ଟିଟିଲାଗଡ ରେଳବାଇ ରନିଙ୍ଗ୍ ରୁମ୍ ନିକଟରେ ଚାଲି ଆସିଛି ଗୋଟିଏ ଛୁଆ ହାତୀ : ଘଉଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି ବନ…
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ମାଲଗୋଦାମପଡ଼ା ନିକଟସ୍ଥ ରେଳବାଇ ରନିଙ୍ଗ ରୁମ୍ ନିକଟରେ ଗୋଟିଏ ଛୋଟ ହାତୀ ରେଳ ଲାଇନ କଡ଼ରେ ରହିଥିବା ଦେଖିବାକୁ ମିଳିଛି । ଟିଟିଲାଗଡ଼ ରେଳୱେ ରନିଙ୍ଗ ରୁମ୍, ରେଳୱେ ବିଭାଗ ସହାୟକ ଦୂର ସଂଚାର ଯନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ହାତୀ!-->…
Read More...
Read More...