Yearly Archives

2025

ଆମେରିକାର ହଷ୍ଟନ ସହରରେ ନୂଆଁଖାଇ ଭେଟଘାଟ

ରାଉରକେଲା/ ଆମେରିକା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଭାଇଚାରାର ପର୍ବ ନୂଆଁଖାଇ ସୁଦୂର ଆମେରିକାର ହଷ୍ଟନ ସହରରେ ପାଳିତ ହୋଇଯାଇଛି । ଏହି ସହରରେ ବସବାସ କରୁଥିବା ପ୍ରାୟ ୨୦୦ ପରିବାର ବିଶେଷ କରି ପଶ୍ଚିମ ଓଡିଶାର ବ୍ୟକ୍ତି ବିଶେଷମାନେ ଏଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେଠାରେ
Read More...

ପୁନେ ଠାରେ ପ୍ରବାସୀ ଓଡିଆଙ୍କ ତରଫରୁ ନୂଆଖାଇ ଭେଟଘାଟ ଆୟୋଜିତ

ମହାରାଷ୍ଟ୍ର : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ନୂଆଁଖାଇକୁ ନିଜସ୍ଵ ଢଙ୍ଗରେ ପାଳନ କରିବା ସକାଶେ ବିଭିନ୍ନ ରାଜ୍ୟରେ ରହୁଥିବା ପ୍ରବାସୀ ଓଡିଆଙ୍କ ମଧ୍ୟରେ ବେଶ ତପ୍ତରତା ଦେଖିବାକୁ ମିଳିଛି । ଏହି ଅବସରରେ ମହାରାଷ୍ଟ୍ରର "ଭେଟଘାଟ୍ କଲଚରାଲ୍ ଆସୋସିଏସନ୍" ଦ୍ୱାରା ସ୍ଥାନୀୟ ଅଂକୁଶରାଓ
Read More...

ପୂଜା ପାଇଁ ଆଗୁଆ ମିଳିବ ଦରମା

ସରକାରୀ କର୍ମଚାରୀଙ୍କ ସେପ୍ଟେମ୍ବର ମାସର ଦରମାକୁ ୨୬ ତାରିଖରେ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର : ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ
Read More...

ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ବିଜୟ ଶତପଥୀଙ୍କ ପରଲୋକରେ ଜିଲ୍ଲା ଭାରୋତ୍ତଳନ ସଂଗଠନ ପକ୍ଷରୁ ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ବିଜୟ କୁମାର ଶତପଥୀ (୭୧)ଙ୍କ ସୋମନାଥନଗର ୪ର୍ଥ ଲାଇନ୍‌ସ୍ଥିତ ନିଜ ବାସଭବନରେ ପରଲୋକ ଘଟିଛି । ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ଭାରୋତ୍ତଳନ ସଂଗଠନ ସଭାପତି ତଥା ରାଜ୍ୟ ଉପସଭାପତି କୁମୁଦ ଚନ୍ଦ୍ର ସାହୁ, ଉପଦେଷ୍ଟା
Read More...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ‘ଷ୍ଟାର୍ଟଅପ୍ ସମ୍ମିଳନୀ ୨୦୨୫’ ଉଦଘାଟନ

ପ୍ରଧାନମନ୍ତ୍ରୀଙ୍କ 'ମାଇଣ୍ଡ ଟୁ ମାର୍କେଟ୍ "ମନ୍ତ୍ରକୁ ସାକାର କରିବ ଏହି ସମ୍ମିଳନୀଉଦୀୟମାନ ଷ୍ଟାର୍ଟଅପଗୁଡ଼ିକୁ ନିବେଶକମାନଙ୍କ ସହ ଯୋଡ଼ିବା କ୍ଷେତ୍ରରେ ସମ୍ମିଳନୀ କାର୍ଯ୍ୟ କରିବଦେଶର ଯୁବକ ଏବଂ ଷ୍ଟାର୍ଟଅପ୍ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂତନ ଭାରତ ପରିକଳ୍ପନାର
Read More...

