Yearly Archives

2025

ଦେଓଗାଁ ବ୍ଲକରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁସାରେ ଆଜି ଦେଓଗାଁ ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ତଥା ଜିଲ୍ଲା
Read More...

ଋତୁସ୍ରାବ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ତରଫରୁ ଋତୁସ୍ରାବ ସମ୍ପର୍କିତ ଏକ ସଚେତନତା କାର୍ମଶାଳା ଜଗଦା ସ୍ଥିତ ନୀଳଶୈଳ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି
Read More...

ଗଙ୍ଗାଧରପାଲୀ ଦୁର୍ଗାପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ ଗଙ୍ଗାଧରପାଲୀ ଦୁର୍ଗାପୂଜା କମିଟି ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏସମ୍ପର୍କରେ କମିଟି ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇ କୁହାଯାଇଛି ଯେ, ଚଳିତ ବର୍ଷ ଇଣ୍ଡିଆ ଗେଟ୍ ଆକୃତିର ତୋରଣ ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ
Read More...

ଗୋ ସେବା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଅର୍ବାନ୍ ତରଫରୁ ଗୋ ସେବା କାର୍ଯ୍ୟକ୍ରମ ସେକ୍ଟର ୧୪ ସ୍ଥିତ ନନ୍ଦଗାଁଓ ଗୋଶାଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଅର୍ବାନ୍‌ର ସଭାପତି ରୋଟାରୀଆନ ଉଦିତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସେବା ମୂଳକ କାøର୍ଯ୍ୟକ୍ରମରେ ପଶୁ
Read More...

ରାଜସ୍ୱ ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶାରେ ଅଧିକ ମଦ ଦୋକାନ ଖୋଲାନଯାଉ : ଓଡ଼ିଶା ନିଶା ନିବାରଣ ଅଭିଯାନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାଜପା ସରକାର କ୍ଷମତାକୁ ଆସିବା ପୂର୍ବରୁ ଗୁଜୁରାଟ ମୋଡେଲରେ ଓଡ଼ିଶାରେ ସମ୍ପୂର୍ଣ୍ଣ ନିଶା ନିବାରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ଓଡ଼ିଶାରେ ରାଜ୍ୟ ସରକାର ୭୦ଟି ମଦ ଦୋକାନ
Read More...

ହରିହର ହସପିଟାଲ ବିରୋଧରେ ଭୁଲ ଚିକିତ୍ସା ଯୋଗୁଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସୁଦପଡା ଛକ ସ୍ଥିତ ହରିହର ହସପିଟାଲ ବିରୋଧରେ ଗୁରୁତର ଅଭିଯୋଗ ଆସିଛି ଭୁଲ ଚିକିତ୍ସା ତଥା ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ବର୍ଗ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଗତ ଶୁକ୍ରବାର ଦିନ ବେଲପଡାର
Read More...

ସ୍ୱସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନରେ ଦେଶବ୍ୟାପୀ ବିପୁଳ ଅଂଶଗ୍ରହଣ

୨.୮୩ ଲକ୍ଷ ଶିବିରରେ ୭୬ ଲକ୍ଷ ନାଗରିକଙ୍କ ଯୋଗଦାନ ନୂଆଦିଲ୍ଲୀ, (ପିଆଇବି) : ୧୭ ସେପ୍ଟେମ୍ବର ୨୦୨୫ରେ ଆରମ୍ଭ ହୋଇଥିବା "ସ୍ୱସ୍ଥ ନାରୀ ସଶକ୍ତ ପରିବାର" ଅଭିଯାନରେ ଦେଶବ୍ୟାପୀ ବିପୁଳ ଅଂଶଗ୍ରହଣ ଦେଖିବାକୁ ମିଳିଛି । ଏଥିରେ ଲକ୍ଷ ଲକ୍ଷ ମହିଳା, ଶିଶୁ ଏବଂ ପରିବାର ସଂପୂର୍ଣ୍ଣ
Read More...

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ : ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ…

ନୂଆପଡ଼ା : ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ନୂଆପଡାର ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦାନ କରିଥିଲେ । ସ୍ୱର୍ଗତ ବିଧାୟକଙ୍କ ସ୍ମୃତି ଚାରଣ କରି ସେ କହିଲେ ଯେ, ସେ ତାଙ୍କର ଜଣେ ଉତ୍ତମ ବନ୍ଧୁ
Read More...

ଶ୍ରୀନରସିଂହ ପଣ୍ଡା ହାଇସ୍କୁଲରେ ହିନ୍ଦୀ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ହିନ୍ଦୀ ସପ୍ତାହ ସେପ୍ଟେମ୍ବର ମାସ ୧୪ ତାରିଖରୁ ୨୦ ତାରିଖ ମଧ୍ୟରେ ସର୍ବତ୍ର ପାଳନ କରାଯାଉଛି । ଏହି ଅବସରରେ ଭାଟକୁମରଡ଼ା ଶ୍ରୀନରସିଂହ ପଣ୍ଡା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ
Read More...

ପଣ୍ଡିତ ଗୌରୀ ଶଙ୍କର ଆଚାର୍ଯ୍ୟଙ୍କ ୧୨୦ତମ ଜୟନ୍ତୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସାହିତ୍ୟ ଏକାଡେମୀ ଓ ଖଲ୍ଲିକୋଟର ଅଗ୍ରଣୀ ସଙ୍ଗଠନ ଡକ୍ଟର ଏ.ପି.ଜେ. ଅବଦୁଲ କାଲମ ଜନକଲ୍ୟାଣ ପରିଷଦର ମିଳିତ ଆନୁକୂଲ୍ୟରେ ଖଲ୍ଲିକୋଟ ସ୍ଥିତ ଆପୁଲ୍ ହୋଟେଲ ପରିସରରେ ପଣ୍ଡିତ ଗୌରୀ ଶଙ୍କର ଆଚାର୍ଯ୍ୟଙ୍କ ୧୨୦ତମ ଜୟନ୍ତୀ ସଭା ବର୍ଣ୍ଣାଢ଼୍ୟ
Read More...