Daily Archives

ଅଦିନିଆ ବର୍ଷା ଯୋଗୁଁ କୁଶକେଲା ପଞ୍ଚାୟତର ଚାଷୀଙ୍କ ଫସଲ ଗଜା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁଶକେଲା ଗ୍ରାମପଞ୍ଚାୟତର ଲିମପଡ଼ା, ଲୁଧିପଡ଼ା, ଶିକୁଆଁ ଗ୍ରାମର ଚାଷୀଙ୍କ ପାଇଁ ଅଦିନିଆ ଦୁଃଖ ଆସିଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଲ ଫସଲ ଆଶାରେ ଚାଷୀ ଚାଷ କରିଥିଲେ । ଧାନ ଠିକ ଆଦାୟ ହେବା ପୂର୍ବରୁ
Read More...

ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

ଆଗଲପୁର, (ବିମଳେନ୍ଦୁ ସାହୁ) : ବଜ୍ରାଘାତ ଯୋଗୁଁ ଆଗଲପୁର ବ୍ଲକ ଡୁଡୁକା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ସଂଜିତ୍ ନାଏକ(୨୩) । ଗତକାଲି ଅପରାହ୍ନରେ ସଂଜିତ ଗାଈ ଖୋଜିବାକୁ ବାହାରକୁ ଯାଇଥିଲେ । ଏହି ସମୟରେ ବର୍ଷା ସହିତ ବଜ୍ରପାତ ହେବା ଯୋଗୁଁ ଆଦିତ୍ୟଙ୍କ
Read More...

ଉତ୍କଳ ଆଲୁମିନା ପକ୍ଷରୁ ଭଳିବଲ ଟୁର୍ଣ୍ଣାମେଣ୍ଟ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କାଶୀପୁର ବ୍ଲକ କୋଡିପାରିଠାରେ ଉତ୍କଳ ଆଲୁମିନା ପ୍ରକୋଳ୍ପ, ଡୋରାଗୁଡା ତରଫରୁ ବ୍ଲକ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଚଳିତ ମାସ ୩୦ ତାରିଖ ଠାରୁ ୪ ଜୁନ ପର୍ଯ୍ୟନ୍ତ ଚଳିବ । ଏହି ମ୍ୟାଚରେ ବିଭିନ୍ନ ପଂଚାୟତରୁ ୧୬ ଗୋଟି ଦଳ ଭାଗ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର କରାକଟରେ ୪୮,୫୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର…

• ଯେଉଁମାନେ ପାକିସ୍ତାନରେ ବସି ଆମର ଭଉଣୀମାନଙ୍କ ସିନ୍ଦୂରକୁ ପୋଛିଥିଲେ, ଆମର ସେନା ସେମାନଙ୍କର ଆଡ୍ଡାସ୍ଥଳକୁ ଧ୍ୱଂସାବଶେଷରେ ପରିଣତ କରିଥିଲେ : ପ୍ରଧାନମନ୍ତ୍ରୀ• ଭାରତର ଝିଅମାନଙ୍କ ସିନ୍ଦୂରର ଶକ୍ତି ପାକିସ୍ତାନ ଏବଂ ବିଶ୍ୱ ଦେଖିଲା : ପ୍ରଧାନମନ୍ତ୍ରୀ• ସେହି ଦିନ ଦୂର ନୁହେଁ,
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର କାନପୁରରେ ପ୍ରାୟ ୪୭,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର…

• ଅପରେସନ ସିନ୍ଦୂରରେ, ବିଶ୍ୱ ଭାରତର ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଏବଂ ମେକ୍ ଇନ୍ ଇଣ୍ଡିଆର ଶକ୍ତି ଦେଖିଛି : ପ୍ରଧାନମନ୍ତ୍ରୀ• ବଡ଼ ବଡ଼ ମେଟ୍ରୋ ସହର ଗୁଡ଼ିକରେ ଉପଲବ୍ଧ ଭିତ୍ତିଭୂମି, ସୁବିଧା, ସମ୍ବଳ ଏବେ କାନପୁରରେ ମଧ୍ୟ ଦୃଶ୍ୟମାନ ହେଉଛି : ପ୍ରଧାନମନ୍ତ୍ରୀ• ଆମେ ଉତ୍ତର ପ୍ରଦେଶକୁ ଶିଳ୍ପ
Read More...

