Yearly Archives

2025

ଲାୟନ୍ସ କ୍ଲବ ପ୍ରତିଷ୍ଠାତା ମେଲଭିନ ଜୋନସଙ୍କ ଜନ୍ମ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଜାନୁଆରୀ ୧୩ ତାରିଖକୁ ସାରା ବିଶ୍ୱରେ ଥିବା ସମସ୍ତ ଲାୟନ୍ସ କ୍ଲବ ତରଫରୁ ପ୍ରତିଷ୍ଠାତା ମେଲ ଭିନ ଜୋନସଙ୍କ ଜନ୍ମ ଦିବସ ପାଳନ କରଯାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଲାୟନ୍ସ ଡେନ ଠାରେ କ୍ଲବ ସଭାପତି ଗଙ୍ଗାଧର ଶର୍ମାଙ୍କ ସଭାପତିତ୍ୱରେ
Read More...

ସନାତନ ଜାଗରଣ ମଞ୍ଚ ରାଉରକେଲା ତିଆରି କରିବ ବିଶ୍ୱର ସବୁଠୁ ବଡ଼ ଲଡ୍ଡୁ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସନାତନ ଜାଗରଣ ମଞ୍ଚ ଓ ସ୍ମାଇଲ୍ ଫରେଭର ଫାଉଣ୍ଡେସନ୍‌ର ସହଯୋଗରେ ଶ୍ରୀରାମ ମନ୍ଦିର, ଅଯୋଧ୍ୟାର ପ୍ରାଣ ପ୍ରତିଷ୍ଠାର ପ୍ରଥମ ବର୍ଷିକୀର ଶୁଭ ଅବସରରେ ବିଶ୍ୱର ସବୁଠୁ ବଡ଼ ଲଡ୍ଡୁ ତିଆରି କରାଯିବ । ଏନେଇ ସ୍ଥାନୀୟ ମେ ଫାୟାର ଭିଲେଜ ପରିସରରେ ଏକ
Read More...

ବୀରମିତ୍ରପୁର ବିଏସ୍‌ଏଲ୍‌ର ସ୍ଥିତି ସନ୍ଦିହାନ

ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ସ୍ଥିତ ବିଶ୍ରା ଷ୍ଟୋନ ଓ ଲାଇମ କମ୍ପାନୀର ଲାଇମଷ୍ଟୋନ ଓ ଡେଲାମାଇଟ ଖଣି ପ୍ରାୟ ୧୦୦ରୁ ଅଧିକ ବର୍ଷ ହେବ ଚାଲିଆସୁଛି । ୧୯୧୦ ମସିହାରୁ ଏହା ଆରମ୍ଭ କରାଯାଇଥିଲା । ସେତେବେଳେ ଏହା ବାର୍ଡ ଆଣ୍ଡ କେ ଲିମିଟେଡ ଅଧିନରେ ଥିଲା । କ୍ରମେ ଭାରତ
Read More...

ତ୍ରିଦିବସୀୟ ମାନସିକ ଅବସାଦ ସମ୍ପର୍କିତ ଆକ୍ୟୁପ୍ରେସର ସମ୍ମିଳନୀ ସମାପ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶିବାନନ୍ଦ ନିଃଶୁଳ୍କ ଆକ୍ୟୁପ୍ରେସର ସେଣ୍ଟର୍ ରାଉରକେଲାର ରଜତ ଜୟନ୍ତୀ ଉପଲକ୍ଷେ ମାନସିକ ଅବସାଦ ସମ୍ପର୍କିତ ତ୍ରିଦିବସୀୟ ଆକ୍ୟୁପ୍ରେସର ସମ୍ମିଳନୀ ସମାପ୍ତ ହୋଇଯାଇଛି । ସେକ୍ଟର ୨ସ୍ଥିତ ଗାୟତ୍ରୀ ପୀଠ ଠାରେ ସ୍ୱାମୀ ବ୍ରହ୍ମ ସାକ୍ଷାତକାରନନ୍ଦ ସରସ୍ଵତୀ
Read More...

