ପ୍ୟାଲେସ୍ ଲାଇନ୍ରେ ନାଳ ଚୋରୀ : ଆର୍ଟିଆଇ କର୍ମୀଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ୱାର୍ଡ ନଂ୨୧ ସ୍ଥିତ ପ୍ୟାଲେସ ଲାଇନ ପଡା ଠାରେ ନାଳ ଚୋରୀ ହୋଇଥିବା ଏକ ଅଜବ ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ମୁତାବକ, ବାରମ୍ବାର ଗୁହାରି ପରେ ଗତ ୨୦୨୩ ମସିହା ୨୩ ସେପ୍ଟେମ୍ବରରେ ରାସ୍ତା ଓ ନାଳ ତିଆରି ପାଇଁ ପୌରପାଳିକା ପ୍ରସ୍ତାବ ଗ୍ରହଣ!-->…
Read More...
Read More...