Yearly Archives

2025

କ୍ଷୀରବତୀଙ୍କୁ ନ୍ୟାୟ ଦେବା ଦାବିରେ ଥାନା ଗେଟରେ ତାଲା

କେସିଙ୍ଗା, (ପ୍ରୀତେଶ ପଟେଲ) : ଥାନା ଗେଟ୍‌ରେ ତାଲା ମାରିଲେ ଲୋକେ । ଗେଟ୍ ଭିତରେ ଠିଆ ହୋଇ ଦେଖୁଥିଲା ପୋଲିସ । ବାହାରେ ବର୍ଷାକୁ ଖାତିର ନ କରି ଧାରଣାରେ ବସିରହିଲେ ଲୋକେ । ଗତ ୨୪ ତାରିଖ ଦିନ ଦୋଷୀକୁ ଶୀଘ୍ର ଗିରଫ କରି କ୍ଷୀରବତୀଙ୍କୁ ନ୍ୟାୟ ଦେବା ନାରା ଦେଇ ଆଦର୍ଶ ଥାନା ମୁଖ୍ୟ ଦ୍ଵାର
Read More...

ଭଞ୍ଜସେନା ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ୪ ଗୋଟି ଉପଖଣ୍ଡ ମଧ୍ୟରେ ଯୋଗାଯୋଗ ସ୍ଥାପନ କରୁଥିବା ମୁଖ୍ୟତଃ ଦ୍ୱାରଶୁଣୀ ଘାଟୀ ମଧ୍ୟରେ ଯାତାୟତ ଆଜି ବିପର୍ଯ୍ୟସ୍ତ । ପ୍ରତ୍ୟେକ ଦିନ ହଜାର ହଜାର ଖଣିଜ ପଦାର୍ଥ ବୋଝେଇ ଟ୍ରକ୍/ଟ୍ରଲର ଯିବା ଆସିବା ଯୋଗୁଁ ସାଧାରଣ ଜନତା ବହୁ ସମସ୍ୟାରେ
Read More...

ଇଣ୍ଡକସନ ତଥା ସ୍ଵଚ୍ଛତା ପକ୍ଷ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ତଥା ଜାତୀୟ ସେବା ଯୋଜନା ମିଳିତ ଆନୁକୂଲ୍ୟରେ ଏକ ଇଣ୍ଡକସନ ତଥା ସ୍ୱଚ୍ଛତା ହିଁ ସେବାକୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅଧ୍ୟକ୍ଷ ଲୋହିତ କୁମାର ବାରିକ ଅଧ୍ୟକ୍ଷତା କରିବା
Read More...

ବାଲିଗୁଡାରେ ନବରାତ୍ର ଦୂର୍ଗାପୂଜାକୁ ନେଇ ସମଗ୍ର ଅଞ୍ଚଳ ଚଳଚଞ୍ଚଳ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆରମ୍ଭ ହୋଇଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଦିନୀ ମାଆ ଦୂର୍ଗା । ମାଆଙ୍କ ଆବାହନ ଲାଗି ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଶ୍ରୀ
Read More...

ବଲାଙ୍ଗିର କେଟ୍ରିନ ସଂଘ ଦ୍ୱାରା କେଟ୍ରିନ ଦିବସରେ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୬ ତାରିଖକୁ ସାରା ଭାରତରେ କେଟ୍ରିନ ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା କେଟ୍ରିନ ସଂଘର ରାଜ୍ୟ ଉପସଭାପତି ପ୍ରଶାନ୍ତ ବାରିକ ଓ ଜିଲ୍ଲା ସଭାପତି ରାଉଳ ସାହୁଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ
Read More...

ତୁରେକେଲାରେ ବିଶ୍ୱ ଜଳାତଙ୍କ ଦିବସ ପାଳିତ

କଣ୍ଟାବାଞ୍ଜି : ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଜଳାତଙ୍କ ଦିବସ ପାଳିତ ହୋଇଯାଇଛି । ସଚେତନତା କାର୍ଯ୍ୟ ସଭାରେ ଡା. ପ୍ରତାପ ପ୍ରଧାନ, ବ୍ଳକ ପ୍ରାଣୀ ଚିକିତ୍ସା ଅଧିକାରୀ ତୁରେକେଲା, ଡା. ଦୀପ ପ୍ରତୀକ,
Read More...

ଯୁବତୀ ଚାଲାଣ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ଯୁବତୀ ଚାଲାଣ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଥମ ମୁକ୍ତିରଞ୍ଜନ ଶତପଥୀ ଅଭିଯୁକ୍ତ ସୁରା ଲୁଗୁନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଯୁବତୀ ଚାଲାଣ ସମ୍ପର୍କରେ ଉଷାରାଣୀ ଟପ୍ପୋଙ୍କ ଲିଖିତ ଅଭିଯୋଗ ଆଧାରରେ ରାଉରକେଲା
Read More...

ସ୍କନ୍ଧମାତା ବେଶରେ ଧରାପୃଷ୍ଠରେ ଅବତରଣ କଲେ ମା’ ଦୁର୍ଗା

ପଦ୍ମପୁର, (ନିରୋଜ କୁମାର ପାଣୀ): ପଦ୍ମପୁର ବଡ଼ବନ୍ଧ ପାଖରେ ଥିବା ବନଦୁର୍ଗା ମନ୍ଦିର ଠାରେ ଆଜି ସକାଳ ୮ଟା ସମୟରେ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ, ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଅଶୋକ କୁମାର ପଣ୍ଡା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ
Read More...

ଜଳ ସୁରକ୍ଷା ଉପରେ ଜାତୀୟ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଜଳ ଶକ୍ତି…

"ଏମ୍‌ଜିଏନ୍‌ଆର୍‌ଇଜିଏ ଅଧୀନରେ ପାଣ୍ଠିର ଏକ ନିର୍ଦ୍ଦିଷ୍ଟ ଅଂଶ ବାଧ୍ୟତାମୂଳକ ଭାବେ ଜଳ ସଂରକ୍ଷଣ କାର୍ଯ୍ୟରେ ଖର୍ଚ୍ଚ କରାଯିବ" - ଶିବରାଜ ସିଂହ ଚୌହାନ'ଅତ୍ୟଧିକ ଜଳ ବ୍ୟବହାର' ଏବଂ 'ଜଳ ସଙ୍କଟ' ଗ୍ରାମୀଣ ବ୍ଲକଗୁଡ଼ିକରେ, ମନରେଗା ପାଣ୍ଠିର ୬୫ ପ୍ରତିଶତ ଜଳ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ
Read More...

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘ଗାନ୍ଧୀଜୀଙ୍କ ଦୃଷ୍ଟିକୋଣରେ ନାରୀ’ ବିଷୟରେ ଆଲୋଚନାଚକ୍ର

ରାଷ୍ଟ୍ର ନିର୍ମାଣରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ପିଆଇବି ଏଡିଜି ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ, (ସିବିସି) ପ୍ରାଦେଶିକ କାର୍ଯ୍ୟାଳୟ ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱରର
Read More...