Yearly Archives

2025

ହିଞ୍ଜିଳି ଥାନା ଚୈତନ୍ୟପଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଅଧିନସ୍ଥ ଚୈତନ୍ୟପଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଖବର ମିଳିଛି । ଉକ୍ତ ଗ୍ରାମର ଗ୍ରାମବାସୀଙ୍କ କହିବା ଅନୁସାରେ ସାପ କାମୁଡାରେ ମୃତ୍ୟୁ ହୋଇଥିବା କୁହାଯାଉଛି । ଘଟଣା ସ୍ଥଳରେ
Read More...

ଦେଶୀ ରନ୍ଧା ମଦ ସହ ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅନ୍ତର୍ଗତ ବାହାବଲ ଗ୍ରାମର ଟିକେଶ୍ୱର ମେହେରଙ୍କୁ ଖପ୍ରାଖୋଲ ପୋଲିସ ଦେଶୀ ରନ୍ଧା ମଦ ସହ ଗିରଫ କରିଛି । ସୂଚନା ଅନୁଯାୟୀ ଖପ୍ରାଖୋଲ ପୋଲିସ ସୋମବାର ସନ୍ଧ୍ୟା ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଜଣେ ବ୍ୟକ୍ତି ରାସ୍ତା କଡ଼ରେ ଦେଶୀ
Read More...

ପାଇକମାଲରେ ଡାକସେବା ଠପ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲରେ ଡାକସେବା ଗତ ସୋମବାରରୁ ବନ୍ଦ ଅଛି । ଟଙ୍କା ଜମା ଓ ଉଠାଣ ସହ ଅନ୍ୟ କୌଣସି କାମ ହେଉନି । ବିଭଗୀୟ କର୍ମଚାରୀ କହୁଛନ୍ତି ଯାନ୍ତ୍ରିକ ତ୍ରୁଟି ଅଛି । ଡାକଘର ଖୋଲା ଅଛି କିନ୍ତୁ ସମସ୍ତ ସେବା ବନ୍ଦ ରହିଛି । ଠିକ ହେବାକୁ ସମୟ
Read More...

ରିଜର୍ଭ ଜଙ୍ଗଲରୁ କଟିଲା ଶହ ଶହ ଗଛ : ରେଞ୍ଜ ଅଫିସରେ ଧାରଣା ଦେଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ରାଜ୍ୟରେ ବର୍ତ୍ତମାନ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ସରି ନ ଥିବା ବେଳେ ଝାରବନ୍ଧ ବନ ବିଭାଗ ଅଧିନ କୁର୍ଲୁପାଲି ଭଣ୍ଡାରପୁରୀ ମଧ୍ୟରେ ଥିବା ସଂରକ୍ଷିତ ଜଙ୍ଗଲରୁ କୁର୍ଲୁପାଲି ସରପଞ୍ଚଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ତୁକରାମ ପଟେଲ ବେଆଇନ ଭାବେ
Read More...

ବ୍ୟବସାୟୀ ଶିବଦୟାଲ ଜୈନଙ୍କୁ ବୋଲେରୋ ଧକ୍କା ମାରି ହତ୍ୟା ଉଦ୍ୟମ ଘଟଣାରେ ଅଙ୍କୁର ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟ…

ଟିଟଲାଗଡ, (ସଞ୍ଜୟ କୁମାର ନାୟକ) : ୨୮ ତାରିଖ ରାତି ୯ ଟା ୫୯ ମିନିଟ ସମୟରେ ସନ୍‌ଭ୍ୟୁ ହୋଟେଲରୁ ଶିବଦୟାଲ ଜୈନ ନିଜର ସ୍କୁଟି ଯୋଗ ଘରକୁ ଫେରୁଥିବା ସମୟରେ ଘର ପାଖ ବୁଲାଣିରେ ଗୋଟିଏ ଅଜଣା ବୋଲେରୋ ଧକ୍କା ଦେଇ ଫେରାର୍‌ ମାରିଥିଲା । ତେବେ ଘଟଣା କ'ଣ ବୋଲି ପ୍ରଥମେ ଆଚମ୍ବିତ ହୋଇ ଯାଇଥିଲେ
Read More...

ଶାରଦୀୟ ରାମଚଣ୍ଡୀ ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଯିବା ବାଟରେ ଥିବା ବିଶାସହେ କୁଳ କୁଳିତା ସମାଜର ଇଷ୍ଟଦେବୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ମଙ୍ଗଳବାର ଶାରଦୀୟ ରାମଚଣ୍ଡୀ ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ପ୍ରଥମେ ମା' ଭଉଣୀଭାଇମାନେ ମିଳିମିଶି
Read More...

ପଞ୍ଚଦିବସୀୟ ରନିଙ୍ଗ ଫୁଟବଲ ଟୁର୍ନାମେଣ୍ଟ : ସେମିରେ ସରଗାଡ ଏକାଦଶ

ଆଗଲପୁର, (ବିମଳେନ୍ଦୁ ସାହୁ) : ବ୍ଲକ ନଅଗାଁ (ଖ) ହାଇସ୍କୁଲ ଖେଳ ପଡିଆ ଠାରେ ପଲ୍ଲୀ ଆଲୋକ ପାଠାଗାର ତଥା ଗ୍ରାମବାସୀଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ପଞ୍ଚଦିବସୀୟ ରନିଙ୍ଗ ଫୁଟବଲ ପ୍ରତିଯୋଗିତାର ଚତୁର୍ଥ ଦିବସର ଖେଳ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଯୋଧ୍ୟା-ବାରାଣସୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରୁ ୧୪୦ ଜଣ ତୀର୍ଥଯାତ୍ରୀ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ଆର୍ନ୍ତଜାତିକ ବରିଷ୍ଠ ନାଗରିକ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ପାଳନ କରାଯାଇଥିଲା । ମଧୁସୂଦନ ନାୟକ ଅତିଥିମାନଙ୍କୁ ମଂଚାସୀନ ହେବା ପାଇଁ
Read More...

ଜୟପାଟଣା ତୈଳିକ ବୈଶ୍ୟ ସାହୁ ସମାଜର ରକ୍ତଦାନ ଶିବିର ଓ ସଚେତନ ସମାରୋହ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ବ୍ଲକ ସମ୍ମୁଖ ସ୍ଥିତ ତୃପ୍ତି ଏନକ୍ଲେଭ ତୈଳିକ ବୈଶ୍ୟ ସାହୁ ସମାଜ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଓ ସଚେତନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାମାଜିକ ସହଯୋଗ ଓ ରକ୍ତଦାନ କରି ଅନ୍ୟର ମଙ୍ଗଳ ପାଇଁ ସମସ୍ତେ ସଂକଳ୍ପ ବଦ୍ଦ
Read More...