Yearly Archives

2025

ରାଉରକେଲା ଠାରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ମୋଟ ୩୬ଟି ଅଭିଯୋଗର ହେଲା ଶୁଣାଣି ରାଉରକେଲା, (ସସ୍ମିତା ପ୍ରଧାନ) : ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ତଥା ଅଭିଯୋଗର ସମାଧାନ ନିମନ୍ତେ ରାଉରକେଲା ମହାନଗର ନିଗମ ଠାରେ ଥିବା ସମ୍ମିଳନୀ କକ୍ଷରେ ଯୁଗ୍ମ ଜନ ଶୁଣାଣି କାଙ୍କ'କ୍ରକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ
Read More...

ରାଉରକେଲା ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଆସନ୍ତା ୭ରୁ ୧୬ ପର୍ଯ୍ୟନ୍ତ

ରାଉରକେଲା. (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକ୍ଟର -୧୩ ମେଲଣ ପଡ଼ିଆରେ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରା.ଲି. ପକ୍ଷରୁ 'ଆପେଲ ସାଇନ୍ ଆଣ୍ଡ ଗ୍ରାଫିକ୍ସ' ସହାୟତାରେ “ରାଉରକେଲା ଆନ୍ତର୍ଜାତୀୟ ବାଣିଜ୍ୟ ମେଳା - ୨୦୨୫” ଅନୁଷ୍ଠିତ ହେବାକୁ ଯାଉଛି । ଏହି ମଲ୍ଟି ସେକ୍ଟର ବି ୨ ବି ଏବଂ ବି
Read More...

ଗାୟତ୍ରୀ ଉଚ୍ଚ ବିଦ୍ୟାଳୟ ସାପଲହର ୨୦୦୯ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାୟତ୍ରୀ ଉଚ୍ଚ ବିଦ୍ୟାଳୟ ସାପଲହର ୨୦୦୯ ବ୍ୟାଚର ଦୀର୍ଘ ୧୬ ବର୍ଷ ପରେ ଏକ ବନ୍ଧୁମିଳନ ଉତ୍ସବ ପ୍ରସିଦ୍ଧ ଶୈବପୀଠ ଦେବଦର୍ହା ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୁରୁଣା ଦିନର ସ୍ମୃତି ତଥା ସେ ସମୟର ପାଠପଢ଼ାକୁ
Read More...

ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କେନ୍ଦ୍ର ଘୁନେଶ୍ ଗାଁ ହାଇସ୍କୁଲ ଖେଳ ପଡିଆରେ ପଞ୍ଚାୟତ ସ୍ତରୀୟ (୩୯ ଗାଁରୁ) ଲକ୍ଷେ ଘର ଗଣ୍ଡା ସମାଜର ନୂଆଁଖାଇ ଭେଟଘାଟ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ନିର୍ବାଚନ
Read More...

ମାନବବାଦୀ ଓ ସାର୍ବଜନୀନ ଦୃଷ୍ଟିକୋଣ ପାଇଁ ଚିତ୍ତରଞ୍ଜନ ଦାସ ଥିଲେ ଅନନ୍ୟ

ଅସୀମିତ ପ୍ରଜ୍ଞା ଓ ଗଭୀର ଚିନ୍ତାଧାରା ସମନ୍ୱିତ ଚିତ୍ତରଞ୍ଜନ ଥିଲେ ଓଡ଼ିଶାର ସକ୍ରେଟିସ୍ପ୍ରଗତି ଉତ୍କଳ ସଂଘରେ ଚିତ୍ତରଞ୍ଜନ ଦାସଙ୍କ ଜୟନ୍ତୀ ପାଳିତ ରାଉରକେଲା, (ସସ୍ମିତା ପ୍ରଧାନ) : ଧୂରୀଣ ଲେଖକ, ଅନୁବାଦକ, ଦାର୍ଶନିକ ତଥା ସମାଜ ସଂସ୍କାରକ ଚିତ୍ତରଞ୍ଜନ ଦାସ ଜଣେ ପ୍ରତିଷ୍ଠିତ
Read More...

