ଭବାନୀପାଟଣାରୁ ଅଯୋଧ୍ୟାକୁ ଗଡିଲା ସ୍ଵତନ୍ତ୍ର ସରକାରୀ ବସ୍
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମହାକୁମ୍ଭ ମେଳା ଦର୍ଶନ ନିମନ୍ତେ କଳାହାଣ୍ଡି ଜିଲ୍ଲାର ଯାତ୍ରୀ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବସ୍ ରବିବାର ଭବାନୀପାଟଣା ନୂଆ ବସଷ୍ଟାଣ୍ଡରୁ ବାହାରି ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛି । ନୂଆ ବସ୍ଷ୍ଟାଣ୍ଡରେ କଳାହାଣ୍ଡି ସାଂସଦ ମାଳବିକା ଦେଓ,!-->…
Read More...
Read More...