ସାମାନ୍ୟ ବିବାଦରୁ ସର୍ବନାଶ ଏକାଠି ଝୁଲିପଡିଲେ ସ୍ୱାମୀ-ସ୍ତ୍ରୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ଯୋଗୀମଠ ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହରୁ ସ୍ୱାମୀ-ସ୍ତ୍ରୀ ନେଲେ ଚରମ ନିଷ୍ପତ୍ତି । ଗଛରେ ଝୁଲିପଡି ନିଜ ଜୀବନ ହାରିଲେ ଦମ୍ପତ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ
Read More...

ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର : ବଜାର ଓ ଜନ ବସତିରେ ମାଡ଼ିଗଲା ଲୁଣି ପାଣି

ଜଗତସିଂହପୁର : ଶିଆଳି ନିକଟରେ କୂଳ ଲଙ୍ଘିଲା ସମୁଦ୍ର । ହଟାତ ସମୂଦ୍ର ସ୍ଥଳ ଭାଗ ଆଡ଼କୁ ମାଡି ଆସିବା ସହ ଶିଆଳି ବେଳାଭୂମି ବଜାର ଓ ଜନ ବସତିରେ ଲୁଣି ପାଣି ମାଡ଼ି ଯାଇଥିଲା । ହଠାତ ସମୁଦ୍ର ମାଡ଼ି ଆସିବା ଯୋଗୁ ବେଳା ଭୂମିରେ ଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ ।
Read More...

ଘରୁ ଫରେଷ୍ଟରଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର : ପୁଲିସର ସନ୍ଦେହ ଘେରରେ ପତ୍ନୀ

ନୟାଗଡ଼ : ନୟାଗଡ଼ରେ ଚାଞ୍ଚଲ୍ୟ । ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତ ଫରେଷ୍ଟର ବାରମାସୀ ଦଣ୍ଡା ଅଞ୍ଚଳର ଶିଶିର ସାହୁ ବୋଲି ଜଣାପଡିଛି । ତେବେ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଏହା ପଛରେ ରହସ୍ୟ ଲୁଚି ରହିଥିବା ସନ୍ଦେହ କରାଯାଉଛି । ନିଆଁରେ ପୋଡ଼ି
Read More...

ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ : ୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନା ଆତଙ୍କ ଦେଖାଦେଇଛି । ଦ୍ରୁତ ଗତିରେ ବଢୁଛି ସଂକ୍ରମଣ ମାମଲା । ଗତ ସପ୍ତାହେ ହେବ ଦେଶରେ ୨ ହଜାରରୁ ଅଧିକ ଆକ୍ଟିଭ କେସ୍ ରହିଛି । ଏହାରି ଭିତରେ ଦିଲ୍ଲୀରେ ପ୍ରଥମ କରୋଜନିତ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ପ୍ରଥମ ମୁଣ୍ଡ ନେଇଛି କରୋନାର ନୂଆ ଭାରିଏଣ୍ଟ ।
Read More...

ଏ ବି ଏସ ଏସ ପଡା ସ୍ଥିତ ଶୀତଳ ଷଷ୍ଠୀ ଯାତ୍ରାର ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏ ବି ଏସ ଏସ ପଡା ସ୍ଥିତ ଶୀତଳ ଷଷ୍ଠୀ ଯାତ୍ରାର ଆରମ୍ଭ ହୋଇଯାଇଛି । ଶ୍ରୀ ଶ୍ରୀ ସିଦ୍ଧେଶ୍ୱର୍ ବାବା ଓ ମାତା ପାର୍ବତୀ ନିଜ ନିଜର କଳ୍ପିତ ମାତା ପିତାଙ୍କ ଘରକୁ ବିଜେ କରିଛନ୍ତି ଆଜି ଶିବ ବିବାହ ଅନୁଷ୍ଠିତ ହେବ । ଏଥର ବରପିତା ଅନିଲ କୁମାର ସାହୁ ଓ ବନିତା
Read More...