ଅପେକ୍ଷାର ହେଲା ଅନ୍ତ ଗୁଡଭେଲା ରେଆର୍ ତରଫରୁ ଦିବ୍ୟାଙ୍ଗ ଜିତେନ୍ଦ୍ରଙ୍କୁ ଟ୍ରାଇ ସାଇକେଲ ପ୍ରଦାନ
ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ରେଆର୍ ତରଫରୁ ଦେଉଲଗୁଡି ଗ୍ରାମ ପଞ୍ଚାୟତର ୩୬ ବର୍ଷୀୟ ଜିତେନ୍ଦ୍ର ମନହୀରାଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । ଏହା ଫଳରେ ତାଙ୍କର ଦୀର୍ଘ ଦିନର ଆଶା ପୂରଣ ହୋଇଛି । ସେହିପରି ରୁଗୁଡିପାଲି ଗ୍ରାମର ୨୦ ବର୍ଷୀୟ ଚକ୍ଷୁ ବାଧିତ ଯୁବକ ଶରତ ଭୋଇଙ୍କୁ!-->…
Read More...
Read More...