Yearly Archives

2025

ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକ ଭାବ ବିନିମୟ କାର୍ଯ୍ୟକ୍ରମ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା କ୍ଳଷ୍ଟର ସ୍ଥିତ ଶୁଖା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ଉପରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକମାନଙ୍କୁ ନେଇ ଏକଦିବସୀୟ ଓରିଏଣ୍ଟେସନ ଓ ଭାବ ବିନିମୟ
Read More...

ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ, ସାମାଜିକ ଓ ସାଂକୃତିକ ଅନୁଷ୍ଠାନ ‘ରଚନା’ର ମାସିକ ରଚନା ସନ୍ଧ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଲାଙ୍କର ନୈତିକ ମୂଲ୍ୟବୋଧ ଶିକ୍ଷା ପରିବାରରୁ ହିଁ ଆରମ୍ଭ ହୋଇଥାଏ । ଆମ ଭାରତର ପ୍ରାଚୀନ ସଂସ୍କୃତି, ପୋଥିପୁରାଣ, ଦର୍ଶନଶାସ୍ତ୍ର ପ୍ରତ୍ୟେକରେ ମୂଲ୍ୟବୋଧ ଶିକ୍ଷାର ଉପାଦାନ ରହିଛି । ପରିବାର ଓ ବିଦ୍ୟାଳୟରୁ ପିଲାଙ୍କ ଭିତରେ ସଦଶିକ୍ଷା ଓ ଚରିତ୍ର ଗଠନ
Read More...

ଯୁବା ଦିବସରେ ଗାୟତ୍ରୀ ପରିବାରର ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଅର୍ଯ୍ୟ ସମାଜ ମନ୍ଦିରରେ ଦିନ ୧୧ଟା ସମୟରେ ଗାୟତ୍ରୀ ପରିବାର ଦ୍ୱାରା ଅନ୍ତଃରାଷ୍ଟ୍ରୀୟ ଯୁବା ଦିବସ ଶୁଭ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପବିତ୍ର ବେହେରା
Read More...

୩ ଜଣ ଲୁଟେରାଙ୍କୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଉକା ଦେଖି ଲୁଟ୍‌ କରୁଥିଲେ ବଲାଙ୍ଗିର ସହରରେ । ଆଉ ଲୁଟ୍‌ ପରେ ସିଧା ତାମିଲନାଡ଼ୁକୁ ଫେରାର୍‌ ହୋଇଯାଉଥିଲେ । ଆମେ କହୁଛୁ ବଲାଙ୍ଗିର ଟାଉନ ପୋଲିସ ଦ୍ୱାରା ଗିରଫ ହୋଇଥିବା ୩ ଜଣ ଲୁଟେରାଙ୍କ କଥା । ଏ ସଂପର୍କରେ ବଲାଙ୍ଗିର ପୋଲିସ ପକ୍ଷରୁ ଟାଉନ ଥାନାରେ ଏକ
Read More...

ଅଶୁର୍ଲା-ଖଇରଭାଡ଼ି ଅର୍ଜୁନି ନଦୀରେ ବ୍ରିଜ ନିର୍ମାଣ ଦାବି : ଆନ୍ଦୋଳନ କରିବା ପାଇଁ ଅଞ୍ଚଳବାସୀ ସଜବାଜ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ସାପ୍ତାହିକ ବଜାର ଠାରେ ବିଶିଷ୍ଟ ସମାଜସେବୀ ଦୁର୍ଦ୍ଦକ୍ଷ ହଂସଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କପିଳାଭଟା ପଂଚାୟତ ଅନ୍ତର୍ଗତ ଅଶୁର୍ଲା ଗ୍ରାମରୁ ନୂଆପଡା ଜିଲ୍ଲା
Read More...

ବଙ୍ଗୋମୁଣ୍ଡା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଗରୁଡ଼ଧ୍ୱଜ ବେହେରାଙ୍କ ସଭାପତିତ୍ୱରେ
Read More...

ଏନ୍‌ଏସ୍‌ଏସ୍‌ ତ୍ରିଦିବସୀୟ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଆନୁକୂଲ୍ୟରେ ତ୍ରିଦିବସୀୟ ସ୍ୱେଚ୍ଛାସେବୀ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ତା.୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ଶିବିର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ଚାଲିଛି ।
Read More...

ଆମର୍ ସାହିତ୍ୟ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ସ୍ଥାନୀୟ ରାଜୀବ ଟାଉନ୍ ହଲରେ ଦୁବାଇ ପ୍ରବାସୀ ପ୍ରଶାନ୍ତ କୁମାର ମେହେରଙ୍କ ଆବାହକତ୍ୱ ତଥା କେଶରଞ୍ଜନ ପ୍ରଧାନ ଓ ଅଶୋକ କୁମାର ବହିଦାରଙ୍କ ସଂଯୋଜନାରେ ତୃତୀୟ "ଆମର ସାହିତ୍ୟ ଉତ୍ସବ୍" ଏକ ବର୍ଣ୍ଣାଢ଼୍ୟ ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଧାନମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ବୁଝିଲେ ବରଗଡ଼ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଷୀଙ୍କ ପାଇଁ ଧାନମଣ୍ଡି ଖୋଲା ଯାଇଥିବା ବେଳେ କେତେକ ମଣ୍ଡିରେ ଚାଷୀ ଅନେକ ସମସ୍ୟା ଭୋଗୁଥିବା ଖବର ସାମ୍ନାକୁ ଆସୁଛି । ଏଭଳି ସ୍ଥିତି ଅନୁଧ୍ୟାନ କରି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି
Read More...

କୈବଲ୍ୟ ସାହିତ୍ୟ ସଂସଦର ପ୍ରବାସୀ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଏବଂ କୈବଲ୍ୟ ୱାର୍ଲ୍ଡ ଲିଟ୍‌ରେଚର୍‌ ଫୋରମ୍ ତରଫରୁ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଅବସରରେ ଆଧ୍ୟାତ୍ମିକ କୈବଲ୍ୟ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ନିରାଡମ୍ବର ଭାବେ ପୂର୍ବରୁ ସ୍ଥିରୀକୃତ
Read More...