Daily Archives

ବଲାଙ୍ଗିରରେ ପୁଣି ମର୍ଡର : ବିଷ୍ଣୁମୁଣ୍ଡାର ମନୋଜ ନାଏକଙ୍କୁ ନୃଶଂସ ହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପୁଣି ମର୍ଡର । ଗତକାଲିର ହତ୍ୟାକାଣ୍ଡ ସାରା ସହରକୁ ସ୍ତବ୍ଧ କରି ଦେଇଥିବା ବେଳେ ଆଜି ପୁଣି ଏକ ମର୍ଡର୍‌ ଘଟଣା ବଲାଙ୍ଗିର ସହରକୁ ତାଜୁବ୍‌ କରି ପକାଇଛି । ଯୁବକଙ୍କୁ ଟାଙ୍ଗିଆ ଚୋଟ ମାରି ହତ୍ୟା କଲା ନୃଶଂସ ହତ୍ୟାକାରୀ । ହତ୍ୟା ପରେ ହତ୍ୟାକାରୀ
Read More...

ମାରୱାଡ଼ି ଯୁବା ମଞ୍ଚ ପ୍ରଗତି ସେଣ୍ଟ୍ରାଲ ଶାଖାର ତୃତୀୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସଂଧ୍ୟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ବର୍ଷ ୨୦୨୫/୨୬ ପାଇଁ ନୂତନ କର୍ମକର୍ତ୍ତା ଚୟନ ତଥା ଶପଥ ଗ୍ରହଣ ସମାରୋହ ସଭାପତି ଖୁସବୁ ଜୈନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂତନ ସଭାପତି ଭାବରେ ରେଖା
Read More...

କୈବର୍ତ୍ତ ସମାଜ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଜୁଏଲ ଓରାମଙ୍କ ପରାମର୍ଶ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ କୈବର୍ତ୍ତ ସମାଜ, ରାଉରକେଲାର ୨୫ତମ ବାର୍ଷିକ ଉତ୍ସବ ତଥା ରୋପ୍ୟ ଜୟନ୍ତୀ ସଭାପତି ଜଗନ୍ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ରାଉରକେଲାର ଭଞ୍ଜଚ୍ଛବନ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର
Read More...

ଦୁହେଲ ଛକରେ ଗ୍ରାମୀଣ ଲୋକକଳା ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଦୁହେଲ ଛକ ଡିଙ୍ଗର କୁଅଁର ଖେଳ ପଡିଆ ମୁକ୍ତ ମଂଚରେ ଗ୍ରାମୀଣ ଲୋକକଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଭବାନୀ ଶଙ୍କର କଳା ପରିଷଦ ଦ୍ୱାରା ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଭାଗିତାରେ ସଭାପତି ଗୋକୁଳ ବିହାରୀ କୁଅଁର
Read More...

୫ ଦିନ ହେବ ହରିଶଙ୍କରରେ ବୈଶାଖ ମେଳା

ମଇ ୮ରୁ ୧୨ ଦେବାଳୟ ସୁରକ୍ଷା କମିଟିର କଥା ରଖିଲା ଜିଲ୍ଲ ପ୍ରଶାସନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ହରିଶଙ୍କର ହେଉଛି ଐତିହାସିକ ତିର୍ଥ କ୍ଷେତ୍ର । ଗନ୍ଧମାର୍ଦ୍ଦନ ପାହାଡରେ ହରି ଓ ଶଙ୍କରଙ୍କ ମିଳନ ସ୍ଥଳି । ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ଭିଡ ହେଉଥିବା ବେଳେ ଗତ ବର୍ଷ ଭଳି ଏ
Read More...

ବଲାଙ୍ଗିର ଚମ୍ପିୟାନ ଲିଗ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମ ଠାରେ ଜାଲିଥିବା ଚମ୍ପିୟାନ ଲିଗ୍‌ର ଅଷ୍ଟମ ଦିବସର ପ୍ରଥମ ମ୍ୟାଚଟି ଟିମ୍‌ ଲାୟନ ଓ ଆବ୍ରାହମ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟିମ୍‌ ଲାୟନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ବିନିମୟରେ ୧୪୧ ରନ୍‌ ସଂଗ୍ରହ
Read More...

ଓଡ଼ିଆ ପକ୍ଷ ନେଇ ପାରମ୍ପରିକ ଖାଦ୍ୟ ଦିବସ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ ) : ଓଡ଼ିଆ ପକ୍ଷ ପାଳନର ୧୩ ତମ ଦିବସକୁ ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ ଆମ ରୁଚି ଆମ ଖାଦ୍ୟ ଭାବେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ପୌରପାଳିକାଠାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯାଇ ଏହି ଦିବସକୁ ପାଳନ କରାଯାଇଛି । ଏହି
Read More...

ବୀଣାପାଣି ଯୁବକ ସଂଘ ପକ୍ଷରୁ ଗୋରୁବଜାର ପଡ଼ାରେ ଶ୍ରୀ ଶ୍ରୀ ହନୁମାନ ଜନ୍ମ ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ଗୋରୁବଜାର ପଡ଼ାରେ ବୀଣାପାଣି ଯୁବକ ସଂଘ ପକ୍ଷରୁ ଶ୍ରୀ ଶ୍ରୀ ହନୁମାନ ଜନ୍ମ ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ପଣ୍ଡିତ ଶଙ୍କର ଲାଲ ଶର୍ମାଙ୍କ ଦ୍ଵାରା ସକାଳୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ
Read More...

ପଥପ୍ରାନ୍ତ ନାଟକ ନା ତାର ”କୃଷକ ମଞ୍ଚସ୍ଥ”

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ପଥପ୍ରାନ୍ତ ନାଟକ ଦିବସ ଉପଲକ୍ଷେ ନାଟ୍ୟାନୁଷ୍ଠାନ ପଞ୍ଚତତ୍ୱ, ରାଉରକେଲା ଓ ପୋପେଟ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ସେକ୍ଟର ୨ସ୍ଥିତ ଖରିଆ ବାହାଲ ବସ୍ତି ଠାରେ ଏକ ପଥପ୍ରାନ୍ତ ନାଟକ ନା ତାର କୃଷକ ମଞ୍ଚସ୍ଥ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ନୂଆପଡା : ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟରେ ଲାଗିଲା ନିଆଁ । ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ନୂଆପଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଷ୍ଟେନୋଙ୍କ ଚ୍ୟାମ୍ବରରେ ନିଆଁ ଲାଗିଥିବା ବେଳେ କାଚ ଭାଙ୍ଗି ନିଆଁକୁ ଆୟତ୍ତ କଲା ନୂଆପଡା
Read More...