Yearly Archives

2025

ସିବିଆଇର ଚଢାଉରେ ଚକ୍ରଧରପୁର ରେଳ ମଣ୍ଡଳ ପୁଣି ଚର୍ଚ୍ଚାରେ : ବଣ୍ଡାମୁଣ୍ଡାରେ ଆର୍‌ପିଏଫ୍‌ ଜବାନ ଗିରଫ୍

ଲାଞ୍ଚ ନେବା ସମୟରେ ମାଡିବସିଲା ସିବିଆଇ ରାଉାକେଲା, (ସସ୍ମିତା ପ୍ରଧାନ) : ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ବଣ୍ଡାମୁଣ୍ଡାରୁ ବଡ଼ ଖବର ଆସିଛି । ବଣ୍ଡାମୁଣ୍ଡାରେ ସିବିଆଇର ଚଢାଉରେ ଜଣେ ଆର୍‌ପିଏଫ୍‌ ଜବାନକୁ ଲାଞ୍ଚ ନେବା ସମୟରେ ଗିରଫ୍ କରାଯାଇଛି । ଗତ କିଛି ମାସ ମଧ୍ୟରେ ସିବିଆଇ
Read More...

ବଲାଙ୍ଗିର ଦିନ୍‌ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପି. ପି. ଏକାଡେମୀ ଠାରେ ବଲାଙ୍ଗିର ଦିନ୍‌ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୧, ୧୯୪୯ ମସିହାରେ ବଲାଙ୍ଗିର ଜିଲ୍ଲା ନାମରେ ନାମିତ ହୋଇଥିଲା । ଏହି ଦିନକୁ
Read More...

ଶୋକାକୁଳ ପରିବେଶରେ ପ୍ରବାସୀ ଶ୍ରମିକର ଅନ୍ତିମ ସଂସ୍କାର

ଜୟପାଟଣା, (ଶେଷଦେବ ବେହେରା) : ଗତ ଚାରିମାସ ତଳେ ବେଙ୍ଗାଲୁରୁକୁ ଯାଇ ଏକ ଘରୋଇ ସଂସ୍ଥାରେ ପ୍ରବାସୀ ଶ୍ରମିକ ଭାବରେ କାର୍ଯ୍ୟରତ ଥିବା ପଚିଶ ବର୍ଷର ଯୁବକ ଗିରିରାଜ ବଣୁଆଙ୍କ ବେଙ୍ଗାଲୁରୁ ଠାରେ ଟ୍ରେନ ସହ ଧକ୍କା ହୋଇ ମୃତ୍ୟୁ ବରଣ କରିଥିବା ଘଟଣା ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି
Read More...

ଉତ୍କଳମଣିଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାରନଗରୀର ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡି ପଏଂଟ ଠାରେ ୧୪୮ ତମ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷାବିତ୍ ଶାନ୍ତନୁ
Read More...

ରାଧେଶ୍ୟାମ ଫାଉଣ୍ଡେସନ ପକ୍ଷରୁ ଛତ୍ରପୁର ଠାରେ ଉତ୍କଳମଣିଙ୍କ ୧୪୮ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଛତ୍ରପୁର ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଦାସଙ୍କ ୧୪୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଟ୍ରଷ୍ଟର ସଭାପତି ତଥା ୧୦ ନଂ ୱାର୍ଡ଼ କାଉନସିଲର ଦେବାଶିଷ ମିଶ୍ରଙ୍କ
Read More...

ପଲ୍ସ ପୋଲିଓ କାର୍ଯ୍ୟକ୍ରମ -୨୦୨୫ ସମ୍ବନ୍ଧୀୟ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ବୈଠକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଆସନ୍ତା ଅକ୍ଟୋବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପଲ୍ସ ପୋଲିଓ ବୁନ୍ଦା ସେବନ କାର୍ଯ୍ୟକ୍ରମର ସଫଳ
Read More...

ଲେଖକ ଦେଖା କାର୍ଯ୍ୟକ୍ରମ ଆୟୋଜିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି କେ. ଭି ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ପକ୍ଷରୁ ବଲାଙ୍ଗିର ଠାରେ ଏକ ଲେଖକ ଦେଖା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ନାତ୍ତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ଡ. ସଞ୍ଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ କବି
Read More...

ବାଙ୍କୀପାଲି କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବାଙ୍କୀପାଲି କ୍ଲଷ୍ଟର ଅନ୍ତର୍ଗତ କନ୍ଦାଗାଡ ଉଚ୍ଚ ବିଦ୍ୟାଳୟ ପରିସରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସୁନିଲ ସେଠଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ଗୋପବନ୍ଧୁ ପାଠାଗାରରେ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ସହ ଦ୍ୱାବିଂଶ ତମ ବାର୍ଷିକ ଉତ୍ସବ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ଦାସ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ଶିକ୍ଷାବିତ୍, ସାମ୍ବାଦିକ ଏବଂ ସାହିତ୍ୟିକ ଥିଲେ । ତାଙ୍କର ମହାନ ତ୍ୟାଗ ଓ ସେବା ପାଇଁ ତାଙ୍କୁ "ଉତ୍କଳମଣି" (ଓଡ଼ିଶାର ମଣି) ଉପାଧିରେ ଭୂଷିତ କରାଯାଇଥିଲା । ସେ ନିଜର
Read More...

ସର୍ବନିମ୍ନ ସହାୟକ ମୂଲ୍ୟ : ସୁରକ୍ଷା କବଚରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ

• ମଜବୁତ କ୍ରୟ, ବ୍ୟାପକ କୃଷକ ସାମିଲ, ଡିଜିଟାଲ୍ ସଂସ୍କାର ଏବଂ ରାଷ୍ଟ୍ରୀୟ ଆତ୍ମନିର୍ଭରଶୀଳତାର ଉନ୍ନତି• ରବି ବିପଣନ ଋତୁ (ଆରଏମଏସ) ୨୦୨୬-୨୭ ପାଇଁ ଏମଏସପି ମଞ୍ଜୁର; କ୍ରୟ ଆକଳନ ୨୯୭ ଲକ୍ଷ ମେଟ୍ରିକ ଟନ୍, ଏବଂ ଚାଷୀମାନେ ଏମଏସପି ହାରରେ ପ୍ରାୟ ୮୪,୨୬୩ କୋଟି ଟଙ୍କା ପାଇବେ• ଆରଏମଏସ
Read More...