Yearly Archives

2025

ମା’ ରଣେଶ୍ୱର ରାମଚଣ୍ଡି କ୍ରିକେଟ କପ୍‌ ୨୦୨୫ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ହର୍ଡାଟାଲ ଗ୍ରାମ ସ୍ଥିତ ଧୋବା ଭୋଇ ହାଇସ୍କୁଲ ପଡିଆରେ ଚାରି ଦିବସୀୟ ମା' ରଣେଶ୍ୱର ରାମଚଣ୍ଡି କ୍ରିକେଟ କପ୍‌ ୨୦୨୫ ଉଦ୍‌ଘାଟିତ ହୋଇଯାଇଛି । ଯୁବନେତା ପ୍ରମୋଦ ପଟେଲ ମ୍ୟାଚକୁ ଉଦ୍‌ଘାଟନ କରିଥିବା ବେଳେ ପ୍ରମୋଦ ବେହେରା
Read More...

ଲୋକ ଉତ୍ସବ ସେମିନାର କମିଟି ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋକ ଉତ୍ସବ ସେମିନାର କମିଟି ପ୍ରସ୍ତୁତି ବୈଠକ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ରସରାଜ ଅଚ୍ୟୁତ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିଃ ଏହି ବୈଠକରେ ଉପସ୍ଥିତ ସମତ୍ତ ସଭ୍ୟଙ୍କୁ ଆସନ୍ତା ଦ୍ୱିବିଂଶ ଲୋକ ଉତ୍ସବ ଅବସରରେ କବି ସମ୍ମିଳନୀ ଏବଂ
Read More...

ସୁକତେଲ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁକତେଲ ମହୋତ୍ସବର ଦ୍ୱିତୀୟ ଦିବସ ସନ୍ଧ୍ୟାରେ କଳାକାର ସମାବେଶ ହୋଇଥିଲା । ବଲାଙ୍ଗିର ଜିଲ୍ଲାର ବହୁ କଳାକାର ଯୋଗଦେଇ କଳା ପରିବେଷଣ ସହ କଳାକାରଙ୍କ ବିଭିନ୍ନ ଅସୁବିଧା ଉପରେ ଆଲୋଚନା କରିଥିଲେ । ସରକାରଙ୍କ ଯୋଜନା ସବୁ କଳାକାର ଯେମିତି ପାଇ ଲାଭାନ୍ୱିତ ହୋଇ
Read More...

ଫାଇଲେରିଆ ନିରାକରଣ ଓ ସଚେତନତା ପାଇଁ ଘରୋଇ ବିଦ୍ୟାଳୟର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଣ୍ଟେସୋରୀ ସ୍କୁଲ ଠାରେ ବଲାଙ୍ଗିର ପୌର ପାଳିକାର ସମସ୍ତ ଘରୋଇ ବିଦ୍ୟାଳୟ ଅଧ୍ୟକ୍ଷ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଡା. କୁବେର ଚନ୍ଦ୍ର ମହନ୍ତ, ଏଡିପିଏଚ୍‌ସି, ଭିବିଡି, ଡା. ନମିତା ମିଶ୍ର ଡିସି, ଏଡିପିଏସ୍‌ସି, ଡା. ନିଶିତ
Read More...

ପ୍ରକୃତିର ଅବଦାନ ରତ୍ନଗର୍ଭା ଗନ୍ଧମାର୍ଦ୍ଦନ ଆମର ଅସ୍ମିତା ଶିର୍ଷକ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଯାଦବ ଭବନ ଠାରେ ଜିନ୍ଦାବାଦ ସଂଗଠନ ପକ୍ଷରୁ ‘ପ୍ରାକୃତିର ଅବଦାନ ରତ୍ନଗର୍ଭା ଗନ୍ଧମାର୍ଦ୍ଧନ ଆମର ଅସ୍ମିତା’ ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅତିଥି ତଥା ପେନାଲିଷ୍ଟମାନଙ୍କୁ ସତ୍ୟ ବନଛୋର ମଂଚୁ ଆମନ୍ତ୍ରଣ ଓ ପରିଚୟ ପ୍ରଦାନ
Read More...

ବୁରୋଭାଡ଼ି ପ୍ରାଥମିକ କୃଷି ସମବାୟ ସମିତିରେ ନିଜେ ଅମଳ କରିଥିବା ଧାନକୁ ବିକିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗସ୍ତରେ ଆସି ଲୋଇସିଂହା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ନଅଗାଁ(ଖ) ପଞ୍ଚାୟତ ସ୍ଥିତ ବୁରୋଭାଡ଼ି ପ୍ରାଥମିକ କୃଷି ସମବାୟ ସମିତି ପରିଦର୍ଶନ କରି ଚାଷୀଙ୍କ ଧାନ ବିକ୍ରି ଓ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ସ୍ୱାସ୍ଥ୍ୟ ଓ
Read More...

ମ. ରାମପୁର ଠାରେ ବ୍ଲକସ୍ତରୀୟ ୨୭ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉତ୍‌ଯାପିତ

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଠାରେ ଶୁକ୍ରବାର ଦିନ ମହାସମାରୋହରେ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଳିତ ହୋଇଯାଇଛି । ମା' ଡୋକରି ମନ୍ଦିରରୁ ମଶାଲ ଯାତ୍ରା ଆରମ୍ଭ ହୋଇ ବିରାଟ ପଟୁଆରାରେ ଗୋଟିପୁଅ ନାଚ, ଘୁମୁରା, ବାଜା ସହ ଆଦିବାସୀ ନୃତ୍ୟ
Read More...

ପାଇକମାଲ ବ୍ଲକରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକରେ ଶ୍ରୀ ଅନ୍ନ ଅଭିଯାନ ତରଫରୁ ପିପଲପାଲି ଗ୍ରାମରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଦାମ ଚରଣ ସେଠୀ ମଣ୍ଡି ଉଦ୍‌ଘାଟନ କରିଥିଲେ । ଏହି
Read More...

ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵରାୟଙ୍କ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର କଣ୍ଟ୍ରାକ୍ଟର କଲୋନୀ ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵରାୟଙ୍କ ପ୍ରଥମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର ସଭାପତି ପ୍ରଭାତ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ନିରଞ୍ଜନ ସାମନ୍ତରାୟଙ୍କ ଆବାହକତ୍ଵରେ
Read More...

ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାର ବାର୍ଷିକ ଉତ୍ସବ-୨୦୨୪-୨୫ ବିଦ୍ୟାଳୟ ପରିଚାଳନା ସମିତିର ଉପାଧ୍ୟକ୍ଷା ଜନନୀ ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ
Read More...