Daily Archives

ବରିକେଲ ହାଇସ୍କୁଲ, ମ୍ୟାଟ୍ରିକ ୨୦୦୦ ବ୍ୟାଚର ବନ୍ଧୁମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ହାଇସ୍କୁଲ, ମ୍ୟାଟ୍ରିକ ୨୦୦୦ ବ୍ୟାଚର ପ୍ରଥମ ବନ୍ଧୁ ପୂର୍ନମିଳନ କାର୍ଯ୍ୟକ୍ରମ ଦୀର୍ଘ ୨୫ ବର୍ଷ ପରେ ଗତ ୧୧ ମଇ ୨୦୨୫ ତାରିଖରେ ପଦ୍ମପୁର କଲେଜ ରୋଡ ସ୍ଥିତ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପଠାରେ ମହାଆଡ଼ମ୍ବରରେ ପାଳନ ହୋଇଯାଇଛି
Read More...

ଜିଲ୍ଲାସ୍ତରୀୟ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଞ୍ଚାୟତ ସମିତି ସଭାଗୃହ ଠାରେ କଳାହାଣ୍ଡି ଜିଲ୍ଲାର ଏକ ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ସଂଗଠନ ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇକ୍ଷମସନୟ ଆନୁକଦ୍ଭଲ୍ୟରେ ମାଟ୍ରିକ ପରୀକ୍ଷାରେ ଏ-ୱାନ ନମ୍ବର ରଖି ପାସ କରିଥିବା ଛାତ୍ରଛାତ୍ରୀଙ୍କୁ
Read More...

ଦମ୍ପତିଙ୍କୁ ଛୁରୀ ଦେଖାଇ ଲୁଟିନେଲେ ଗହଣା : ଘଟଣା ସ୍ଥଳରେ ପୁଲିସର ତଦନ୍ତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଦମ୍ପତିଙ୍କୁ ଛୁରୀ ଦେଖାଇ ଲୁଟିନେଲେ ଗହଣା । ଘଟଣା ସ୍ଥଳରେ ପୁଲିସର ତଦନ୍ତ । ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗାଁରେ । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଏକ ବୋଲେରୋରେ ପ୍ରାୟ ୮ରୁ ୧୦ ଜଣ
Read More...

ବିବାହରର ପ୍ରଲୋଭନ ଦେଖାଇ ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ପଞ୍ଚାୟତ ଇଂସା ଗ୍ରାମରେ ଜଣେ ୬୦ ବର୍ଷୀୟା ବୃଦ୍ଧାକୁ ସେହି ଗ୍ରାମର ୪୬ ବର୍ଷୀୟ ଯୁବକ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ନେଇ ଆଗଲପୁର ଥାନାରେ ଅଭିଯୋଗ ହୋଇଛି । ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା
Read More...

ବସାଲୋଇ ଛକ ନିକଟରେ କାର୍‌ ଦୁର୍ଘଟଣା

ଦେବଗଡ଼ : ୪୯ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଦେବଗଡ଼ ମଡେଲ ଥାନା ଅଧିନ ବାରକୋଟ ବ୍ଲକ ବସାଲୋଇ ଛକ ନିକଟରେ ଏକ କାର ଦୁର୍ଘଟଣା ହୋଇଛି । କାର ଭିତରେ କେହି ନଥିବାରୁ ଗାଡି ମାଲିକ ଓ ଡ୍ରାଇଭର ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ । ତେବେ ଏହି ଦୁର୍ଘଟଣା କେମିତି ଘଟିଲା ଏବଂ ଦୁର୍ଘଟଣା
Read More...

ଚନ୍ଦନ ଯାତ୍ରା ଦେଖି ଘରକୁ ଫେରୁଥିଲେ : ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଅନୁଗୁଳ : ଚନ୍ଦନ ଯାତ୍ରା ଦେଖିବାକୁ ଯାଇଥିଲେ । ଯାତ୍ରା ଦେଖି ଘରକୁ ଫେରିଲା ବେଳକୁ ରାସ୍ତାରେ ଜଗିଥିଲା ଯମ । ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ବାଗେଡିଆ ଥାନା ଖମାର ନିକଟରେ ସୋମ‌ବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ ଛେଣ୍ଡିପଦା ଥାନା ଇଲାକା
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ବିଭତ୍ସ ହତ୍ୟା

ପୁରୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ବିଭତ୍ସ ହତ୍ୟା । ପୁରୀ ଜିଲ୍ଲା କଣାସ ବ୍ଲକ ଅଧୀନ ଗଡିଶାଗଦା ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ବନ୍ଧମୁଣ୍ଡା ଗ୍ରାମର ପ୍ରତାପ ସୁନ୍ଦରାୟ । ସୂଚନାନୁଯାୟୀ, ପ୍ରତାପ ସୁନ୍ଦରାୟ ସୋମବାର ଡ୍ୟୁଟି କରିବାକୁ
Read More...

ସ୍ୱାମୀ-ସ୍ତ୍ରୀଙ୍କୁ ହାଣି ସୁନା ଗହଣା ଲୁଟ୍

ରାୟଗଡ଼ା : ଜିଲ୍ଲା କଲ୍ୟାଣସିଂହପୁର ଶିକରପାଇ ଗାଁରେ ବଡ଼ ଧରଣର ଲୁଟ୍ । ସ୍ୱାମୀ-ସ୍ତ୍ରୀକୁ ହାଣି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଆଲମିରା ଟେକିନେଲେ ଦୁର୍ବୃତ୍ତ । ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହାଣି ଲୁଟ୍ । ଲକ୍ଷାଧିକ ଟଙ୍କାର ସୁନା, ରୁପା ସହ ଆଲମିରା ଟେକି ନେଇଗଲେ ଦୁର୍ବୃତ୍ତ ।
Read More...

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା : ଆଜି ଶେଷ ପର୍ଯ୍ୟାୟ ଶୁଣାଣୀ

ପାଟଣାଗଡ଼ : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା । ଆଜି ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଦ୍ଵିତୀୟ ପର୍ଯ୍ୟାୟ ବିତର୍କ ହେବ । ସେଥିପାଇଁ ଉଭୟ ପକ୍ଷର ଓକିଲ ପହଞ୍ଚିବା ସହ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର କୋର୍ଟରେ ହାଜର ହୋଇଛି । ଅପରପକ୍ଷରେ ମୃତ
Read More...

୩ ଶଳାଙ୍କ ତଣ୍ଟି କାଟି ମାରିଦେଲା ଭିଣୋଇ

ମାଲକାନଗିରି : ରାତିରେ ଶୋଇଥିବା ବେଳେ ୩ ଶଳାଙ୍କ ତଣ୍ଟି କାଟି ହତ୍ୟା କରିଛି ଭିଣୋଇ । ଆନ୍ଧ୍ର ପ୍ରଦେଶ ସିଲେରୁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକମାନେ ରାଜୁ ଖେମୁଡ଼ୁ, କୁଞ୍ଜ ଖେମୁଡ଼ୁ, କ୍ରିଷ୍ଣା ଖେମୁଡ଼ୁ । ଘର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦାରାଗୁଡ଼ା ପଞ୍ଚାୟତ
Read More...