Yearly Archives

2025

ଲୋଇସିଂହାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ବଲାଙ୍ଗିର ଜିଲ୍ଲା ପ୍ରଶାସନ ସୌଜନ୍ୟରେ ତଥା ପଞ୍ଚାୟତ ସମିତି ଲୋଇସିଂହା ଆନୁକୂଲ୍ୟରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ
Read More...

ବଚ୍‌ପନ୍ ସ୍କୁଲରେ ବିଜ୍ଞାନ ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ବିଷ୍ଣୁମୁଣ୍ଡା ସ୍ଥିତ ବଚ୍‌ପନ୍ ସ୍କୁଲରେ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ନିର୍ଦ୍ଦେଶକ ଅଜିତ କୁମାର ଶତପଥୀ, ନିର୍ଦ୍ଦେଶିକା ଅର୍ଚ୍ଚନା ଶତପଥୀ, ଏକାଡେମିକ ନିର୍ଦ୍ଦେଶକ ପ୍ରଦୀପ କୁମାର ପୁରୋହିତ ଓ ପ୍ରଧାନ ଶିକ୍ଷୟିତ୍ରୀ
Read More...

ବାବାଜୀ ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଜବନ୍ଧରେ ଆତ୍ମସୁରକ୍ଷା ତାଲିମ ଶିବିର

ଏସ୍‌.ରାମପୁର/ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ବାବାଜୀ ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଜବନ୍ଧରେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ବରିଷ୍ଠ ଅଧ୍ୟାପକ ତେଜେଶ୍ୱର ଦାଶଙ୍କ
Read More...

ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡା ସଂସଦ ଉପସଭାପତି ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ମନହୀରା ଏହାକୁ ଉଦ୍‌ଘାଟନ କରି ନିଜ
Read More...

ବାର୍ଷିକ କ୍ରୀଡ଼ା ଓ ଅଭିଭାବକ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନକେନ୍ଦ୍ର ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୁରେକେଲା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ କ୍ରୀଡ଼ା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ
Read More...

ପାଇକମାଲ ବିଜେପି ମଣ୍ଡଳ ସଭାପତି ଭାବେ ଅକ୍ଷୟ ସାହୁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ବିଜାଡିହି ଗ୍ରାମର ଯୁବନେତା ଅକ୍ଷୟ କୁମାର ସାହୁ ପାଇକମାଲ ବିଜେପି ମଣ୍ଡଳ ସଭାପତି ଭାବରେ ମନୋନୀତ ହୋଇଛନ୍ତି । ସେ ଜଣେ ବିଜେପିର ସକ୍ରିୟ କର୍ମୀ ଭାବରେ ଅଞ୍ଚଳରେ ବେଶ ଲୋକପ୍ରିୟ
Read More...

ଚତୁର୍ଥ ଅଭିଭାବକ ଶିକ୍ଷକ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାରଙ୍କ ଏକ ପ୍ରୟାସ ଅନୁସାରେ ଚତୁର୍ଥ ଅଭିଭାବକ ଶିକ୍ଷକ ତଥା ପରିଚାଳନା କମିଟି ସଦସ୍ୟ
Read More...

ପାଇକମାଲ ହାଇସ୍କୁଲରେ ଅଭିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଡ଼. ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଏସ୍‌ଏମ୍‌ଡିସି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଟାଇଲ ଚନ୍ଦ୍ର ଭୋଇ,
Read More...

ଫେବୃୟାରୀ ସୁଦ୍ଧା ସାଢେ଼ ୩ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ, ଡିସେମ୍ବର ସୁଦ୍ଧା ଓଡ଼ିଶା ହେବ ଯକ୍ଷ୍ମାମୁକ୍ତ :…

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ବର୍ଷ ଫେବୃୟାରୀ ମାସ ଶେଷ ସୁଦ୍ଧା ରାଜ୍ୟର ସାଢେ଼ ୩ କୋଟି ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ କାର୍ଡ ପ୍ରଦାନ କରାଯାଇ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ଏଥିସହିତ ଡିସେମ୍ବର ଶେଷସୁଦ୍ଧା ରାଜ୍ୟକୁ ଯକ୍ଷ୍ମାମୁକ୍ତ କରାଯିବ ବୋଲି ସ୍ୱାସ୍ଥ୍ୟ ଓ
Read More...

ସହିଦ ଯବାନମାନଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା

ମାଲକାନଗିରି, (କେପିଏନ୍‌ଏସ୍‌) : ମାଲକାନଗିରି ନିକଟସ୍ଥ ଅବୁଝମାଡରେ ନକ୍ସଲ ଦମନର ପ୍ରତିଶୋଧ ନେବାକୁ ଯାଇ ଗତ ୬ ତାରିଖ ଅପରାହ୍ନରେ ଛତିଶଗଡ଼ ସୀମାନ୍ତ କାମ୍ବେଲି ଗ୍ରାମରେ ନକ୍ସଲମାନେ ଲ୍ୟାଣ୍ଡ ମାଇନ ବିଛାଇ ଦୁର୍ଘଟଣା ଘଟାଇଥିଲେ, ଯାହାର ଫଳ ସ୍ୱରୂପ ୮ ଜଣ ଯବାନ ନିହତ ହେବା ସହିତ ୮ ଜଣ
Read More...