Yearly Archives

2025

କଟକ ଜିଲ୍ଲା ସାମ୍ବାଦିକ ସଂଘର ତୃତୀୟ ବାର୍ଷିକ ଉତ୍ସବ ପାଳିତ

କଟକ, (କେପିଏନ୍‌ଏସ୍‌) : ରାଜ୍ୟ ସାମ୍ବାଦିକ ସଂଘର କଟକ ଜିଲ୍ଲା ଶାଖାର ତୃତୀୟ ବାର୍ଷିକ ଉତ୍ସବ ସି ଏମ ସି-୫୮ ନମ୍ବର ୱାର୍ଡ ଅନ୍ତର୍ଗତ ପ୍ରତାପନଗରୀ ଧାକୁଲେଇ ମଣ୍ଡପରେ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅଗ୍ରଣୀ
Read More...

ନୂଆପଡା ଜିଲ୍ଲାରେ ଚାଷୀଙ୍କୁ ଘାରିଛି ହାତୀ ଆତଙ୍କ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲାରେ ଚାଷୀଙ୍କୁ ଘାରିଛି ହାତୀର ଆତଙ୍କ, ଧାନ ଅମଳ ସମୟରେ ଧାନ ଖାଇବା ସହ କରୁଛନ୍ତି ବ୍ୟାପକ କ୍ଷତି । ଏଭଳି ଅଭିଯୋଗ ଆସିଛି । କୋମନା ବନ ଅଞ୍ଚଳରେ ଗତ ଚାରି ଦିନ ହେବ ୩୦ ଟିକିଆ ହାତୀପଲ ବ୍ୟାପକ ଧାନ ଫସଳ ନଷ୍ଟ କରୁଥିବାବେଳେ ବନ ବିଭାଗ କୌଣସି
Read More...

ଜୁରାବନ୍ଧଠାରେ ବ୍ଲକସ୍ତରୀୟ ତିନିଦିନିଆ ଖେଳକୁଦ ପ୍ରତିଯୋଗିତା ଶୁଭାରମ୍ଭ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ମାଇ ଭାରତ ବଲାଙ୍ଗିର ଓ କପିଳେଶ୍ଵର ଯୁବକ ସଂଘ ଆନୁକୂଲ୍ୟରେ ବ୍ଳକ ସ୍ତରୀୟ ୩ ଦିନିଆ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଜୁରାବନ୍ଧ ଗ୍ରା.ପ ସରପଞ୍ଚ ପ୍ରତିନିଧି ନରେଶ ସଗ୍ରିଆ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ । ସମ୍ମାନିତ
Read More...

ବଲାଙ୍ଗିର ସଙ୍କୁଳ ଶିଶୁଭାରତୀ ପଦାଧିକାରୀ ବୈଠକ ଅନୁଷ୍ଠିତ

ଚୁଡାପାଲି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଂକୁଳର ଶିଶୁଭାରତୀ ପଦାଧିକାରୀ ବୈଠକ ସଂକୁଳ ପ୍ରମୁଖ ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ଅଧ୍ୟକ୍ଷ୍ୟତାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚୁଡାପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସଂକୁଳ ସଂଯୋଜକ ସନାତନ ମିଶ୍ର ପରିଚାଳନା ସମିତିର ସଭାପତି
Read More...

କମ୍ଭୁପାଣି ପାଢ଼ିଙ୍କୁ ଅଧିବକ୍ତା ପରିଷଦ ଟିଟିଲାଗଡ଼ ଶାଖା ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକଙ୍କ) : ଟିଟିଲାଗଡ଼ ସହରର ବରିଷ୍ଠ ଆଇନଜୀବୀ କମ୍ଭୁ ପାଣି ପାଢ଼ୀ ଓଡିଶା ଆଇନଜୀବୀ ପରିଷଦର ସଦସ୍ୟ ନିର୍ବାଚିତ ହେବାପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଆଇନଜୀବୀ ପରିଷଦରେ ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ନିଧନ ପରେ ରିକ୍ତଥିବା ପଦ ପୂରଣ ପାଇଁ ଗତ ତା.
Read More...

ନୂଆପଡାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବିତରଣ ସମାରୋହ

ଜିଲ୍ଲାର ୮୪,୧୫୪ ଜଣ ଚାଷୀ ଉପକୃତ ହେବେ ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଡିପିଆର୍‌ସି, ସିଲଦା ସମ୍ମିଳନୀ କକ୍ଷରେ
Read More...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନେତୃତ୍ୱରେ ଟାକ୍ସଫୋର୍ସ କମିଟିର ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ଦାଦନ ପ୍ରବଣ ଖପ୍ରାଖୋଲ ବ୍ଲକକୁ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ନେତୃତ୍ୱରେ ଟାକ୍ସଫୋର୍ସ କମିଟି ବୁଧବାର ଗସ୍ତ କରିଥିଲେ । ଏହି ଅବସରରେ ଭାନପୁର ପଞ୍ଚାୟତ ତୁର୍ଲା ଗାଁକୁ ଗସ୍ତ କରିଥିଲେ । ଘର ଘର ବୁଲି ସର କାରୀ ଯୋଜନାର
Read More...

ଖୋଲାଣରେ ଜିଲ୍ଲା ସ୍ତରୀୟ ଶୌଚାଳୟ ଦିବସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାଣ ଠାରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଶୌଚାଳୟ ଦିବସ ପାଳନ ହୋଇଯାଇଛି । ଟିଟିଲାଗଡ଼ ବିଡ଼ିଓ ଚନ୍ଦ୍ରମଣୀ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜଳ ଓ ପରିମଳ ମିଶନ ୟୁନିସେଫର ରାଜ୍ୟ ପରାମର୍ଶଦାତା ସଂକୁଳି ବିଶ୍ଵାଳ
Read More...

ତାମିଲନାଡୁର କୋଏମ୍ବାଟୁରଠାରେ ଅନୁଷ୍ଠିତ ହେଲା କିଷାନ ସମ୍ମାନନିଧି ସମାରୋହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ହେଲା ଉଦଘାଟିତପିଏମକିଷାନ ସମ୍ମାନନିଧିର ୨୧ତମ କିସ୍ତି ବ୍ୟାଙ୍କଖାତା ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହସ୍ତାନ୍ତରଦେଶର ୯କୋଟିରୁ ଉର୍ଦ୍ଧ ଚାଷୀଙ୍କ ସହିତ ଜିଲ୍ଲାର ୨,୩୭, ୭୧୨ଜଣ ଚାଷୀ ହେଲେ ଉପକୃତ ବାରିପଦା,
Read More...

ଟିଟିଲାଗଡ଼ ଜିଆରପି ଏଏସଆଇ ଉମାକାନ୍ତ ଯୋଶୀ ଏବଂ ତାଙ୍କ ସହକର୍ମୀଙ୍କ ମଣିଷ ପଣିଆ

ଟିଟିଲାଗଡ଼, (ସଞ୍ଜୟ ନାୟକ) : ଟିଟିଲାଗଡ଼ ରେଳ ଷ୍ଟେସନରେ ଟ୍ରେନ ନମ୍ବର ୧୮୫୨୯ ଦୁର୍ଗ ବିଶାଖାପାଟନା ଲାଗିଲା । ଜଣେ ବୃଦ୍ଧ ରୋଗୀଙ୍କ ସହ ଦୁଇ ଜଣ ବୟସ୍କ ପରିଜନ ବିଶାଖାପାଟଣା ମେଡିକାଲକୁ ନେବା ପାଇଁ ଅପେକ୍ଷା କରିଥିଲେ । ଟ୍ରେନ ପହଞ୍ଚିବାପରେ ସେମାନେ ବୁକିଂ କରିଥିବା ଟ୍ରେନ କୋଚ ପ୍ରାୟ
Read More...