ଟିଟିଲାଗଡ ପ୍ରଭାବତୀ ସ୍କୁଲ୍ ତରଫରୁ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆନ୍ତଃ ସ୍କୁଲ ପ୍ରତିଯୋଗିତା
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ସାଙ୍ଗକୁ ନିଜର ଅନ୍ତର୍ନିହିତ କଳାକୁ ପ୍ରଦର୍ଶନ କରାଇବା ଉଦ୍ଦେଶ୍ୟରେ ଟିଟିଲାଗଡ଼ର ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ସ୍କୁଲ ତରଫରୁ ଦ୍ୱିତୀୟ ବର୍ଷ ପାଇଁ ଆନ୍ତଃ ସ୍କୁଲ ପ୍ରତିଯୋଗିତା ଆୟୋଜିତ କରାଯାଉଛି ।!-->…
Read More...
Read More...