ନୂଆଁ ସ୍ୱପ୍ନ ଗଞ୍ଜାମ ସହରରେ ବିକାଶ ନିର୍ମାଣ ହେବ ରାମ ମନ୍ଦିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଯୁବପିଢ଼ିଙ୍କ ହାତରେ ଗଞ୍ଜାମ ସହରାଞ୍ଚଳ । ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ରାମ ମନ୍ଦିର । ସ୍ଥାନୀୟ ଅଞ୍ଚଳର ନୂଆଁ କରି ଗାଡ଼ିଥିବା ସୀତାରାମ ଫାଉଣ୍ଡେସନ ପକ୍ଷରୁ ଏହାର ସମସ୍ତ ଦାୟିତ୍ୱ ବହନ କରିବ । ଏଥିପାଇଁ କଲେଜ ରୋଡ଼ ସ୍ଥିତ ମା'ବୁଢ଼ୀ
Read More...

ଟିଟିଲାଗଡ଼ରେ ଉପଖଣ୍ଡ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ସନ୍ଧ୍ୟାରେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖେତ୍ରିଙ୍କ ସଭାପତିତ୍ୱରେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆଗାମୀ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ
Read More...

ଛେଲିଆପାଟ ଏଫ୍‌.ପି.ଓର ଆଉଟଲେଟ ଏବଂ କମ୍ୟୁଟର ଲାବ୍‌ର ଉଦ୍‌ଘାଟନ

ବଲାଙ୍ଗିର, (ଦେବାଶିଷି ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମରେ ଛେଲିଆପାଟ ଏଫ୍‌.ପି.ଓ ର ଗୋଟିଏ ରିଟେଲ ଆଉଟଲେଟ ଏବଂ ଝରଣିପାଲି ଠାରେ ଏକ କମ୍ୟୁଟର ଲାବ୍‌ ନାବାର୍ଡର ବଲାଙ୍ଗିର ଜିଲ୍ଲା ବିକାଶ ପ୍ରବନ୍ଧକ ଡଃ. ବିବେକ କୁମାର ନାୟକଙ୍କ ଦ୍ୱାରା ଉଦ୍‌ଘାଟନ
Read More...

ଯୁଧିଷ୍ଟିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଯୁଧିଷ୍ଟିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ତଥା ଜିଲ୍ଲା ନୋଡାଲ ଅଫିସର ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଡ. ଧନଞ୍ଜୟ ସେଠ, ଯୁକ୍ତଦୁଇ ପ୍ରଥମ ବର୍ଷ ବାଳିକାମାନଙ୍କ ପାଇଁ ଉଦ୍ଦିଷ୍ଟ ୮ ଦିନ ପାଇଁ ଆତ୍ମ ସୁରକ୍ଷା ତାଲିମ ଉଦ୍‌ଘାଟନ
Read More...

ବଲାଙ୍ଗିର କରାଟେ ସ୍କୁଲର ବେଲ୍ଟ ପରୀକ୍ଷା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ବଲାଙ୍ଗିର କରାଟେ ସ୍କୁଲର ବେଲ୍ଟ ପରୀକ୍ଷା ହୋଇଯାଇଛି । ପରୀକ୍ଷାର ଉଦ୍‌ଘାଟନୀ ଉତ୍ସବରେ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦର କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ଓ ଜିଲ୍ଲା କରାଟେ ସଂଘର ଉପଦେଷ୍ଟା ମାନୁଏଲ ନାଗ ଉପସ୍ଥିତ
Read More...

ସୁକତେଲ ମହୋତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣ ପଡିଆରେ ସୁକତେଲ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି ମହୋତ୍ସବର ତୃତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହି ନେଇଥିଲା । ବଲାଙ୍ଗିରର ସୁନାମଧନ୍ୟ
Read More...