Yearly Archives

2025

ଓସିଏସ ପରୀକ୍ଷାରେ ବଲାଙ୍ଗିର ଗୁଡଭେଲାର ନିପୁନଙ୍କ ସଫଳତା

ଗୁଡଭେଲା, (ଖୁସିରାଣୀ ସାହୁ) : ଓସିଏସ ପରୀକ୍ଷାରେ ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ସମରା ଗାଁର ନିପୁନଙ୍କ ସଫଳତା । ଚଳିତ ବର୍ଷ ଓଡ଼ିଶା ପ୍ରଶାସନିକ ସେବାର ଫଳାଫଳ ପ୍ରକାଶ ପାଇଥିବା ବେଳେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୪୫ ନମ୍ୱର ର‍୍ୟାଙ୍କ ରଖି ସଫଳ ହୋଇଛନ୍ତି ନିପୁନ କୁମାର୍
Read More...

ମିଶ୍ରିତ ଧାନ ବିହନ ନେଇ ଚିନ୍ତାରେ ଚାଷୀ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ମଖାପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋପିଆ ଗ୍ରାମରେ ଖରିଫ ଧାନ ବିହନରେ ମିଶ୍ରିତ ଧାନ ଅମଳ ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି । ସୂଚନା ମୁତାବକ କୋପିଆ ସାଲେପଡାର ବିଧବା ମହିଳା ଚିତ୍ର ଭୋଇଙ୍କ ଦୁଇ ପୁଅ ଦେବାର୍ଚନ ଭୋଇ ଓ
Read More...

କନ୍ଧମାଳ ଜିଲ୍ଲା ସ୍ୱେଚ୍ଛାସେବୀ ମହାସଂଘର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିର ସଭାଗୃହ ପରିସରରେ ଫୁଲବାଣୀ ସ୍ଵେଚ୍ଛାସେବୀ ମହାସଂଘର ଏକ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଛି । କନ୍ଧମାଳ ଜିଲାରେ କାର୍ୟ୍ୟରତ ୩୧ଟି ସ୍ୱେଚ୍ଛାସେବୀ
Read More...

ମଣ୍ଡପରେ ମୃଣ୍ମୟୀ ଦୁର୍ଗାଙ୍କ ସପ୍ତମୀ ପୂଜା : ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ମହାସପ୍ତମୀ ତିଥିରେ ସୋମବାର ଧରାବତରଣ କରିଛନ୍ତି ମା’ ଜଗତଜନନୀ । ରବିବାର ମା’ଙ୍କ ଷଷ୍ଠୀ ପୂଜା ଓ ବିଲ୍ଵବରଣ ଶେଷ ହୋଇଥିବା ବେଳେ ପଞ୍ଜିକା ତିଥି ଅନୁଯାୟୀ ସମସ୍ତ ପୂଜା ସମ୍ପନ୍ନ କରାଯାଇଛି । ସୋମ‌ବାର ମା’ ମଣ୍ଡପରେ ବିରାଜିଥିଲେ । ଶିଳ୍ପୀମାନେ
Read More...

ଖଣ୍ଡପଡ଼ାରେ ସୁସ୍ଥ ନାରୀ ଶସକ୍ତ ପରିବାର କର୍ୟ୍ୟକ୍ରମ ଅନୁଷ୍ଠିତ

ନୟାଗଡ, (କେପିଏନ୍‌ଏସ୍‌) : ନୟାଗଡ ଜିଲ୍ଲା ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସୁସ୍ଥ ନାରୀ ଶସକ୍ତ ପରିବାର କର୍ୟ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ୟ୍ୟକ୍ରମକୁ ଆନୁଷ୍ଠାନିକ ଭାବେ
Read More...

ସାହିତ୍ୟିକା ଚିରଶ୍ରୀ ଇନ୍ଦ୍ରସିଂଙ୍କୁ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ୟ୍ୟରତ 'ରଚନା' ଅନୁଷ୍ଠାନ ପ୍ରତି ବର୍ଷ 'ରଚନା'ର ପ୍ରତିଷ୍ଠାତା ସଦସ୍ୟ, ଶାରଳା ପୁରସ୍କାର ବିଜେତା ଗାଳ୍ପିକ ମନୋଜ କୁମାର ପଣ୍ଡାଙ୍କ ସ୍ମୃତିରେ ତାଙ୍କ ଜନ୍ମଦିନ ଅକ୍ଟୋବର ୪ ତାରିଖରେ ସ୍ମାରକୀ ବକ୍ତୃତା ଓ ସର୍ଜନ
Read More...

କୋଶଲୀ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପାଇଁ ଉଠିଲା ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନ ଠାରେ ତହଁକ୍ କୁଟୁମ୍ ପକ୍ଷରୁ କୋଶଲୀ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବଲାଙ୍ଗିର ଲେଖକ ପରିଷଦର ସମ୍ପାଦକ କପିଳେଶ୍ୱର ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ 'କୋଶଳ ପ୍ରବାହ'ର ସଂପାଦକ
Read More...

ମହାଷ୍ଟମୀ ମହାନବମୀ ପାଇଁ ମା’ ବୀରସିଂହୀ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅଧୀନସ୍ଥ ବିପୁଲିଙ୍ଗୀ ଗ୍ରାମର ଏକ ଅନୁଚ୍ଚ ପର୍ବତ ଉପରେ ବିରାଜିତ ଖଣ୍ଡ-ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ମା' ବୀରସିଂହୀ ପୀଠରେ ଶାରଦୀୟ ଦୁର୍ଗାପୂଜା ଉତ୍ସବ ମୁଖର ହୋଇଉଠିଛି । ତିନିଦିନ ବ୍ୟାପୀ ଶାରଦୀୟ ଦୁର୍ଗାପୂଜା ଉତ୍ସବ
Read More...

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ବର୍ତ୍ତମାନ ନିଜର ଶତାବ୍ଦୀ ବର୍ଷ ପାଳନ କରୁଛି । ୧୯୨୫ ମସିହାରେ ଆରମ୍ଭ ହୋଇଥିବା ସଂଘର କାର୍ଯ୍ୟ ଆଜି ସେବାମୂଳକ କାର୍ଯ୍ୟଦ୍ୱାରା ସମଗ୍ର ଦେଶ ଓ ବିଦେଶରେ ପରିଚିତ । ଗତ ରବିବାର ଦିନ ଛତ୍ରପୁର ସହର ଅନସ୍ଲୋ ହାଇସ୍କୁଲ
Read More...

ଆଗଲପୁରରେ ବିଶ୍ଵ ହିନ୍ଦୁ ପରିଷଦର ବୈଠକ ଅନୁଷ୍ଠିତ

ଆଗଲପୁର : ଆଜି ଆଗଲପୁରଠାରେ ବିଶ୍ଵ ହିନ୍ଦୁ ପରିଷଦର ପ୍ରଖଣ୍ଡ ସ୍ତରୀୟ ବୈଠକ ସଂପାଦକ ଘନଶ୍ୟାମ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦର ପ୍ରାନ୍ତ ସଂପାଦକ ଯୋଗୀନ୍ଦ୍ର ଦାଶ ଯୋଗଦେଇ ମାନବ ସମାଜକୁ ଭାରତୀୟ ସନାତନ ଧର୍ମର ଅବଦାନ ଉପରେ
Read More...