Daily Archives

ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ସନ୍ଥକବିଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ପୂରାତନ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ସଂସଦର ସେକ୍ଟର-୭ ସ୍ଥିତ କାର୍ଯ୍ୟାଳୟଠାରେ ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ପ୍ରତାପ ପଣ୍ଡାଙ୍କ ପୌରୋହିତ୍ୟରେ ହୋଇଥିବା ଏହି
Read More...

ହାପି ମୋମେଣ୍ଟସର ଶିଶୁ ମହୋତ୍ସବ ଓ ବିଶ୍ୱ ମାତୃତ୍ଵ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ୧୨ ତମ ଓଡିଶା ଶିଶୁ ମହୋତ୍ସବ ଓ ବିଶ୍ୱ ମାତୃତ୍ଵ ଦିବସ ସେକ୍ଟର ୫ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା
Read More...

ବଲାଙ୍ଗିର ଜିଲ୍ଲା କରାଟେ ସଂଘକୁ ୨୦ଟି ପଦକ ସ୍ୱର୍ଣ୍ଣ-୧, ରୌପ୍ୟ-୬, କାଂସ୍ୟ -୧୩

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ କରାଟେ ସ୍କୁଲଠାରେ ୩୬ ଜଣ କ୍ୟାଡେଟ, ଜୁନିୟର ଓ ୩୭ତମ ସବ ଜୁନିୟର ରାଜ୍ୟ କରାଟେ ପ୍ରତିଯୋଗିତା ତିନି ଦିନ ଧରି ତା.୯ରୁ ୧୧ ରିଖ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା କରାଟେ ସଂଘକୁ ୫୫ ଜଣ ଉଭୟ ବାଳିକା ବାଳକ
Read More...

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତ ବିଜୁଳି ବିଭାଗ ଦ୍ୱାରା ଘନ ଘନ ବିଜୁଳି କାଟ ଯୋଗୁଁ ଜନସାଧାରଣ ଅସ୍ତବ୍ୟସ୍ତ
Read More...

ସାନ୍ତାଳୀ ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ

ସାନ୍ତାଳୀ ଭାଷା ଏବଂ ସାରନା ଧର୍ମ କୋଡ ମାନ୍ୟତା ନେବା ପାଇଁ ଆହ୍ୱାନ ସାରସକଣା, (କେପିଏନ୍‌ଏସ୍‌) : ଝାର ପୋଖରୀଆ ଥାନା ଅନ୍ତର୍ଗତ ପୋଖରୀଆ ଗ୍ରାମ ପଞ୍ଚାୟତ ନାରାନଡିହି ଗ୍ରାମର ମାଝୀବାବା (ଗ୍ରାମ ମୁଖ୍ୟ) ନାରାନ ମୁର୍ମୁଙ୍କ ନେତୃତ୍ୱରେ ଅଲଗୁରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୨୧ତମ
Read More...

ସେଞ୍ଚୁରିଅନ ବିଦ୍ୟାଳୟ (ଜେଆଇଟିଏମ)ରେ ଗ୍ରୀଷ୍ମ ଶିବିର ୨୦୨୫-୨୬ ସମାପ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାର ମୂଳ ଉଦ୍ଦେଶ୍ୟ ହେଲା ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ କରିବା ଓ ପାଠ୍ୟ ପୁସ୍ତକଗତ ଶିକ୍ଷା ବ୍ୟତୀତ ଆନ୍ୟନ୍ୟ ବିଷୟରେ ମଧ୍ୟ ଛାତ୍ରଛାତ୍ରୀଙ୍କର ଦକ୍ଷତା ବୃଦ୍ଧି କରିବା । ଏହି ଆଭିମୁଖ୍ୟ ନେଇ ସେଞ୍ଚୁରିଅନ ବିଦ୍ୟାଳୟ (ଜେଆଇଟିଏମ)ର କର୍ତ୍ତୁପକ୍ଷ
Read More...

ଟ୍ରେନ୍‌ରେ କଟି ଯୁବକଙ୍କ ମୃତ : ପୋଲିସର ତଦନ୍ତ ଆରମ୍ଭ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ହରିଦାସପୁର-ପାରାଦୀପ ରେଳ ପଥର ରାମିଆଗଞ୍ଜ ଓଭରବ୍ରିଜ ନିକଟରେ ଜଣେ ଯୁବକ ଟ୍ରେନ ଲାଇନ୍‌ରେ କଟି ପ୍ରାଣ ହରାଇଛନ୍ତି । ମୃତ ଯୁବକ ମାଣତିରିର ପ୍ରଦୀପ୍ତ ମହାରଣା । ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ
Read More...

ଝାଡ଼ଖଣ୍ଡ ସୀମାନ୍ତରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ : ଦୁଇ ଯବାନ ଆହତ

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଛୋଟାନାଗରାରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ । ବିସ୍ଫୋରଣରେ ଦୁଇ ଯବାନ ଆହତ । ହସ୍ପିଟାଲରେ ଭର୍ତ୍ତି । ସୂଚନା ଅନୁଯାୟୀ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଛୋଟାନାଗରାରେ ସୋମବାର ସକାଳ ପ୍ରାୟ ସାଢେ ୧୦ଟା ସମୟରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ
Read More...

ବଲାଙ୍ଗିର ଜିଲ୍ଲା ଜେଲ୍ ଲାଇବ୍ରେରୀକୁ ୩୧୪ଖଣ୍ଡ ବହି ପ୍ରଦାନ କଲା ଅଘରିଆ ସମାଜ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁଙ୍କୁ ୩୧୪ ଖଣ୍ଡ ଲାଇବ୍ରେରୀ ବହି ପ୍ରଦାନ କରାଯାଇଛି । ଜିଲ୍ଲା କାରାଗାର ଅନ୍ତେବାସୀଙ୍କ ମନରେ ସଂସ୍କାର ସହ ସାହିତ୍ୟ ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଅଘରିଆ ସମାଜ ଏକ ନିଆରା
Read More...

ସାଇଟ ନର୍ସିଂ କଲେଜରେ ବିଶ୍ୱ ସେବୀକା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେବା ଓ ଶାନ୍ତିର ପ୍ରତୀକ ଫ୍ଲୋରେନ୍‌ସ ନାଇଟ୍‌ ଏଙ୍ଗେଲ୍‌ଙ୍କ ଜନ୍ମ ଦିନକୁ ସାରା ବିଶ୍ୱରେ ସେବୀକା ଦିବସ ଭାବେ ପାଳନ କରାଯାଉଛି । ସେହି କ୍ରମରେ ଆଜି ତାଙ୍କର ଜନ୍ମ ଦିନରେ ସଦାଇପାଲି ପଲ୍ଲିଶ୍ରୀ ବିହାର ପରିସରରେ ସାଇଟ ନର୍ସିଂ କଲେଜ ତରଫରୁ ବିଶ୍ୱ ସେବୀକା
Read More...