ଟିଟିଲାଗଡ ରେଳବାଇ ଇନଷ୍ଟିଚ୍ୟୁଟ ଠାରେ ସମ୍ବଲପୁର ମଣ୍ଡଳ ପେନସନଭୋଗୀଙ୍କ ପାଇଁ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଦାଖଲ ମେଗା…
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସମ୍ବଲପୁର ମଣ୍ଡଳର ରେଳବାଇ ଇନଷ୍ଟିଚ୍ୟୁଟ୍ ଟିଟଲାଗଡ଼ରେ ଆଜି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହଯୋଗରେ ଦେଶବ୍ୟାପୀ ଡିଜିଟାଲ୍ ଜୀବନ ପ୍ରମାଣପତ୍ର (ଡିଏଲ୍ସି) ଅଭିଯାନ ୪.୦ ଅନ୍ତର୍ଗତ ଏକ ମେଗା ଶିବିର ଆୟୋଜନ କରାଯାଇଥିଲା । ଏହି ପଦକ୍ଷେପର ଲକ୍ଷ୍ୟ!-->…
Read More...
Read More...