Yearly Archives

2026

ଆର୍‌ଏମ୍‌ସି ତରଫରୁ ସ୍ଵଚ୍ଛତାରୁ ସମୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଵଚ୍ଛତା ହିଁ ସେବା ଅଭିଯାନରେ ରାଉରକେଲା ମହାନଗର ନିଗମ ତରଫରୁ ଆଜି ସ୍ଵଚ୍ଛତାରୁ ସମୃଦ୍ଧି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବର୍ଜ୍ୟବସ୍ତୁକୁ ସଂପଦରେ ପରିଣତ କରିବା, ପୁନଃ ବ୍ୟବହାର, ପୁନଃ ଚକ୍ରଣକୁ ପ୍ରୋତ୍ସାହନ ଦେବା ସହ ବୈଷୟିକ ଶିକ୍ଷାନୁଷ୍ଠାନର…
Read More...

ବନ୍ୟ ଜୀବ ଉଦ୍ଧାରରେ ରେପିଡ୍ ରେସ୍ପନ୍ସ ଟିମ୍‌ର ଦକ୍ଷତା ପ୍ରଦର୍ଶନ : ଭବାନୀପାଟଣାରେ ବନବିଭାଗର ମକ୍‌ଡ୍ରିଲ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୨ ତାରିଖ ଯାଏ ବନ୍ୟ ଜୀବ ସପ୍ତାହ ପାଳନ କରାଯାଉଥିବାବେଳେ ଭବାନୀପାଟଣାରେ ବନବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଛି ଏକ ସଚେତନତାମୂଳକ ମକ୍‌ଡ୍ରିଲ୍ । ଜନବସତି ମଧ୍ୟକୁ କୌଣସି ବନ୍ୟ ଜୀବ ପଶିଲେ କିଭଳି ରେପିଡ୍ ରେସ୍ପନ୍ସ…
Read More...

ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା ଓ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମା' ମାଣିକେଶ୍ଵରୀଙ୍କ ପବିତ୍ର ଛତ୍ରଯାତ୍ରା ସମ୍ପର୍କରେ ଏବଂ ଦଶହରା ପର୍ବ ଉପଲକ୍ଷେ ଏକ ପ୍ରସ୍ତୁତି…
Read More...

ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ

ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସ୍ୱାସ୍ଥ୍ୟସେବା ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ସମ୍ପର୍କିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ…
Read More...

ମହାବୀର ଯୁକ୍ତ ୨ ମହାବିଦ୍ୟାଳୟ ପୁଇଁତଲା ଠାରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ଓ ଗଙ୍ଗାଧର ସାହିତ୍ୟକୁ ନେଇ ଏକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ପରିଷଦର ସଭାପତି ଡ. ଭବାନୀ ଶଙ୍କର ପଟେଲଙ୍କ ଅଧ୍ୟକ୍ଷତାରେ ଆମ ମହାବୀର ଯୁକ୍ତ ୨ ମହାବିଦ୍ୟାଳୟ ପୁଇଁତଲା ଠାରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ଓ ଗଙ୍ଗାଧର ସାହିତ୍ୟକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।…
Read More...

ଅକ୍ଟୋବର ୨ ରୁ ୩୧ ପର୍ଯ୍ୟନ୍ତ ସରକାରଙ୍କ ସ୍ୱତନ୍ତ୍ର ଅଭିଯାନ : ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାର ୨ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଚଳାଇବେ। ଏହା ଅଭିଯାନର ଷଷ୍ଠ ସଂସ୍କରଣ। ଏଥିରେ ସ୍ୱଚ୍ଛତା ଓ ସରକାରୀ ବକେୟା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଗୁରୁତ୍ୱ ଦିଆଯିବ। ନଥିପତ୍ରର ପ୍ରଭାବଶାଳୀ ପରିଚାଳନା,…
Read More...

ପୁନେରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ନୂଆଁଖାଇ

ପୁନେ : ନୂଆଁଖାଇ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ । ଏହି ନିଆରା କୃଷି ଭିତ୍ତିକ ପର୍ବରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ଓଡ଼ିଶା ନୂତନ ଭାବେ ଅମଳ ଧାନ ନେଇ ଓ ତହିଁରେ ପ୍ରସ୍ତୁତ ଭୋଗକୁ ଇଷ୍ଟଦେବୀଙ୍କ ଠାରେ ଲଗେଇ, ଉକ୍ତ ସଂଘର ସଭାପତି ହେମସାଗର ସାହୁ, ସଚିବ ରାଜନ୍ ନାୟକଙ୍କ ଅଧ୍ୟକ୍ଷତାରେ…
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ବିଶ୍ୱ ହୃଦୟ ଦିବସ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ ) : କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ହୃଦରୋଗ ସମ୍ପର୍କରେ ଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।…
Read More...

ଲୋଇସିଂହା କଲେଜରେ ବ୍ଲକ ସ୍ତରୀୟ ଯୁବ ସମ୍ମିଳନୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା କଲେଜ ଅଧ୍ୟକ୍ଷ ଦେବଦତ୍ତ ଗୁରୁଙ୍କ ସଭାପତିତ୍ୱରେ ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଲୋଇସିଂହା ଥାନା ଆଇଆଇସି ସୁପେରା ସାଏରା ଲୁଗୁନ ଯୋଗଦେଇ "ବେଟି ବଚାଓ, ବେଟି ପଢ଼ାଓ" କାର୍ଯ୍ୟକ୍ରମର…
Read More...

ଡେଲାଙ୍ଗରେ ଜିଲ୍ଲାପାଳ ଓ ଏସ୍.ପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପୁରୀ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌) ଶରତ ଚନ୍ଦ୍ର ବେହେରା ଏବଂ…
Read More...