ଆଇଆଇଟି ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ନମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା

● ସମଗ୍ର ଭାରତରେ ସ୍ୱଦେଶୀ ଚିପ୍ ନିର୍ମାଣ ଏବଂ ପ୍ୟାକେଜିଂ କ୍ଷମତା ପାଇଁ ପ୍ରତିଭା ପୁଲ ବିକାଶ କରିବାରେ ହେବ ସହାୟକ● ଯୁବପିଢ଼ିଙ୍କୁ ଶିଳ୍ପ-ପ୍ରସ୍ତୁତ ଦକ୍ଷତାରେ ପ୍ରଶିକ୍ଷଣ ପ୍ରଦାନ କରି ନମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଡିଜାଇନ୍ ଇନ୍ ଇଣ୍ଡିଆ’ ପଦକ୍ଷେପକୁ
Read More...

ଅହିଲ୍ୟାନଗର ସମ୍ପ୍ରସାରିତ ସମବାୟ ଚିନି କାରଖାନାକୁ ଉଦଘାଟନ କରିଛନ୍ତି ଅମିତ ଶାହ

ପଦ୍ମଶ୍ରୀ ଡକ୍ଟର ବିଠଲରାଓ ଭିଖେ ପାଟିଲ ଏବଂ ପଦ୍ମ ଭୂଷଣ ବାଲାସାହେବ ଭିଖେ ପାଟିଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନକେବଳ ଛତ୍ରପତି ଶିବାଜୀ ମହାରାଜଙ୍କ ଅନୁଗାମୀମାନେ ଔରଙ୍ଗାବାଦର ନାମ ପରିବର୍ତ୍ତନ କରି ସମ୍ଭାଜୀନଗର ଏବଂ ଅହମ୍ମଦନଗରର ନାମ ପରିବର୍ତ୍ତନ କରି ଅହିଲ୍ୟାନଗର କରିବାର ସାହସ
Read More...

ଦେଶର ପ୍ରଥମ ସମବାୟ ମଲ୍ଟି-ଫିଡ୍ କମ୍ପ୍ରେସଡ୍ ବାୟୋଗ୍ୟାସ କାରଖାନାର ଉଦଘାଟନ କଲେ ଅମିତ ଶାହ

ସମବାୟ ଚିନି କାରଖାନା ଇତିହାସରେ ପ୍ରଥମ ଥର ପାଇଁ କମ୍ପ୍ରେସଡ ବାୟୋଗ୍ୟାସ ଏବଂ ପଟାସ ଗ୍ରାନୁଲ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠିତଭାରତର ପ୍ରଥମ ସମବାୟ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ ଦୈନିକ ୧୨ ଟନ ସିବିଜି ଏବଂ ଗୁଡ଼ରୁ ୭୫ ଟନ ପଟାସ ଉତ୍ପାଦନ କରିବ, ଯାହା ବିଦେଶରୁ ଏହି ଉତ୍ପାଦଗୁଡ଼ିକର
Read More...

କାଶ ସିରପର ଗୁଣବତ୍ତା ଏବଂ ଯୁକ୍ତିସଂଗତ ବ୍ୟବହାରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ…

• ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହ ଭାରତ ସରକାରଙ୍କ ଔଷଧ ନିୟନ୍ତ୍ରକ ଓ ନିୟାମକ ସଂସ୍ଥାର ଅଧିକାରୀମାନେ କଲେ ଅଂଶଗ୍ରହଣ• ନିୟମ ଅନୁପାଳନ ପାଇଁ ସବୁ ଔଷଧ ଉତ୍ପାଦନକାରୀଙ୍କୁ ନିର୍ଦ୍ଦେଶ; ନିୟମ ମାନୁନଥିବା ସଂସ୍ଥାକୁ ଚିହ୍ନଟ କରି କାର୍ୟ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ• କାଶ
Read More...

ଜରାସିଂହା ପାଟଖଣ୍ଡା ଯାତ୍ରା : ଦେବୀଙ୍କ ବାହୁଡ଼ା ବିଜୟ ଆଜି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଯାତ୍ରାର ବଉରାପିଟା ଗୁଡ଼ିରୁ ନିଶିଗୁଡ଼ି ଖଳାକୁ ରବିବାର ସକାଳ ୯ଟାରେ ମାଁ ପାଟଖଣ୍ଡା ଦେବୀଙ୍କ ଆଗମନ ହୋଇଥିଲା । ସେହିପରି ଅପରାହ୍ନ ୧ଟା ପରେ ଜେନାପୂଜା ଓ ବିରୁପାଣି ପୂଜା ଏବଂ ରାତ୍ର ୯ଟାରେ ନିଶିଗୁଡ଼ି ଖଳାରେ ଯାତ୍ରା ଆରମ୍ଭ
Read More...