Yearly Archives

2026

ଅକ୍ଟୋବର ୨ ରୁ ୩୧ ପର୍ଯ୍ୟନ୍ତ ସରକାରଙ୍କ ସ୍ୱତନ୍ତ୍ର ଅଭିଯାନ : ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାର ୨ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଚଳାଇବେ। ଏହା ଅଭିଯାନର ଷଷ୍ଠ ସଂସ୍କରଣ। ଏଥିରେ ସ୍ୱଚ୍ଛତା ଓ ସରକାରୀ ବକେୟା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଗୁରୁତ୍ୱ ଦିଆଯିବ। ନଥିପତ୍ରର ପ୍ରଭାବଶାଳୀ ପରିଚାଳନା,…
Read More...

ପୁନେରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ନୂଆଁଖାଇ

ପୁନେ : ନୂଆଁଖାଇ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ । ଏହି ନିଆରା କୃଷି ଭିତ୍ତିକ ପର୍ବରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ଓଡ଼ିଶା ନୂତନ ଭାବେ ଅମଳ ଧାନ ନେଇ ଓ ତହିଁରେ ପ୍ରସ୍ତୁତ ଭୋଗକୁ ଇଷ୍ଟଦେବୀଙ୍କ ଠାରେ ଲଗେଇ, ଉକ୍ତ ସଂଘର ସଭାପତି ହେମସାଗର ସାହୁ, ସଚିବ ରାଜନ୍ ନାୟକଙ୍କ ଅଧ୍ୟକ୍ଷତାରେ…
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ବିଶ୍ୱ ହୃଦୟ ଦିବସ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ ) : କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ହୃଦରୋଗ ସମ୍ପର୍କରେ ଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।…
Read More...

ଲୋଇସିଂହା କଲେଜରେ ବ୍ଲକ ସ୍ତରୀୟ ଯୁବ ସମ୍ମିଳନୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା କଲେଜ ଅଧ୍ୟକ୍ଷ ଦେବଦତ୍ତ ଗୁରୁଙ୍କ ସଭାପତିତ୍ୱରେ ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଲୋଇସିଂହା ଥାନା ଆଇଆଇସି ସୁପେରା ସାଏରା ଲୁଗୁନ ଯୋଗଦେଇ "ବେଟି ବଚାଓ, ବେଟି ପଢ଼ାଓ" କାର୍ଯ୍ୟକ୍ରମର…
Read More...

ଡେଲାଙ୍ଗରେ ଜିଲ୍ଲାପାଳ ଓ ଏସ୍.ପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପୁରୀ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌) ଶରତ ଚନ୍ଦ୍ର ବେହେରା ଏବଂ…
Read More...

ସିଇସିଙ୍କ ବହିଷ୍କାର ଦାବିରେ କଂଗ୍ରେସର ବିକ୍ଷୋଭ : ପୋଲିସ ସହ ଧସ୍ତାଧସ୍ତି

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ତଥା ଗିରଫ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସୁବର୍ଣ୍ଣପୁରରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗତ ସେପ୍ଟେମ୍ବର ୨୫ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି…
Read More...

କ୍ରୀଡ଼ା ପ୍ରତିଭାକୁ ସମ୍ମାନ, ବାଲିଗୁଡ଼ା କ୍ରୀଡ଼ା ସଂଘର ନିଆରା ପଦକ୍ଷେପ : ପ୍ରତିଯୋଗୀଙ୍କୁ ସମ୍ମାନିତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କ୍ରୀଡ଼ା କ୍ଷେତ୍ରରେ ବାଲିଗୁଡ଼ା ଉପଖଣ୍ଡର ଖେଳାଳିମାନେ ନିଜ ପ୍ରତିଭାର ପରିଚୟ ଦେଇଥିବାବେଳେ ସେମାନଙ୍କ ସଫଳତାକୁ ସମ୍ମାନ ଜଣାଇଛି ଉପଖଣ୍ଡ କ୍ରୀଡ଼ା ସଂଘ । ସଂଘ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇ ସଫଳ ଖେଳାଳିଙ୍କୁ ଉତ୍ସାହିତ…
Read More...

୧୧ ଦଫା ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୧ ଦଫା ଦାବି ନେଇ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଉ କରିଛନ୍ତି ଜିଲ୍ଲାର ଯୋଗାଣ ସହାୟକ ଓ ସହାୟିକାମାନେ । ଚାକିରି ନିୟମିତକରଣ ସମେତ ବିଭିନ୍ନ ଦାବି ପୂରଣ ପାଇଁ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦୀର୍ଘଦିନ ଧରି ଚୁକ୍ତିଭିତ୍ତିକ ଭାବେ ଯୋଗାଣ ବିଭାଗରେ…
Read More...

ତାମିଲନାଡୁ ଯିବାକୁ ଥିବା ଦାଦନ ୩୬ ଜଣ ଶ୍ରମିକଙ୍କୁ ବସ୍ ଭିତରୁ ଉଦ୍ଧାର କଲା କେସିଙ୍ଗା ପୋଲିସ

କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡ଼ିଶାରେ କାମର ଅଭାବ ହେଉଥିବା ବେଳେ ଲୋକ ନିଜ ଓ ନିଜ ପରିବାରର ପେଟ ପୋଷିବା ପାଇଁ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ଯାଉଥିବା ପ୍ରାୟ ସବୁ ସମୟରେ ଦେଖିବାକୁ ମିଳୁଛି । ସୋମବାର ଦିନ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରୁ ତାମିଲନାଡୁ ଯିବା ପାଇଁ…
Read More...

ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ

"ସ୍ମୃତିରେ ଶିକ୍ଷାର ଆଲୋକ, ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା" ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅବଦାନ କେବଳ ଶ୍ରେଣୀଗୃହର ଚାରିକାନ୍ଥ ମଧ୍ୟରେ ସୀମିତ ରହେ ନାହିଁ । ତାଙ୍କ ଜ୍ଞାନ, ଆଦର୍ଶ ଓ ମାନବିକ ମୂଲ୍ୟବୋଧ ପିଢ଼ି ପରେ ପିଢ଼ି ଛାତ୍ରଛାତ୍ରୀଙ୍କୁ…
Read More...