙ୍ଗା ଘାଟିର ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଘାଟିର ଅନ୍ଧାରକୋଟ ଅଞ୍ଚଳରେ ନିର୍ମାଣାଧୀନ ରାସ୍ତା ସହ ଗାର୍ଡୱାଲ୍‌ର ଏକ ବଡ଼ ଅଂଶ ପୁଣିଥରେ ଭୁଶୁଡ଼ି ପଡ଼ିଛି । ଲଗାତାର ବର୍ଷା…
Read More...

ଜୟପାଟଣା, ଚାପୁଲ ଓ ହାତୀନଦୀରେ ବନ୍ୟା ସ୍ଥିତି

ହାତୀ ବେରେଜରୁ ୫୫୦ କୁମେକ୍ସ ବନ୍ୟା ଜଳ ପ୍ରବାହିତ ଜୟପାଟଣା, (ଶେଷଦେବ ବେହେରା) : ଗତ ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଜୟପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କେତେକ ସ୍ଥାନରେ ରାସ୍ତା ଉପରେ ଚାରିଫୁଟ ପର୍ଯ୍ୟନ୍ତ ବନ୍ୟା ଜଳ…
Read More...

ବଲାଙ୍ଗିରରେ ଲଗାଣ ବର୍ଷାରେ ଭୁଷୁଡ଼ିଲା ଝାଟିମାଟି ଘର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାରି ଝିଅଙ୍କ ସହ ଘରେ ବିଶ୍ରାମ ନେଇଥିଲେ ବିଧବା ମା’ । ଭୁଷୁଡ଼ି ଗଲା ଝାଟିମାଟିର ଘର । ପୋତି ହେଇଗଲେ ମା’ଝିଅ ପାଂଚ ପ୍ରାଣୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଗ୍ରାମ ପଞ୍ଚାୟତ କୁତୁର୍ଲା ଗାଁରେ ପ୍ରବଳ ବର୍ଷାର ପ୍ରଭାବରେ ଆଜି ଅପରାହ୍ନ ୩ଟା…
Read More...

ମହିଳାଙ୍କ ଠାରୁ ଝାମ୍ପି ନେଉଥିଲେ ସୁନା ଚୁଡ଼ି, ୩ ଭଣ୍ଡ ବାବା ଗିରଫ

ରାଉରକେଲା, (କେପିଏନ୍‌ଏସ୍‌) : ବାବା ପୋଷାକ ପିନ୍ଧି ଲୋକଙ୍କ ଠାରୁ ଲୁଟ୍‌ କରୁଥିଲେ । ଏବେ ଜେଲ୍‌ ଗଲେ । ମହିଳାଙ୍କୁ ଭୟଭୀତ କରି ତାଙ୍କ ସୁନା ଚୁଡ଼ି ଲୁଟି ଫେରାର୍‌ ମାରିବା ବେଳେ ୩ ଜଣ ବାବା ବେଶ ଧାରଣ କରିଥିବା ଚୋର୍‌ଙ୍କୁ କାବୁ କରିି ସ୍ଥାନୀୟ ଲୋକେ ପୋଲିସ ପାଖରେ ଜିମା ଦେଇଛନ୍ତି ।…
Read More...

ପ୍ରମୁଖ ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ କମାଇଲେ ସରକାର : ଉପଭୋକ୍ତାଙ୍କୁ ମିଳିବ ଆଶ୍ୱସ୍ତି

ଅଶୋଧିତ ସୂର୍ଯ୍ୟମୂଖୀ ତେଲ ଉପରେ ବିସିଡି ହେଲା ଶୂନ; ସୋୟାବିନ ଏବଂ ତାଳ ତେଳ ଉପରେ ୫%କୁ ଖସିଲା ଶୁଳ୍କଘରୋଇ ବିଶୋଧନକୁ ପ୍ରୋତ୍ସାହନ ଦେବା ଲାଗି ଅଶୋଧିତ ଏବଂ ରିଫାଇନ୍‌ ଖାଇବା ତେଲ ମଧ୍ୟରେ ଆମଦାନୀ ଶୁଳ୍କ ବ୍ୟବଧାନକୁ ୧୯.୨୫ ପ୍ରତିଶତ ମଧ୍ୟରେ ସ୍ଥିର ରଖାଯାଇଛି ନୂଆଦିଲ୍ଲୀ, (ପିଆଇବି)…
Read More...

ଶାରଳା ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅକ୍ଟୋବର ୩ ରୁ ୨୦ ତାରିଖ ପର୍ଯ୍ୟନ୍ତ ପୀଠରେ ଷୋହଳ ପୂଜା ହେବା ସହିତ ମା'ଙ୍କ ବିଭିନ୍ନ ବେଶ କରାଯିବ…
Read More...

ଠକେଇ ଅଭିଯୋଗ : ସ୍ୱାମୀଙ୍କ ବିରୁଦ୍ଧରେ ସ୍ତ୍ରୀ ଥାନାର ଦ୍ୱାରସ୍ଥ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ୱାମୀଙ୍କ ବିରୁଦ୍ଧରେ ଠକେଇ ଅଭିଯୋଗ ଆଣି ଥାନାର ଦ୍ଵାରସ୍ଥ ହେଲେ ସ୍ତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ସଦର ଥାନାରେ । ଲୋଇସିଂହା ନିବାସୀ ଜ୍ୟୋତି ଅଗ୍ରୱାଲ ଥାନାରେ କରିଥିବା ଅଭିଯୋଗ ମୁତାବକ ଗତ ୨୦୨୨ ମଇ ୨୧ରେ ସେ ଦୁର୍ଘଟଣା ଗ୍ରସ୍ତ…
Read More...