Yearly Archives

2025

ସ୍ମାର୍ଟଫୋନ୍ ଠାରୁ ଲାପଟପ୍ ପର୍ଯ୍ୟନ୍ତ : ଆଇ.ଟି. ହାର୍ଡୱେର୍ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଭାରତ

● ଚେନ୍ନାଇରେ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଭାରତୀୟ କମ୍ପାନୀ ସିର୍ମା ଏସ୍.ଜି.ଏସ୍.ର ଅତ୍ୟାଧୁନିକ ଲାପଟପ୍ ଆସେମ୍ବ୍ଲି ଲାଇନ ଉଦ୍‌ଘାଟିତ● ପିଏଲ୍‌ଆଇ-୨ର ୧୮ମାସର ସ୍ୱଳ୍ପ ସମୟ ମଧ୍ୟରେ ତାମିଲନାଡ଼ୁରେ ପ୍ରଥମ ୟୁନିଟ୍ ଆରମ୍ଭ ହୋଇଛି; “ମେଡ୍ ଇନ୍ ଇଣ୍ଡିଆ” ଲାପଟପ ଉତ୍ପାଦନ ଆରମ୍ଭ●
Read More...

ସି-ଡ୍ୟାକ୍ ଦ୍ୱାରା ଡିଜାଇନ କରାଯାଇଥିବା ଉତ୍ପାଦ ଏରିଜ୍ ଇକୋ ଏବଂ ଏରିଜ୍ ନୋଭା ଡେଭଲପମେଣ୍ଟ ବୋର୍ଡ ଏବଂ ସ୍ୱଦେଶୀ…

● ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କମ୍ପ୍ୟୁଟିଂ ଏବଂ ପ୍ରଯୁକ୍ତିବିଦ୍ୟାର ବିକାଶ ପ୍ରମୁଖ ଆଧାର : ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣେର
Read More...

ଢେଙ୍କାନାଳରେ ‘କପିଳାସ ହାଫ୍ ମାରାଥନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

• ହାତୀ ସୁରକ୍ଷା ଓ ପରିବେଶ ସଚେତନତା ଦିଗରେ ସାଧୁ ଉଦ୍ୟମ - ଧର୍ମେନ୍ଦ୍ର ପ୍ରଧାନ• ଏହି ମାରାଥନ, କପିଳାସକୁ ବିଶ୍ୱ ପର୍ଯ୍ୟଟନର ଏକ ପ୍ରମୁଖ ସ୍ଥଳ ଭାବରେ ପ୍ରତିଷ୍ଠିତ କରାଇବ• ଆମର ପ୍ରାଚୀନ ପରମ୍ପରା, ସଂସ୍କୃତି ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଐରାବତ ବା ହାତୀର ସ୍ଥାନ ସ୍ୱତନ୍ତ୍ର• ମନୁଷ୍ୟ ଓ
Read More...

ଅଦିନିଆ ବର୍ଷାରେ କ୍ଷୟକ୍ଷତି ଓ ଚାଷୀ ଆତ୍ମହତ୍ୟାର କ୍ଷତି ପୂରଣ ଦାବୀରେ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୦ ତାରିଖ ଠାରୁ ୨ଟି ପର୍ଯ୍ୟାୟରେ ଲଘୁଚାପ ଜନିତ ଅଦିନିଆ ବର୍ଷା ଦ୍ଵାରା ଜିଲ୍ଲାର ସମସ୍ତ ଅଞ୍ଚଳରେ ଧାନ ଓ ଅଣଧାନ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଯାଇଛି । ଏବେ ବର୍ତ୍ତମାନ ଚାଷୀକୂଳ ବେସାହାରା ଫସଲ କ୍ଷତି ଭରଣା ହେବା
Read More...

ସୁଭଦ୍ରା ପୋର୍ଟାଲରୁ ଭୁଲରେ ନାମ ବାଦ ହୋଇଯାଇଥିଲେ କରିହେବ ପୁନଃସାମିଲ

ଭୁବନେଶ୍ୱର : ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି । ଏହା ଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ । ଏହି ସୁବିଧା ଉପଲବ୍ଧ ହେବା ପରେ ପ୍ରାୟ ୮୦୦୦ରୁ ଅଧିକ
Read More...

୩୭ତମ ଜିଲ୍ଲା ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ମହୀମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ୩୭ତମ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ମୁରିବାହାଲ ସରସ୍ଵତୀ ଶିଶୁ ମନ୍ଦିରର ୨୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସରସ୍ଵତୀ ଶିଶୁ ମନ୍ଦିରର ୨୧ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଯୋଗେଶ୍ୱର ବିହାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସରସ୍ଵତୀ ଶିଶୁ ମନ୍ଦିର ପରିଚାଳନା ସମିତି ସଭାପତି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ
Read More...

ନିଖିଳ ଓଡିଶା ଆଶା କର୍ମୀ ସଂଘର ଚତୁର୍ଥ ରାଜ୍ୟ ସମ୍ମିଳନୀ ଉଦ୍‌ଘାଟିତ

ଦାବି ହାସଲ ପାଇଁ ବଜେଟ ଅଧିବେଶନରେ ରାଜ୍ୟ ବ୍ୟାପି ଆନ୍ଦୋଳନ ଆହ୍ୱାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡିଶା ଆଶା କର୍ମୀ ସଂଘର ଚତୁର୍ଥ ରାଜ୍ୟ ସମ୍ମିଳନୀ ଆଜି ପୂର୍ବାହ୍ନରେ ବଲାଙ୍ଗିର ରାଜେନ୍ଦ୍ର କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଉଦ୍‌ଘାଟିତ ହୋଇଯାଇଛି ।
Read More...

ବଲାଙ୍ଗିର ଜିଲ୍ଲାକୁ ମିଳିଲା ବଡ଼ ସଫଳତା : ପାୱାର ଲିଫ୍ଟିଙ୍ଗ୍‌ରେ ମିଳିଛି ମୋଟ୍‌ ୧୬ଟି ପଦକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାକୁ ମିଳିଲା ବଡ଼ ସଫଳତା । ରାୟପୁର ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ପାୱାର ଲିଫ୍ଟିଙ୍ଗ୍‌ ପ୍ରତିଯୋଗତାରେ ବଲାଙ୍ଗିର ଜିଲ୍ଲାକୁ ମିଳିଛି ମୋଟ୍‌ ୧୬ଟି ପଦକ । ଜିଲ୍ଲାରୁ ପାୱାର ଲିଫ୍ଟିଙ୍ଗ୍‌ ଖେଳିବା ପାଇଁ ଯାଇଥିବା ଖେଳାଳୀ ମାନେ ୧୧ଟି
Read More...

ରବିବାର ଠାରୁ ବ୍ରହ୍ମପୁରରୁ ଅଯୋଧ୍ୟାକୁ ଗଡ଼ିବ ମହାକୁମ୍ଭ ମେଳା ନିମନ୍ତେ ସ୍ୱତନ୍ତ୍ର ବସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତାକାଲି ତା ୧୨.୦୧.୨୦୨୫ ରିଖ ଦିନ ସକାଳ ୧୦ଟା ସମୟରେ ବ୍ରହ୍ମପୁର ଠାରୁ ଅଯୋଧ୍ୟାକୁ ମହାକୁମ୍ଭ ମେଳା ନିମନ୍ତେ ସ୍ୱତନ୍ତ୍ର Multy axcel Volvo AC Sleeper ଯାତ୍ରା ଆରମ୍ଭ କରିବ । ଏହା ଆସନ୍ତାକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ
Read More...