ବାଇକ ଚୋରି ରାକେଟକୁ ଠାବ କଲା ବରଗଡ଼ ପୋଲିସ
ବରଗଡ, (ମୁନ୍ନା ସାହୁ) : ବରଗଡ଼ ଟାଉନ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ପୋଲିସ୍ ଏକ ବାଇକ ଚୋରି ରାକେଟକୁ ଠାବ କରିଛି । ଏହି ରାକେଟର ୮ଜଣିଆ ଗ୍ୟାଙ୍ଗକୁ ପୋଲିସ ଗିରଫ କରିଛି । ସେମାନଙ୍କ ପାଖରୁ ୨୩ ଗୋଟି ବାଇକ୍ ଜବତ ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ!-->…
Read More...
Read More...