କାଲୋଲ ପୌରପାଳିକାରେ ୧୪୪ କୋଟି ଟଙ୍କା ମୂଲ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

“ମା’ ଭଉଣୀଙ୍କ ସମେତ ସମସ୍ତେ ସ୍ୱଦେଶୀ ଉତ୍ପାଦକୁ ପ୍ରାଥମିକତା ଦିଅନ୍ତୁ” – ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନସ୍ୱଦେଶୀ ସାମଗ୍ରୀକୁ ଗ୍ରହଣ କରିବା ଦ୍ୱାରା ଦେଶରେ ଅନେକ ବ୍ୟବସାୟ ସୁଯୋଗ ସୃଷ୍ଟି ହେବ ଏବଂ ଆମର ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ
Read More...

‘ବିକଶିତ ଭାରତ ବିଲ୍ଡାଥନ – ୨୦୨୫’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

• ‘ବିକଶିତ ଭାରତ ବିଲ୍ଡାଥନ’ ଯୁବ ଉଦ୍ଭାବକଙ୍କୁ ସଶକ୍ତ କରିବ - ଧର୍ମେନ୍ଦ୍ର ପ୍ରଧାନ• ଭାରତର ନବସୃଜନ ଯାତ୍ରା ଉପରେ ନୀତି ଆୟୋଗର ରିପୋର୍ଟ ଉନ୍ମୋଚିତ• ନୀତି ଆୟୋଗର ରିପୋର୍ଟ "ପ୍ରଗତିର ପଥ: ଭାରତର ନବସୃଜନ କାହାଣୀରେ ବିଶ୍ଳେଷଣ ଏବଂ ଅନ୍ତର୍ଦୃଷ୍ଟି" ଭାରତର ଅଭିବୃଦ୍ଧିର ଦର୍ପଣ• ଟ୍ରାଇ
Read More...

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

• ଚଳଚ୍ଚିତ୍ର କେବଳ ଲୋକପ୍ରିୟତା ହାସଲ କରିବା ଯଥେଷ୍ଟ ନୁହେଁ, ଏହା ବୃହତ୍ତର ଜନହିତକର ସେବା କରିବା ଉଚିତ : ରାଷ୍ଟ୍ରପତି• ମୁର୍ମୁ ଚଳଚ୍ଚିତ୍ରରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧିକୁ ପ୍ରଶଂସା କଲେ ରାଷ୍ଟ୍ରପତି; ପରଦା ବାହାରେ ସମାନ ସୁଯୋଗ ପ୍ରଦାନ କରିବାକୁ ଦେଲେ ଆହ୍ୱାନ• ଚାରି
Read More...

ଗୋଆରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଦଶମ ଜାତୀୟ ଆୟୁର୍ବେଦ ଦିବସ ପାଳନ

ଗୋଆ ଆୟୁର୍ବେଦ-ଆଧାରିତ ସ୍ୱାସ୍ଥ୍ୟ ପର୍ଯ୍ୟଟନର ଏକ ବିଶ୍ୱ କେନ୍ଦ୍ର ହେବାର ସମ୍ଭାବନା ରଖିଛି : ଅଶୋକ ଗଜପତି ରାଜୁ, ଗୋଆ ରାଜ୍ୟପାଳଆୟୁର୍ବେଦ ହେଉଛି ମେଦବହୁଳତା ଏବଂ ମଧୁମେହ ଭଳି ଆଧୁନିକ ଜୀବନଶୈଳୀ ରୋଗର ସମାଧାନ : ଡକ୍ଟର ପ୍ରମୋଦ ସାୱନ୍ତ, ଗୋଆ ମୁଖ୍ୟମନ୍ତ୍ରୀସେପ୍ଟେମ୍ବର ୨୩, ଆୟୁର୍ବେଦ
Read More...

ଟିଟିଲାଗଡ଼ରେ ଅଗ୍ରସେନ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଅଗ୍ରୱାଲ ସଭା ତରଫରୁ ସେପ୍ଟେମ୍ବର ୨୨ ଅର୍ଥାତ ସୋମବାର ଦିନ ସନ୍ଧ୍ୟାରେ ମହାରାଜା ଅଗ୍ରସେନଙ୍କ ଜୟନ୍ତୀ ପାଳନ ଅବସରରେ ମହାବୀର ପଞ୍ଚାୟତି ଧର୍ମଶାଳା ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପୁଣି ଥରେ ମହାବୀର ପଞ୍ଚାୟତି
Read More...