Yearly Archives

2025

ବ୍ଲକସ୍ତରୀୟ କୃଷକ ସୂଚନା ପରାମର୍ଶ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବ୍ଲକ ସ୍ତରୀୟ କୃଷି ସୂଚନା ପରାମର୍ଶ କେନ୍ଦ୍ରର ପରାମର୍ଶଦାତା ବୈଠକ ଡେଲାଙ୍ଗ କୃଷି ସୂଚନା ପରାମର୍ଶ କେନ୍ଦ୍ର ସଭା କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ପରାମର୍ଶ କେନ୍ଦ୍ର ସଭାପତି ଲଡୁକିଶୋର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ
Read More...

ବାଇକ୍ ଟ୍ରକ୍ ଦୁର୍ଘଟଣାରେ ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ, ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍

ଦେଓଗାଁ, (ମନୀଷ କୁମାର ସାହୁ) : ବାଇକ ଓ ଟ୍ରକ ଧକ୍କାରେ ଜଳିଗଲା ଟ୍ରକ । ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଟ୍ରକ ଧକ୍କାରେ ଶରୀରରୁ ବିଚ୍ଛିନ୍ନ ହୋଇଗଲା ମୁଣ୍ଡ । ଆଜି ସନ୍ଧ୍ୟା ପ୍ରାୟ ୭ଟାରୁ ସାଢେ଼ ୭ଟା ସମୟରେ ଦେଓଗାଁ କଲେଜ ଛକରୁ ଗାଇବାହାଲ ରାସ୍ତାରେ ଘଟିଛି ଏଭଳି ଏକ
Read More...

ବଡବନ୍ଧ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାରସମାଲ ପଞ୍ଚାୟତ ଅନ୍ତର୍ଗତ ଚୋରମରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଡବନ୍ଧ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ
Read More...

ଆଦ୍ୟାଶକ୍ତି ନାରୀ ସଂଗଠନର କନ୍ୟା ସନ୍ତାନ ଦିବସ ଓ ନୂଆଁଖାଇ ଭେଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ତେଲିଗୋଠପଡା ଠାରେ ଥିବା ପୂର୍ଣ୍ଣଚନ୍ଦ୍ର ପାଠାଗାରରେ ଆଦ୍ୟାଶନ୍ତି ନାରୀ ସଂଗଠନ ତରଫରୁ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ସହିତ ନୂଆଁଖାଇ ଭେଟ ଅନୁଷ୍ଠିତ ହୋଇଯାଇଛି । ସଭାପତି ମାଳତି ଉଦ୍‌ଗାତା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ
Read More...

କପିଲାଭଟାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାବ୍ଦୀ ଉତ୍ସବ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗାଁରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାବ୍ଦୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ କପିଲାଭଟା ମଣ୍ଡଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଡଙ୍ଗରପଡ଼ାରେ କ୍ଲଷ୍ଟର ସ୍ତରୀୟ ଶିଶୁ ‘ସୁରଭି’ ମହୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡାମାଲ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଡ଼ା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ଶିଶୁମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃତୀ
Read More...

ସୁପ୍ରିମକୋର୍ଟର ପୂର୍ବତନ ନ୍ୟାୟଧୀଶ ଜଷ୍ଟିସ ଏ. କେ. ପଟ୍ଟନାୟକଙ୍କ ସୁନ୍ଦରଗଡ ଗସ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି)ର ନିରୀକ୍ଷଣ କର୍ତ୍ତୃପକ୍ଷ ଭାବେ ସୁପ୍ରିମକୋର୍ଟର ପୂର୍ବତନ ନ୍ୟାୟଧୀଶ ଜଷ୍ଟିସ ଏ. କେ. ପଟ୍ଟନାୟକ ସୁନ୍ଦରଗଡର ୫ ଦିନିଆ ଗସ୍ତରେ ଆସିଛନ୍ତି । ଏହି ଗସ୍ତରେ ସେ ଓମ୍ବାଡସି ପାଣ୍ଠି
Read More...

ବରିଷ୍ଠ ସାମ୍ୱାଦିକ ରମେଶ ବାରିକଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ବରିଷ୍ଠ ତଥା ଅଭିଜ୍ଞ ସାମ୍ୱାଦିକ ରମେଶ ଚନ୍ଦ୍ର ବାରିକ (୬୫)ଙ୍କ ପରଲୋକ ହୋଇଯାଇଛି । ଝାରବନ୍ଧର ସେ ଏକ ଜଣାଶୁଣା ବ୍ୟକ୍ତିତ୍ୱ ଥିବାବେଳେ ନିର୍ଭିକ ଭାବରେ ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ସମ୍ବାଦ ପରିବେଷଣ କରୁଥିଲେ ।
Read More...

“ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ : ବାରଖମା ଦଳ ବିଜୟୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖାମା ପଞ୍ଚାୟତ ସ୍ଥିତ ସ୍ପୋର୍ଟସ୍ କ୍ଲବ୍ ଗ୍ରାଉଣ୍ଡରେ "ଏକ ଭାରତ ଶ୍ରେଷ୍ଠ ଭାରତ" କାର୍ଯ୍ୟକ୍ରମ ଉପଲକ୍ଷେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ୧୩୬ ବିଏସ୍‌ଏଫ୍‌ ବାଟାଲିୟନ ଦଳ ଏବଂ ବାରଖାମା
Read More...

ବିଜୟ ହାଇସ୍କୁଲକୁ ଜୁନିୟର କଲେଜ ମଞ୍ଜୁରୀକୁ ନେଇ ତୀବ୍ର ଅସନ୍ତୋଷ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଠାରେ ଥିବା ବିଜୟ ହାଇସ୍କୁଲକୁ ଜୁନିୟର କଲେଜ ମଞ୍ଜୁରୀ କରିଥିବା ନିଷ୍ପତିକୁ ତୀବ୍ର ବିରୋଧ କରିବା ସହ ଖୁବ ଶୀଘ୍ର ଏହି ନିଷ୍ପତ୍ତିକୁ ସରକାର ପ୍ରତିହାର କରନ୍ତୁ ବୋଲି ଅଭିଭାବକ, ଜିଲ୍ଲା
Read More...