ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ
୮ ଗୋଟି ପଡିଆରେ ଏକକାଳଷନ ଉଦ୍ଘାଟିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ୮ ଗୋଟି ପଡିଆରେ ଫୁଟବଲ ଖେଳ ଏକକାଳୀନ ଉଦ୍ଘାଟିତ ହୋଇଯାଇଛି । ଚୁଡାପାଲି ହାଇସ୍କୁଲ ପଡିଆରେ ରେଙ୍ଗଟାସିଲ ୪-୧ ଗୋଲରେ ଭୁଣ୍ଡିିମୁହାଣକୁ ହରାଇଲା । ଅତିଥି ଭାବେ ପୂର୍ବତନ ଖେଳାଳି!-->!-->!-->…
Read More...
Read More...