Yearly Archives

2025

ଯମୁନା ଗ୍ରାମରେ ବ୍ଲକସ୍ତରୀୟ ମକରମେଳା ମହୋତ୍ସବ ପାଇଁ ମହିଳାଙ୍କ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମରେ ଥିବା ଡଙ୍ଗରବୁଢ଼ା ପାହାଡ଼ରେ ଅନୁଷ୍ଠିତ ହେବାକୁ ଥିବା ବ୍ଲକସ୍ତରୀୟ ପ୍ରସିଦ୍ଧ ମକର ମେଳାର ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ସୋମବାର ପବିତ୍ର ପୌଷ ପୂର୍ଣ୍ଣିମାରେ କଳସ ଶୋଭାଯାତ୍ରା ଓ
Read More...

କଳାହାଣ୍ଡି ମାଟିର ମହାନ ସଂସ୍କୃତି ଓ ପରମ୍ପରାର ଝଲକରେ ଝଲସିବ ସହିଦ ରେଣ୍ଡୋ ମାଝୀ ମଞ୍ଚ

୩୨୮ ଗୋଟି ଷ୍ଟଲ, ଲକ୍ଷାଧିକ ଜନ ସମାଗମ, ସୁରକ୍ଷା ଦାୟିତ୍ୱ ସମ୍ଭାଳିବେ ୧୦ ପ୍ଲାଟୁନ ପୁଲିସ ଫୋର୍ସ କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟି ଆସିବେ ହଜାର ହଜାର କଳାକାର । ଏ ମାଟିର ପ୍ରଥା, ପରମ୍ପରା ଓ ସଂସ୍କୃତିର ଝଲକରେ ଝଲସି ଉଠିବ ସହିଦ ରେଣ୍ଡୋ
Read More...

ପୁଷପୁନି ଭେଟଘାଟ ଉତ୍ସବ ଆୟୋଜିତ

ରାଉରକେଲା : ମା’ ସମଲେଶ୍ୱରୀ (ଗୁଡି) ମନ୍ଦିର କମିଟି ପକ୍ଷରୁ ପ୍ରଥମ ଥର କରି ସେକ୍ଟର-୧୭ ଟାଟା ଖେଳ ପଡିଆ ଠାରେ ପୁଷପୁନି ଭେଟଘାଟ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଘୁନାଥପଲ୍ଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଯୋଗ ଦେଇଥିଲେ । ଏହି ପୁଷପୁନି ଉତ୍ସବ ହେଲା ପଶ୍ଚିମ
Read More...

ଜରୁରୀକାଳୀନ ପରିସ୍ଥିତିରେ ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ମିଳିବ ୨୦ ହଜାର ଟଙ୍କାର ପେନସନ

ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀକାଳୀନ ପରିସ୍ଥିତିରେ ମିସା, ଡିଆଇଆର ଏବଂ ଡିଆଇଏସ୍‌ଆଇଆର୍‌ ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀମାନଙ୍କୁ ମାସକୁ ୨୦ ହଜାର ଟଙ୍କାର ପେନସନ ମିଳିବ । ଆଜି ଏ
Read More...

ସଇଁତଲାକୁ ଦିନିକିଆ ଗସ୍ତରେ ଉଚ୍ଚ ଶିକ୍ଷାମନ୍ତ୍ରୀ : ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ସଇଁତଲାକୁ ଦିନିକିଆ ଗସ୍ତରେ ଉଚ୍ଚ ଶିକ୍ଷାମନ୍ତ୍ରୀ । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ନବୀନ ଛକ ଠାରେ ମନ୍ତ୍ରୀଙ୍କୁ ପ୍ରଥମେ ଫୁଲତୋଡ଼ା ଦେଇ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
Read More...

ଦିନ ଦ୍ୱିପହରେ ସାହିରୁ ଘର ଭାଙ୍ଗି ଲକ୍ଷାଧିକ ଟଙ୍କାର ଲୁଟ୍‌

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : କିଛି ଦିନର ନୀରବତା ପରେ ପୁଣି ବୈପାରିଗୁଡା ଅଞ୍ଚଳରେ ଚୋରି ଡକାୟତ ଭଳି ଘଟଣା ଦେଖିବାକୁ ମିଳିଛି । ଦିନ ଦ୍ୱିପହରେ ଲକ୍ଷାଧିକ ଟଙ୍କା ଘର ଭାଙ୍ଗି ଲୁଟ୍‌ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟକୁ ଲାଗି ରହିଥିବା ଜଣେ ଦମ୍ପତ୍ତିଙ୍କ ଘରୁ
Read More...

୧୫ତମ ଲୋଇସିଂହା ମହୋତ୍ସବ- ୨୦୨୫ ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ୧୫ତମ ଲୋଇସିଂହା ମହୋତ୍ସବ-୨୦୨୫ ଉଦ୍‌ଯାପିତ ହୋଇଯାଇଛି । ପୁଷପୁନି ଅବସରରେ ଆୟୋଜିତ ଏହି ଦୁଇ ଦିନିଆ ଉତ୍ସବକୁ ଆୟୋଜକ କମିଟି ଏକ ବିଶାଳ ମଶାଲ ଶୋଭାଯାତ୍ରା କରି ଉତ୍ସବ ସ୍ଥଳରେ ସ୍ଥାପନ କରିଥିଲେ । ସନ୍ଧ୍ୟାରେ
Read More...

ଆସନ୍ତା ମାସ ୨୭ ତାରିଖରୁ ଆରମ୍ଭ ମୟୂରଭଞ୍ଜ ଜିଲ୍ଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା

୨ଟି ପର୍ଯ୍ୟାୟରେ ଶିରିଡିରୁ ନାସିକ ଓ ଅଯୋଧ୍ୟାରୁ ବାରଣାସୀ ଯିବେ ୧୯୭ ଲେଖାଏଁ ଯାତ୍ରୀ ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାରେ ଚଳିତ ବର୍ଷ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ନେଇ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି
Read More...

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ଯୋଗୀସର୍ଡା ହାଇସ୍କୁଲ ଛାତ୍ରୀଙ୍କ କୃତିତ୍ୱ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ହରିହର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପ୍ରତିଭାମୟୀ ତ୍ରିପାଠୀ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ କୃତିତ୍ୱ ହାସଲ କରିଛନ୍ତି । ଚଳିତ ମାସ ୩ରୁ ୬ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଭୋପାଳ ସ୍ଥିତ ରବୀନ୍ଦ୍ର
Read More...

ସନ୍ତୋଷ କୁମାର ବୈକାରଙ୍କ ସ୍ମୃତିରେ ପଦ୍ମପୁରରେ ପ୍ରଥମ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିୟମରେ ଦିନିକିଆ ସନ୍ତୋଷ କୁମାର ବୈକାରଙ୍କ ସ୍ମୃତିରେ ପଦ୍ମପୁରରେ ପ୍ରଥମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବ୍ୟାଡମିଣ୍ଟନ ଉନ୍ନୟନ କମିଟିର ସଭାପତି ହରିଶଙ୍କର ସିଂଙ୍କ ନେତୃତ୍ୱରେ
Read More...